ଭାରତରେ ଏକ ଫିଚର୍ ଫୋନ୍ ଲଞ୍ଚ କରିଛି itel,ପାଣିରେ ବୁଡ଼ି ରହିଲେ ମଧ୍ୟ ଖରାପ ହେବ ନାହିଁ
itel ଭାରତରେ ଏକ ଫିଚର୍ ଫୋନ୍ ଲଞ୍ଚ କରିଛି । ଏହାର ବିଶେଷ ଫିଚର୍ ଫୋନ୍ ହେଉଛି ଏହା ପାଣିରେ ବୁଡ଼ି ରହିଲେ ମଧ୍ୟ ଖରାପ ହେବ ନାହିଁ । ଏହା IP67 ରେଟିଂ ସହିତ ଆସୁଥିବା ପ୍ରଥମ ଫିଚର୍ ଫୋନ୍ । ଏହା ବ୍ୟତୀତ, ଏଥିରେ ୧,୨୦୦mAh ବ୍ୟାଟେରୀ ରହିଛି । ଫୋନର ବ୍ୟାକରେ ଏକ ସ୍ମାର୍ଟଫୋନ୍ ପରି…