ଶିକ୍ଷକଙ୍କ ପରେ ଏବେ ପାଚିକା ସଂଘ ମହିଳାଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଶିକ୍ଷକମାନେ ସେମାନଙ୍କ ଦାବି ପାଇଁ ଧାରଣା ଦେଇଥିବା ବେଳେ ମିଡ ଡେ ମିଲ ରାନ୍ଧୁଥିବା ମହିଳାମାନେ ମଧ୍ୟ ଦାବି ପୂରଣ ପାଇଁ ଧାରଣା ଦେଇଛନ୍ତି ।  କାମ ଅଧିକ ଦରମା କମ । ସରକାର ଖେଳୁଛନ୍ତି ଜୀବନ ସହ । ସମାନ କାମକୁ ସମାନ ଦରମା କାହିଁକି ମିଳୁନି ।  ଗାନ୍ଧୀ ମାର୍ଗରେ ଶହ ଶହ…

ଜାତିସଂଘ ମହାସଭାରେ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା

ଜାତିସଂଘ ମହାସଭାରେ ବିଦେଶୀ ଦେଶମାନଙ୍କୁ କଡା ଭାଷାରେ ବାର୍ତ୍ତା ଦେଇଛନ୍ତି ଜୟଶଙ୍କର । ୟଶଙ୍କର କହିଛନ୍ତି, ପୂର୍ବରୁ କିଛି ରାଷ୍ଟ୍ର କେବଳ ସେମାନଙ୍କୁ ସୁହାଇଲା ଭଳି ଏଜେଣ୍ଡା ପ୍ରସ୍ତୁତ କରୁଥିଲେ । ଅନ୍ୟ ସବୁ ରାଷ୍ଟ୍ର କିପରି ସେହି ଏଜେଣ୍ଡାରେ ଚାଲିବେ ସେହି ଲକ୍ଷ୍ୟରେ କାମ କରୁଥିଲେ ।…

ଆଜିର ରାଶିଫଳ

ମେଷ: ଆପଣଙ୍କ ବିଶ୍ବାସ ବଳରେ ବହୁତ କିଛି କରିପାରିବେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନ ମିଳିବ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମ ଜୀବନ ମଧୁର ହେବ। ବୃଷ: କାର୍ଯ୍ୟକ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା…

ଓଡ଼ିଶାକୁ ଆସୁଛି ବଡ ବର୍ଷା

ଓଡ଼ିଶାକୁ ଆସୁଛି ବଡ ବର୍ଷା।  ଲଘୁଚାପର ପ୍ରଭାବରେ ୨୯ରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା ।  ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ଏବଂ ପରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ।  ଲଘୁଚାପ ଉପରେ ସ୍ବତନ୍ତ୍ର ନଜର ରଖିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।…

ଜାନୁଆରି ୨୨ରେ ହେବ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା

ଜାନୁଆରି ୧୪ରେ ମକର ସଂକ୍ରାନ୍ତି ପରେ ରାମଲଲାଙ୍କ ପୂଜା ପ୍ରକ୍ରିୟା ଆରମ୍ଭ କରିବା ଏବଂ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ୧୦ ଦିନିଆ ରୀତିନୀତି ପାଳନ କରିବାକୁ ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ଅଯୋଧ୍ୟାରେ ରାମଲଲାଙ୍କ ମୂର୍ତ୍ତିରେ ‘ପ୍ରାଣପ୍ରତିଷ୍ଠା’ ପରେ ଜାନୁଆରି ୨୪ରେ ଭକ୍ତଙ୍କ ପାଇଁ…

ବିଧାନସଭାରେ ଅଚଳାବସ୍ଥା ଜାରି

ଚଳିତ  ଅଧିବେଶନରେ ମୋଟ୍‌ ୮ଟି କାର୍ଯ୍ୟ ଦିବସ ରହିଛି  । କିନ୍ତୁ ୩ ଦିନ ଧରି ଗୃହ ଠିକ୍‌ ଭାବେ ଚାଲିପାରିନାହିଁ । ଗୋଟିଏ ଦିନ ବିଧାନସଭା ଚାଲିଲେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି  । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକମାନେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ…

୩ୟ ଦିନିକିଆ ପାଇଁ ଟିମ ଇଣ୍ଡିଆ ପହଁଚିଲା ରାଜକୋଟରେ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି  ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍   ରାଜକୋଟରେ ଖେଳାଯିବ। ସମସ୍ତ ଖେଳାଳି ଆଜି ପ୍ରାକ୍ଟିସ କରିଥିବା ବେଳେ କିଛି ଖେଳାଳି ବିଶ୍ରାମ ନେଇପାରନ୍ତି । ପ୍ରଥମ ଦୁଇଟି ମ୍ୟାଚରେ ବିଶ୍ରାମ ନେଇଥିବା  ଅଧିନାୟକ ରୋହିତ ଶର୍ମା ଓ ତାରକା…

ହରଡ଼ ଓ ବିରି ଡାଲି ଷ୍ଟକ୍ ସୀମା ହ୍ରାସ କରି ୫୦ ମେଟ୍ରିକ୍ ଟନ୍ କରାଗଲା

ନୂଆଦିଲ୍ଲୀ: ଡାଲି ଦର ବୃଦ୍ଧିକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ପରେ କେନ୍ଦ୍ର ସରକାର କଡା ନିର୍ଦେଶ ଜାରି କରିଛନ୍ତି । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୦୨୩ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ହରଡ଼ ଓ ବିରି ଡାଲି ପାଇଁ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି । ହୋଲସେଲର…