ହ୍ଵାଟ୍ସଆପ ନିଜ ୟୁଜରଙ୍କ ପ୍ରାଇଭେସୀ ପାଇଁ ନୂଆ ଫିଚର ରୋଲ ଆଉଟ କରେ । ତେବେ ବର୍ତ୍ତମାନ ହ୍ଵାଟ୍ସଆପ୍ ‘ସିକ୍ରେଟ୍ କୋଡ୍’ ଫିଚର ଆଣିଛି । ଏହା ସାହାଯ୍ୟରେ ୟୁଜରମାନେ ସେମାନଙ୍କର ପ୍ରାଇଭେଟ୍ ଚାଟକୁ ସୁରକ୍ଷିତ ରଖିପାରିବେ । ଏହି ଫିଚର କେବଳ ମେସେଜିଂ ଆପରେ ଥିବା ଚାଟ୍ ଲକ୍ ଟୁଲରେ କାମ କରିବ, ଯାହା ସାହାଯ୍ୟରେ ୟୁଜରମାନେ ଏକ ନିର୍ଦ୍ଦିଷ୍ଟ ଚାଟକୁ ପାସୱାର୍ଡ ସହିତ ସୁରକ୍ଷିତ ରଖିପାରିବେ ।ହ୍ଵାଟ୍ସଆପର ଏହି ନୂଆ ଫିଚର ଦ୍ୱାରା ଚାଟକୁ ତୁରନ୍ତ ଲକ୍ କରିପାରିବେ । ଯେତେବେଳେ ୟୁଜର୍ସମାନେ ଚାଟ୍ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ୟାପ କରିବେ, ସେମାନେ ଚାଟ୍ ଲକ୍ କରିବାର ଅପ୍ସନ ପାଇବେ । ଏଥିପାଇଁ ସେମାନଙ୍କୁ ସେଟିଙ୍ଗ୍ ମେନ୍ୟୁରେ ଅପ୍ସନକୁ ଖୋଜିବାକୁ ପଡ଼ିବ ନାହିଁ । ହ୍ଵାଟ୍ସଆପର ଏହି ଫିଚର ଚଳିତ ସପ୍ତାହରୁ ରୋଲ ଆଉଟ ହେବ ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post
Next Post