ଜାଆଁଳା ସନ୍ତାନର ମା ହେଲେ ବିଗ୍ ବସ୍ ଫେମ୍ ସମ୍ଭାବନା ସେଠ୍
ଜାଆଁଳା ସନ୍ତାନର ମା ହେଲେ ବିଗ୍ ବସ୍ ଫେମ୍ ସମ୍ଭାବନା ସେଠ୍ । ଦୀର୍ଘ ୧୦ ବର୍ଷ ଶେଷରେ ଅଭତନେତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ତାଙ୍କ ଘରକୁ ସ୍ବାଗତ କରିଛନ୍ତି । ସରୋଗେସି ମାଧ୍ୟମରେ ତାଙ୍କ ଜୀବନରେ ଦ୍ବିଗୁଣିତ କରି ଦେଇଛି । ଅଭିନେତ୍ରୀ ଏହି ଖୁସି ଖବରକୁ…