କପଡାରୁ ରଙ୍ଗ ଛଡାଇବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ
ହୋଲି ଖେଳିବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । କେହି ବିଭିନ୍ନ ପ୍ରକାର ରଙ୍ଗରେ ହୋଲି ଖେଳିଥାନ୍ତି ତ ଆଉ କେହି କେବଳ ଅବିରରେ ହୋଲି ଖେଳିଥାନ୍ତି । ହୋଲି ଖେଳିବା ସମୟରେ କପଡାରେ ରଙ୍ଗ ଲାଗିବା ସ୍ୱଭାବିକ । ଏହାକୁ ସଫା କରିବା ପାଇଁ ଆମେ ବିଭିନ୍ନ ପ୍ରକାର ଡିଟରଜେଣ୍ଟ ବ୍ୟବହାର କରିଥାଉ…