ଆଜିଠୁ ୩ ଯାଏ ପ୍ରବଳ ବର୍ଷା

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଛି। ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଅଞ୍ଚଳରେ ୭୦ରୁ ୨୦୦…

ଆଜିର ରାଶିଫଳ

ବୃଷ: ଅଫିସରେ ଅଧିକାରୀଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ବଢ଼ାଇବ। ବେପାରରେ ଧନଲାଭର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ମିଥୁନ: ଆପଣଙ୍କ ମନରେ କୌଣସି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଜୀବନସାଥୀ…

ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ

କଟକ:  ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ମିଳିଛି। ନୂତନ ଦାୟିତ୍ବ ନେଇ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୪ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅବସର…

ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସ ଆତଙ୍କ, ୧୨୦ ଜଣ ପଜିଟିଭ

ପୁରୀ : ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସ ଆତଙ୍କ ଖେଳାଇଚାଲିଛି । ପରୀକ୍ଷା ପରେ ୧୨୦ ଜଣ ପଜିଟିଭ ସ୍କ୍ରବଟାଇଫସକୁ ନେଇ ସାରା ରାଜ୍ୟ ରେ ଭୟ ଦେଖିବାକୁ ମିଳିଥିବା ବେଳେ ପୁରୀରେ ମଧ୍ୟ ସ୍କ୍ରବ ଟାଇଫସ ଆତଙ୍କ ଦେଖିବାକୁ ମିଳିଛି  ।  ପୁରୀ ରେ ଗତ ଦୁଇ ମାସ ମଧ୍ୟ ରେ ୬୧୩ ଜଣଙ୍କ  ରକ୍ତ ନମୁନା…

ମହିଳା ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ । ବହୁଦିନ ପରେ  ନାରୀ ଶକ୍ତି ବନ୍ଦନ ଅଧିନିୟମରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ‘ମହିଳା ସଂରକ୍ଷଣ ବିଲ୍’ । ମହିଳା ସଂରକ୍ଷଣ ଆଇନ ଅନୁସାରେ  ବିଧାନସଭା ଓ…

ଅଳଙ୍କାର ତାଲିକା ପାଇଁ ହେବ ଉଚ୍ଚସ୍ତରୀୟ କମିଟି : ହାଇକୋର୍ଟ

କଟକ : ରତ୍ନଭଣ୍ଡାର ମାମଲାରେ ଆବେଦନକାରୀ ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ  । ଶ୍ରୀମନ୍ଦିର ପରିଚଳନା କମିଟି ଉପରେ ହାଇକୋର୍ଟଙ୍କ ରହିଛି ଅତୁଟ ବିଶ୍ବାସ । ତେଣୁ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରର ସୁରକ୍ଷା ନେଇ ପରିଚାଳନା କମିଟି କାର୍ଯ୍ୟରେ ହସ୍ତକ୍ଷେପ…

ଆଜି  ଭାଗବତ ଜନ୍ମ

ଆଜି ପବିତ୍ର ଭାଗବତ ଜନ୍ମ । ଏହି ଦିନକୁ ପ୍ରତି ଗାଁ ଗାଁରେ ପାଳନ କରାଯାଉଛି ।  ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଉଛି । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି । ଗାଁ ଗାଁରେ ରହିଥିବା ଭାଗବତ ଟୁଙ୍ଗିରେ ଆଜି ପୂଜା ହେବା ସହ…

ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ

ଇସଲାମବାଦ: ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣରେ ୩୪ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଛନ୍ତି ୧୩୦ରୁ ଅଧିକ ଲୋକ । ବିସ୍ଫୋରଣରେ ଜଣେ  ପୋଲିସ ନଓ୍ବାଜ ଗାସକୋରି ପ୍ରାଣହରାଇଛନ୍ତି ।  ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଲାଗି ଶହ ଶହ ଲୋକ ମସଜିଦରେ ପ୍ରାର୍ଥନା କରୁଥିବାବେଳେ ଏହି…