ଘର ମାନଙ୍କରେ ପିଲା ଠାରୁ ବୟସ୍କ ବ୍ୟକ୍ତିମାନଙ୍କୁ ଓଭନରେ ଖାଦ୍ୟ ଗରମ କରି ଖାଇବାକୁ ଦିଆଯାଏ । ସେହିପରି ଅଫିସରେ ଲଞ୍ଚ ଟାଇମ ହେଲେ ଖାଦ୍ୟ ଗରମ କରିବା ପାଇଁ କର୍ମଚାରୀମାନେ ମାଇକ୍ରୋୱେଭ୍ ଓଭନ ନିକଟରେ ଲମ୍ବା ଲାଇନ ଲଗାନ୍ତି ଏବଂ ସମସ୍ତେ ଗରମ ଖାଦ୍ୟ ଖାଇବାର ମଜା ନିଅନ୍ତି । ସୁବିଧା ଭିତରେ ଲୋକ ଭୁଲି ଯାଆନ୍ତି ଯେ ମାଇକ୍ରୋୱେଭ୍ ଓଭନରେ ଖାଦ୍ୟ ଗରମ କରି ଖାଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏଥିରୁ ବାହାରୁଥିବା ରେଡିଏସନ କେବଳ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱକୁ ନଷ୍ଟ କରିଥାଏ ତାହା ନୁହେଁ ବରଂ ଆପଣଙ୍କୁ ଅନେକ ଭୟଙ୍କର ରୋଗ ମଧ୍ୟ ଦେଇଥାଏ । ଯଦି ଆପଣ ମାଇକ୍ରୋୱେଭ୍ ଓଭନରେ ଖାଦ୍ୟ ଗରମ କରିବା ପରେ ଖାଉଛନ୍ତି ତେବେ ଆପଣ ସାବଧାନ ହେବା ଉଚିତ୍ ମାଇକ୍ରୋୱେଭରେ ଖାଇବା ବାସନକୁ ରଖାଯାଏ ଏବଂ ସେଥିରେ ଖାଦ୍ୟ ରଖାଯାଇଥାଏ । ଯେତେବେଳେ ଆପଣ ମାଇକ୍ରୋୱେଭ୍କୁ ସେଟ୍ କରନ୍ତି, ସେତେବେଳେ ମାଇକ୍ରୋୱେଭ୍ ଭିତରେ ଥିବା ପେରିଆଡିକଲ୍ ଇଲେକ୍ଟ୍ରୋନିକ୍ ଉପକରଣ ପ୍ରଭାବିତ ହୋଇଥାଏ, ଯାହା ଫଳରେ ମାଇକ୍ରୋୱେଭ୍ ରେଡିଏସନ ବାହାର କରେ ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post