ମୁହଁରେ ହେଉଥିବା ବ୍ରଣ ଓ ତ୍ୱଚା ସମ୍ୱନ୍ଧୀୟ ରୋଗକୁ ଭଲ କରିଥାଏ ପାଳଙ୍ଗ ଶାଗ

ପ୍ରତ୍ୟେକ ଦିନ ଶାଗ ଖାଇବା ଭଲ । ସେଥିପାଇଁ ଅନେକ ଲୋକଙ୍କ ଘରେ ପ୍ରତି ଦିନ ଶାଗର କିଛି ଡିସ ତିଆରି କରାଯାଏ । ଶୀତ ଦିନେ ମାର୍କେଟରେ ପ୍ରଚୁର ପରିମାଣରେ ପାଳଙ୍ଗ ଶାଗ ମିଳେ । କିନ୍ତୁ ଏବେ ବର୍ଷସାରା ପାଳଙ୍ଗ ଶାଗ ମାର୍କେଟରେ ମିଳୁଛି । ଯାହାକୁ ଆପଣ ତରକାରୀ ଭଜା କରି ଖାଇପାରିବେ । ନଚେତ…

ସିବିଏସଇରେ ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅର୍ଥାତ୍ ୨୦୨୬-୨୭ ଶିକ୍ଷା ବର୍ଷର ପ୍ରଥମ ଦିନରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂତନ 'କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ' (ସିଟି ଏବଂ ଏଆଇ)…

ଖରିଫ ଧାନକିଣାରେ ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର

୭ ଦିନ ବଢ଼ିଲା ଧାନ କିଣା ଅବଧି । ଖରିଫ ଧାନକିଣାରେ ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର । ଗତକାଲି ଅର୍ଥାତ ମାର୍ଚ୍ଚ ୩୧ରେ ଶେଷ ହୋଇଥିଲା ଖରିଫ ଧାନକିଣା ଅବଧି । ହେଲେ ଏବେ ବି ଅନେକ ଚାଷୀଙ୍କ ଧାନ କିଣା ହୋଇନଥିବାରୁ ଏଭଳି…

ଆସିଲା ୮ ଲକ୍ଷ ଟଙ୍କାର ‘ଆଇଫୋନ୍ ୧୭ ପ୍ରୋ’,ଯେଉଁଥିରେ ଆପଲ୍‌ର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍‌ସଙ୍କ…

ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ 'ଆପଲ୍' (Apple) ୨୦୨୬ ମସିହାରେ ନିଜ ପ୍ରତିଷ୍ଠାର ୫୦ତମ ବର୍ଷ ପୂରଣ କରିବାକୁ ଯାଉଛି। ଏହି ଐତିହାସିକ ଅବସରକୁ ଅତି ସ୍ମରଣୀୟ କରିବା ପାଇଁ ବିଳାସପୂର୍ଣ୍ଣ ସ୍ମାର୍ଟଫୋନ୍ ନିର୍ମାତା 'କ୍ୟାଭିଆର୍' (Caviar) ବଜାରକୁ ଆଣିଛି ଏକ ସ୍ୱତନ୍ତ୍ର ଲିମିଟେଡ୍…

ଭାରତକୁ ଆସୁଛି ୬ ଲକ୍ଷ ବ୍ୟାରେଲ ଇରାନ ଅଶୋଧିତ ତୈଳ

ଇରାନରୁ ଅଶୋଧିତ ତୈଳ ନେଇ ଆସୁଥିବା ଏକ ଟ୍ୟାଙ୍କର ଭାରତ ତାର ଗନ୍ତବ୍ୟ ବୋଲି ସୂଚିତ କରିଛି। ୨୦୧୯ ମସିହା ପରେ ତେହେରାନରୁ ଭାରତକୁ ଏହା ପ୍ରଥମ ତୈଳ କନସାଇନମେଣ୍ଟ ବୋଲି କୁହାଯାଇପାରେ। ଏହି ଘଟଣାକ୍ରମ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ପଶ୍ଚିମ ଏସିୟାରେ ଚାଲିଥିବା ଯୁଦ୍ଧ ମଧ୍ୟରେ…

