ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା
ଜୟପୁର:ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ସିସିଟିଭିରେ କଏଦ ହୋଇଛି ତାଙ୍କ ହତ୍ୟା ବେଳର ଦୃଶ୍ୟ। ନିର୍ବାଚନ ପରେ ଏପରି ହିଂସାକୁ ନେଇ ରାଜନୀତି ଜୋର ଧରିଛି । ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ତିନି ଅଜଣା ଲୋକ ସୁଖଦେବ ସିଂ ଗୋଗାମେଡିଙ୍କ ସହ…