୧୯୬୨କୁ କଲ୍‌ କରନ୍ତୁ, ଅସୁସ୍ଥ ପ୍ରାଣୀଙ୍କୁ ଚିକିତ୍ସା କରନ୍ତୁ

ଭୁବନେଶ୍ବର: ଟୋଲ୍‌ ଫ୍ରି ନମ୍ବର ୧୯୬୨କୁ କଲ କରନ୍ତୁ, ଅସୁସ୍ଥ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନରେ ସହାୟକ ହୁଅନ୍ତୁ। ରାଜ୍ୟର ୧୧ଟି ସହରାଞ୍ଚଳରେ ପ୍ରାଣୀ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମୋବାଇଲ୍‌ ପ୍ରାଣୀ ଚିକିତ୍ସା ୟୁନିଟ୍‌ ମାଧ୍ୟମରେ ଏହି ସେବା ଯୋଗାଇ…

ଇସ୍ରାଏଲ୍‌ର ଯୁଦ୍ଧ ଘୋଷଣା

ତେଲ୍‌ ଅଭିଭ୍‌: ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦ ପୁଣି ଯୁଦ୍ଧ ରୂପ ନେଇଛି । ଇସ୍ରାଏଲ ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଘୋଷଣା କରିଛି ।  ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ  ଇସ୍ରାଏଲ ଉପରେ ପ୍ରାୟ ୫ ହଜାର ରକେଟ୍‌ ମାଡ଼ କରି ଧନଜୀବନର ବ୍ୟାପକ କ୍ଷୟକ୍ଷତି ଘଟାଇଥିବା…

ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ହାରିଲା

ଚେନ୍ନାଇ: ଚେନ୍ନାଇରେ ବିଜୟରୁ ଦୃଢ଼ ଆତ୍ମବିଶ୍ବାସ ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚ୍‌ରେ ରବିବାର ରୋହିତ ବାହିନୀ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଜୋସ୍ ହାଜେଲଉଡ୍ ପ୍ରଥମେ ରୋହିତଙ୍କୁ ଏବଂ ପରେ ଶ୍ରେୟସ୍‌କୁ ଚକ୍‌ମା ଦେବା ପରେ ମାତ୍ର…

ଚାକିରି ସହ କିପରି ନେବେ ପିଲାଙ୍କ ଯତ୍ନ ?

ଆଜିକାଲି ମହିଳାମାନେ ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ବୋଲି ପ୍ରମାଣିତ କରିସାରିଲେଣି। ଜଣେ କର୍ମଜୀବୀକୁ କେବଳ ଚାକିରି ନୁହେଁ, ଅନ୍ୟପକ୍ଷରେ ପରିବାର ଏବଂ ନିଜ ସନ୍ତାନଙ୍କ ଯତ୍ନ ମଧ୍ୟ ନେବାକୁ ପଡ଼ିଥାଏ। ତେଣୁ ତାକୁ ଏକ ରୁଟିନ୍‌ ଜୀବନଯାପନ କରିବାକୁ ପଡ଼େ। ସକାଳୁ ଘର କାମ କରିବା,…