ଆଗାମୀ ୨୪ ଘଣ୍ଟାରେ ଲଘୁଚାପ, ଅକ୍ଟୋବର ୫ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟାରେ ଲଘୁଚାପ, ଅକ୍ଟୋବର ୫ ଯାଏଁ ପ୍ରବଳ ବର୍ଷା ।  ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା…

ଶୁକ୍ର ମିସନ ଆରମ୍ଭ କରିବ ଇସ୍ରୋ

ବେଙ୍ଗାଲୁରୁ:  ଇସ୍ରୋ ଏବେ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବାକୁ ଯୋଜନା କରୁଛି ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି। ଶୁକ୍ର ଗ୍ରହକୁ ଯେଉଁ ପେଲୋଡ୍‌ଗୁଡ଼ିକ ପଠାଯିବ ସେଗୁଡ଼ିକ ତିଆରି ସରିଯାଇଛି। ମହାକାଶ ଗବେଷଣା କ୍ଷେତ୍ରରେ ଆମର ଅଗ୍ରଗତିକୁ ଏହା ସୂଚାଉଛି। ଦିଲ୍ଲୀରେ ଭାରତୀୟ…

ଅଧ୍ୟାପକ ସଙ୍କଟକୁ ନେଇ ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ

ଭୁବନେଶ୍ବର: ଅଧ୍ୟାପକ ସଙ୍କଟକୁ ନେଇ ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ତଳିତଳାନ୍ତ ହୋଇସାରିଲାଣି । କଲେଜରେ ଅଧ୍ୟାପକ ନାହାଁନ୍ତି କର୍ମଚାରୀ ନାହାଁନ୍ତି । ବିଶ୍ବବିଦ୍ୟାଳୟ  ଅତିଥି ଅଧ୍ୟାପକରେ ଚାଲିଛି । ଏଠାରେ ଗବେଷଣା ହେବା କଥା। ଅତିଥି ଅଧ୍ୟାପକଙ୍କ…

ଆଜିର ରାଶିଫଳ

ମେଷ: ନୂଆ ବ୍ୟାବସାୟିକ ଯୋଜନା ପ୍ରସ୍ତୁତ କରିପାରନ୍ତି। ନୂଆ ଘର କିଣିବାରେ ସଫଳ ହେବେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ। ଯାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ବ୍ୟବସାୟ ସମ୍ବନ୍ଧୀୟ କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ।…

୬୬ ରନରେ ଜିତିଲା ଅଷ୍ଟ୍ରେଲିଆ

ରାଜକୋଟଠାରେ ଖେଳାଯାଇଥିବା ୩ୟ ଦିନିକିଆରେ ଭାରତକୁ ୬୬ ରନରେ ହରାଇ ଦେଇଛି ଅଷ୍ଚ୍ରେଲିଆ । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ଭାରତ ଆଗରେ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ଓ୍ବାର୍ନର ୫୬ ରନ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ନୂଆ ଘର ନିର୍ମାଣ ତଦନ୍ତ ଆରମ୍ଭ କଲା ସିବିଆଇ

ଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ନିର୍ମାଣରେ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ ।  ଦିଲ୍ଲୀ ସରକାରଙ୍କ ଜଣେ ଅଜ୍ଞାତ ସରକାରୀ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ ଦାୟର କରାଯାଇଛି। ଯଦି ତଦନ୍ତରୁ ପର୍ଯ୍ୟାପ୍ତ ତଥ୍ୟ ସାମ୍ନାକୁ ଆସେ ତେବେ ଜାତୀୟ…

ରେଳ ଫାଟକ ଭାଙ୍ଗି ଟ୍ରାକରେ ଚଢ଼ିଗଲା କଣ୍ଟେନର

ବାଲେଶ୍ୱର : ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାମ୍ପଦା ଛକରେ  ଫାଟକ ଭାଙ୍ଗି କଣ୍ଟେନରଟି ଟ୍ରାକ୍‌କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। କର୍ଣ୍ଣାଟକ ନମ୍ବର ଥିବା କଣ୍ଟେନରରେ ନୂଆ କାର୍‌ ଲୋଡ୍ କରିଆସୁଥିଲା।  ବାଲେଶ୍ବର ଷୋହଳ ନମ୍ବର ଜାତୀୟରାଜପଥ ବାମପଦା ଛକରେ…

ଖଲିସ୍ତାନୀ ଆତଙ୍କବାଦୀଙ୍କ ଘରେ, ୭ ରାଜ୍ୟର ୫୩ ଜାଗାରେ ଏନଆଇଏ ରେଡ୍‌

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଏବଂ ତାଙ୍କ ସମର୍ଥକଙ୍କ ଘରେ ରେଡ ହୋଇଛି । କାନାଡାରେ ରହୁଥିବା ଖଲିସ୍ତାନୀ ଗୁରୁପନ୍ତ ପନ୍ନୁର  ଧମକ ପରେ ରେଡକୁ ଜୋରଦାର କରାଯାଇଛି ।  ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟାର-ଡ୍ରଗ ତସ୍କରି ଧ୍ୱସ୍ତ କରିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(ଏନଆଇଏ) ଦେଶର…

ବିଧାୟକ ପ୍ରତାପ ଜେନାଙ୍କୁ ଅକ୍ଟୋବର ୬ରେ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ସାଲେପୁର  : ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ସମନ । ଅକ୍ଟୋବର ୬ରେ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ସାଲେପୁର ଜେଏମଏଫସି କୋର୍ଟ ଦେଲେ ନିର୍ଦ୍ଦେଶ । ଖସିଯାଉଥିଲେ, ଆଇନ ଜାଲରେ ଫସିଗଲେ । ବନ୍ଧା ହୋଇପାରନ୍ତି ପାୱାରଫୁଲ୍ ବିଜେଡି ବିଧାୟକ ପ୍ରତାପ ଜେନା । ସେପଟେ ଥାନାରେ…