ଇରାନ ଯୁଦ୍ଧରେ ବ୍ରିଟେନ ପଡିବନି,ଏହା ଆମର ଯୁଦ୍ଧ ନୁହେଁ ବୋଲି ଆମେରିକାକୁ ସ୍ପଷ୍ଟ ସନ୍ଦେଶ ଦେଲେ ବ୍ରିଟେନ…

ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି। କହିଛନ୍ତି ଇରାନ ଯୁଦ୍ଧରେ ବ୍ରିଟେନ ପଡିବନି। ସେ କହିଛନ୍ତି ଏହା ଆମର ଯୁଦ୍ଧ ନୁହେଁ। ଏହା ସହିତ ସେ ହୋର୍ମୁଜ ପ୍ରଣାଳୀକୁ ପୁଣି ଖୋଲିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରୟାସ…

ଜୁଲାଇ ମାସରେ ଜିମ୍ବାଓ୍ୱେ ଗସ୍ତରେ ଯିବ ଟିମ୍ ଇଣ୍ଡିଆ,ତିନୋଟି ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବ

ଜିମ୍ବାଓ୍ୱେ ଯିବ ଟିମ୍ । ଜୁଲାଇ ମାସରେ ଜିମ୍ବାଓ୍ୱେ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ତିନୋଟି ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବ। ଟିମ୍ ଇଣ୍ଡିଆ ଜିମ୍ବାଓ୍ୱେ ଗସ୍ତ ନେଇ BCCI ପକ୍ଷରୁ ସୂଚନା ଦିଆଯାଇଛି ।୨୦୨୬ରେ ଜିମ୍ବାଓ୍ୱେ ଯିବ ଟିମ୍‌ ଇଣ୍ଡିଆ । ତିନି ମ୍ୟାଚ୍‌ ବିଶିଷ୍ଟ…

ଶ୍ରବଣ ଶକ୍ତିର ଏକ ବିରଳ ରୋଗରେ ପୀଡିତ ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଅଲକା ୟାଗନିକ୍,ସେ ନୂଆ ଆସାଇନମେଣ୍ଟ ନେଇ…

ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଅଲକା ୟାଗନିକ୍। ୨୦୨୪ ମସିହାରେ ଗାୟିକା ପ୍ରକାଶ କରିଥିଲେ ଯେ ସେ ଶ୍ରବଣ ଶକ୍ତିର ଏକ ବିରଳ ରୋଗରେ ପୀଡିତ । ଏବେ ଗାୟିକା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଏକ ନୂଆ ଅପଡେଟ୍ ସେୟାର କରି କହିଛନ୍ତି ଯେ ଏବେ ବି ସେ ଏହି ରୋଗରେ ପୀଡିତ ଅଛନ୍ତି। ତାଙ୍କର ରୋଗ…

ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି

ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ସରକାରୀ PSU IOC, HPCL, ଏବଂ BPCL ଆଜି ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିଛନ୍ତି। ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତୈଳ କମ୍ପାନିଗୁଡ଼ିକ ବୁଧବାର…

୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛି ଆଇଟି କମ୍ପାନି ଓରାକଲ୍

ଆମେରିକୀୟ ଆଇଟି କମ୍ପାନି ଓରାକଲ୍ ସମ୍ପର୍କରେ ଏକ ବଡ଼ ଖବର ଆସିଛି। ରିପୋର୍ଟ ଅନୁଯାୟୀ, କମ୍ପାନି ଭାରତରେ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛି ଏବଂ ଆଗାମୀ ମାସରେ ଆଉ ଏକ ବଡ଼ ଧରଣର ଛଟେଇ ହେବାର ସମ୍ଭାବନା ରହିଛି। ଭାରତୀୟ କର୍ମଚାରୀମାନେ କମ୍ପାନିର ବିଶ୍ୱସ୍ତରରେ ୪୦ ପ୍ରତିଶତରୁ…