ଆଜି ଠାରୁ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ  ରାଜିନାମା ଆଲେଚନା

ଆଜି ଠାରୁ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ  ରାଜିନାମାକୁ ନେଇ ଅଟକି ରହିଥିବା ଆଲୋଚନା ଆଗକୁ ବଢ଼ିବ। ‌ଏହି ତିନିଦିନିଆ ଆଲୋଚନାରେ ଭାଗ ନେବାକୁ ଭାରତର ଏକ ପ୍ରତିନିଧି ମଣ୍ଡଳୀ ୱାସିଂଟନ ଯାତ୍ରା କରିଛି। ଭାରତ ପକ୍ଷରୁ ମୂଲଚାଲର ନେତୃତ୍ବ ନେବେ ବାଣିଜ୍ୟ ଓ ଶିଳ୍ପ ବିଭାଗର…

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କଟକ CRRIରେ ଅଖିମୁଠି ଅନୁକୂଳ କରିଛନ୍ତି। ପ୍ରଥମେ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ପରେ ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୂଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ…

ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ

ପବିତ୍ର ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରିଛନ୍ତି ଚାଷୀ ଭାଇ। ଚାଷୀ ଓ ଚାଷ ପାଇଁ ଆଜିର ଦିନର ଗୁରୁତ୍ୱ ଅନେକ। ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ। ବୈଶାଖ ମାସ ତୃତୀୟା ଅବସରରେ ଚାଷୀ ପରିବାର ଲୋକେ ସକାଳୁ ଘର୍ କୁ ଚିତା ଓ ଝୋଟି ପକାଇ…

ଟାଏଁ ଟାଏଁ ଖରା ,ଭୀଷଣ ଗୁଳୁଗୁଳି, କଲବଲ ଜନଜୀବନ,୨୩ ତାରିଖ ଯାଏଁ ଗରମ ପ୍ରକୋପ ନେଇ ସତର୍କ ସୂଚନା ଜାରି

ଟାଏଁ ଟାଏଁ ଖରା। ଭୀଷଣ ଗୁଳୁଗୁଳି। କଲବଲ ଜନଜୀବନ । ଏମିତି ଛଟପଟ ହେବେ। ନିସ୍ତାର ଆଶା ଦେଖାଯାଉନି । ମଝିରେ ମଝିରେ କାଳବୈଶାଖୀ ହେବ। କିନ୍ତୁ, ସୀମିତ ଅଞ୍ଚଳରେ ବର୍ଷିବ। ବିସ୍ତୃତ ଇଲାକାକୁ ଆଶ୍ଵସ୍ତ କରିବା ସମ୍ଭାବନା କମ୍। । ରବିବାର ପାରଦ ଅସ୍ବାଭାବିକ ବଢ଼ିଗଲା। ୪୩ ଡିଗ୍ରୀ ସେଲସିୟସ୍…

ଆଜି ପବିତ୍ର ଅକ୍ଷୟ ତୃତୀୟା,ରଥନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ହେବ

ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଧି ପରମ୍ପରା ଅନୁଯାୟୀ ରଥନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ହେବ । ବନଜାଗ ବିଧିରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ମଧ୍ୟାହ୍ନଧୂପ ପରେ ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ ।…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜି ଏକ ଶୁଭ ଏବଂ ଫଳପ୍ରଦ ଦିନ ହେବ । ଆପଣ କାର୍ଯ୍ୟରେ ସଫଳତା ପାଇବେ ଏବଂ ଆର୍ଥିକ ଲାଭ ପାଇବେ । ଚାକିରି କରୁଥିବା ଲୋକଙ୍କ ପାଇଁ, ସ୍ଥାନ ପରିବର୍ତ୍ତନ ଏବଂ ଆୟ ବୃଦ୍ଧିର ସୁଯୋଗ ମିଳିବ । ବୈବାହିକ ଜୀବନ ନିକଟତର ଏବଂ ସୁସଙ୍ଗତ ହେବ । ଆପଣ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ,…

ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ

ବ୍ୟାସନଗର ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣାରେ ଟ୍ରାକ୍ଟର ଡ୍ରାଇଭର ଓ ଜମି ମାଲିକଙ୍କ ସମେତ ୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ। ୭ ଟ୍ରାକ୍ଟର ଓ ୨ଜେସିବି ମେସିନ ଜବତ। କିନ୍ତୁ ଅଭିଯୁକ୍ତକୁ ନପାଇ ନିର୍ଦ୍ଦୋଷଙ୍କୁ ଗିରଫ କରିଥିବା ଅଭିଯୋଗ ଆଣିଛନ୍ତି…

ରାଜସ୍ଥାନ ରୟାଲ୍ସକୁ ୪ ୱିକେଟରେ ପରାସ୍ତ କରି IPL 2026 ରେ ପ୍ରଥମ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ

କୋଲକାତା ନାଇଟ୍ ରାଇଡର୍ସ ଇଡେନ ଗାର୍ଡେନରେ ରାଜସ୍ଥାନ ରୟାଲ୍ସକୁ ୪ ୱିକେଟରେ ପରାସ୍ତ କରି IPL 2026 ରେ ପ୍ରଥମ ବିଜୟ ହାସଲ କରିଛି। ରିଙ୍କୁ ସିଂହ ଏବଂ ଅନୁକୂଳ ରୟଙ୍କ ମଧ୍ୟରେ ଅପରାଜିତ ୭୬ ରନର ଭାଗୀଦାରି KKRରୁ ବିଜୟୀ କରିଛି । ସେପଟେ ଜିତିବା ମ୍ୟାଚରେ ପରାଜୟ ବରଣ କରିଛି ରାଜସ୍ଥାନ ।…

ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ

ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ୍ କଲ୍ୟାଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି…

ଦେଶର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ର ହେବ ଶିଳାନ୍ୟାସ,ପ୍ରାୟ ୧୯ଶହ ୪୪ କୋଟି ଟଙ୍କା…

ଦେଶର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ଇନ୍ ଫୋଭ୍ୟାଲିରେ ହେବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ପ୍ରାୟ ୧୯ଶହ ୪୪ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବାର ଲକ୍ଷ୍ୟ ରହିଛି । ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ…