ଆମେରିକାର ଲଢ଼ୁଆ ବିମାନ ଏଫ-୩୫କୁ ଧ୍ବଂସ କରିଥିବା ନେଇ ଦାବି କଲା ଇରାନ୍
ଆମେରିକାର ଆଉ ଗୋଟିଏ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ଏଫ-୩୫କୁ ଧ୍ବଂସ କରିଥିବା ନେଇ ଦାବି କଲା ଇରାନ୍ । ମଧ୍ୟ ଇରାନ ଆକାଶରେ ଏହି ବିମାନକୁ ଆଇଆରଜିସିର ଆଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଖସାଇ ଦେଇଛି ବୋଲି ତେହେରାନ ଦାବି କରିଛି । ଇରାନର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଥିବା ବେଳେ,…