ଓଡ଼ିଶାରେ ମୌସୁମୀ ପ୍ରବେଶକୁ ନେଇ କୌଣସି ପୂର୍ବାନୁମାନ ହୋଇନାହିଁ
ବହୁ ଅପେକ୍ଷା ପରେ ଦେଶରେ ପ୍ରବେଶ କରିଛି ମୌସୁମୀ । ତିନି ଦିନ ବିଳମ୍ବରେ କେରଳମ୍ ଛୁଇଁଛି ମୌସୁମୀ । ଖୁବ୍ଶୀଘ୍ର ତାମିଲନାଡୁ, ପୁଡୁଚେରୀ, କର୍ଣ୍ଣାଟକ, ମହାରାଷ୍ଟ୍ରର କିଛି ଅଂଶରେ ମୌସୁମୀ ବାୟୁ ଛୁଇଁବ । ଉତ୍ତର ଭାରତର କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ଛୁଇଁବ ବୋଲି କହିଛନ୍ତି ଆଇଏମ୍ଡି…