୪ ରାଜ୍ୟରେ ଆସନ୍ତାକାଲି ହେବ ଭାଗ୍ୟପରୀକ୍ଷା

ନୂଆଦିଲ୍ଲୀ: ରବିବାର ୪ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ହେବ। ଫଳାଫଳ କେବଳ ଦେଶର ରାଜନୈତିକ ଦୃଷ୍ଟିକୋଣ ପାଇଁ ନୁହେଁ ବରଂ ରାଜ୍ୟର ଅନେକ ଶକ୍ତିଶାଳୀ କ୍ଷେତ୍ର ବିଶେଷକରି ଭାଜପା ନେତାଙ୍କ ପାଇଁ ମଧ୍ୟ ଏକ ନିର୍ଣ୍ଣାୟକ ମୋଡ଼ ଆଣିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।…

କ୍ୟାଲେଣ୍ଡର ଲଗାଇବାର ସଠିକ୍ ନିୟମ

ଆଉ କିଛି ଦିନ ପରେ ନୂଆ ବର୍ଷ ଆରମ୍ଭ ହେବ । ଏଥିପାଇଁ ନୂଆ ବର୍ଷର କ୍ୟାଲେଣ୍ଡର ଘରକୁ ଆଣିବା ପାଇଁ ବାସ୍ତୁ ସମ୍ବନ୍ଧୀୟ କିଛି ବିଶେଷ କଥା ଜାଣିବା ନିହାତି ଜରୁରୀ । ତେବେ ବାସ୍ତୁ ଶାସ୍ତ୍ରରେ ଘରେ ନୂଆ କ୍ୟାଲେଣ୍ଡର ଲଗାଇବା ପାଇଁ କିଛି ନିୟମ ରହିଛି, ଯାହାର ପାଳନ କରିବା ଦ୍ୱାରା ଘରେ ପରିବାର…

ପୁରୀରେ ୫ଟି ଅଧ୍ୟକ୍ଷ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ  ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ନେବା ସହିତ…

୨୦୨୩ର ଶ୍ରେଷ୍ଠ ସିନେମା ତାଲିକା

ଆଇଏମ୍‌ଡିବି ପକ୍ଷରୁ ୨୦୨୩ ମସିହା ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ରର ଏକ ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରି ୧ରୁ ନଭେମ୍ବର ୬ ମଧ୍ୟରେ ମୁକ୍ତିଲାଭ କରିଥିବା ଦଶଟି ସବୁଠାରୁ ଲୋକପ୍ରିୟ ଫିଲ୍ମ ଏଥିରେ ସ୍ଥାନ ପାଇଛି। ପ୍ରାୟ ୨୦ ଲକ୍ଷ ଦର୍ଶକଙ୍କ ମତାମତକୁ ଭିତ୍ତି କରି ପ୍ରସ୍ତୁତ…

BEL ରେ ଟ୍ରେନି ଇଂଜିନିୟର ପଦବୀ ଖାଲି

ଭାରତ ଇଲେକଟ୍ରୋନିକ୍ସ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁସାରେ ସଂସ୍ଥାରେ ଅନେକ ପଦବୀରେ ଭର୍ତ୍ତି କରାଯିବ । ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୧୫ ରହିଛି । ଆବେଦନ ପାଇଁ ଇଚ୍ଛୁକ…

ବଢିଲା ଏଲପିଜି ସିଲିଣ୍ଡର

ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ। ଆଇଓସିଏଲ ୱେବସାଇଟରେ ଏଲପିଜି ସିଲିଣ୍ଡରର ଦର ଅପଡେଟ୍ କରାଯାଇଛି ଏବଂ ପରିବର୍ତ୍ତିତ ଦରକୁ ଲାଗୁ କରାଯାଇଛି । ଦୀପାବଳି ପୂର୍ବରୁ ମଧ୍ୟ ତୈଳ କମ୍ପାନୀ କମର୍ସିଆଲ ସିଲିଣ୍ଡର…

ହ୍ଵାଟ୍ସଆପ୍‌ ଜାରି କଲା ସବୁଠାରୁ ବଡ଼ ଫିଚର

ହ୍ଵାଟ୍ସଆପ ନିଜ ୟୁଜରଙ୍କ ପ୍ରାଇଭେସୀ ପାଇଁ ନୂଆ ଫିଚର ରୋଲ ଆଉଟ କରେ । ତେବେ ବର୍ତ୍ତମାନ ହ୍ଵାଟ୍ସଆପ୍‌ ‘ସିକ୍ରେଟ୍ କୋଡ୍’ ଫିଚର ଆଣିଛି । ଏହା ସାହାଯ୍ୟରେ ୟୁଜରମାନେ ସେମାନଙ୍କର ପ୍ରାଇଭେଟ୍‌ ଚାଟକୁ ସୁରକ୍ଷିତ ରଖିପାରିବେ । ଏହି ଫିଚର କେବଳ ମେସେଜିଂ ଆପରେ ଥିବା ଚାଟ୍ ଲକ୍ ଟୁଲରେ କାମ…