ପଞ୍ଜାବ କିଙ୍ଗ୍ସ ଧିମା ଓଭର ବୋଲିଂ ପାଇଁ ଅଧିନାୟକ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୬ର ମଙ୍ଗଳବାର ନ୍ୟୁ ଚଣ୍ଡିଗଡରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୩ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଥିଲା। ପଞ୍ଜାବ ବିଜୟୀ ହୋଇଥିଲେ ମଧ୍ୟ ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଭଲ ନଥିଲା। ସେ ଖେଳ ସମୟରେ ଆଘାତ ପ୍ରାପ୍ତ…