ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରାଯାଉ

ସମ୍ବଲପୁର ଜିଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଜରିଆରେ ଅନୁରୋଧ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନୂଆବୋହୂଙ୍କ ନିବେଦନ

ମୁଁ ଲିପ୍ସା ଭୋଇ । ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଛି । ମୋ ସ୍ୱାମୀ ଚାଷ କରନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ୍ ରତନପୁର ଗ୍ରାମ ୫ ନମ୍ବର ୱାର୍ଡ ପାରବସ୍ତ ସାହିରେ ଘର । ଏହି ଗାଁରେ କେବେ ସୂର୍ଯ୍ୟ ଉଦୟ ହୋଇନାହିଁ । ଗାଁକୁ ଭଲ ରାସ୍ତାଟିଏ ନାହିଁ । ପିଇବା ପାଇଁ ଭଲ ପାଣି ନାହିଁ ।…

ଓଡ଼ିଶାରେ ସରକାର ଗଢ଼ିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ: ବିଜେପି

ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଜୋରଦାର ଲଢ଼ାଇ କରିବ। ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଅବତୀର୍ଣ୍ଣ କରାଇବ। ଆମେ ଭଲ ଭାବରେ ନିର୍ବାଚନ ଲଢ଼ିବୁ। ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ବୈଠକରେ ସାମିଲ ହୋଇ…

ଫୋକସରେ ନୂଆ ଭୋଟର ଓ ଛାତ୍ରଛାତ୍ରୀ , ସୋସିଆଲ୍ ମିଡିଆ ପାଲଟିବ ପ୍ରମୁଖ ଅସ୍ତ୍ର

ନୂଆ ଭୋଟର ସହ ଛାତ୍ରଛାତ୍ରୀଙ୍କ ଉପରେ ସବୁ ରାଜନୈତିକ ଦଳର ଆଖି । ସେମାନଙ୍କୁ ନିଜ ଆଡକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଏଥିପାଇଁ ବିଜୁଛାତ୍ର ଜନତା ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାଜ୍ୟ ସରକାରଙ୍କ ନୂଆ-ଓ ଏବଂ ସ୍କଲାରସିପ ଭଳି କାର୍ଯ୍ୟକ୍ରମକୁ ଅସ୍ତ୍ର କରି…

ପାଣି ସମସ୍ୟାର ସମାଧାନ କରିବାକୁ ବିଭାଗକୁ ଜେଲରେ ଥାଇ ନିର୍ଦ୍ଦେଶ ଦେଇଛନ୍ତି କେଜ୍ରିୱାଲ

ଦିଲ୍ଲୀର ପାଣି ସମସ୍ୟାର ସମାଧାନ କରିବାକୁ ଜଳ ବିଭାଗକୁ ଜେଲରେ ଥାଇ ନିର୍ଦ୍ଦେଶ ଦେଇଛନ୍ତି କେଜ୍ରିୱାଲ । ଇଡି ହେପାଜତରେ ଥାଇ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ନିର୍ଦ୍ଦେଶ । ସେ ତାଙ୍କ ନିର୍ଦ୍ଦେଶନାମାରେ ଲେଖିଛନ୍ତି, ଖରା ଆସିଲାଣି । ଏପରି ସ୍ଥିତିରେ ପାଣି ସମସ୍ୟାକୁ ନେଇ ଦିଲ୍ଲୀବାସୀ…

ଧର୍ମେନ୍ଦ୍ର ପ୍ରଣବ ମହାଲଢେଇ

ବିଜେଡି-ବିଜେପି ମଧ୍ୟ ମେଣ୍ଟ ହେବାକୁ ନେଇ ଚର୍ଚ୍ଚାରେ ଏବେ ବିରାମ ଲାଗିଛି । ନିର୍ବାଚନରେ ଉଭୟ ଦଳ ଏକାକୀ ଲଢିବେ ବୋଲି ସ୍ଥିର ହୋଇଛି । ଏହାପରେ ଖୁବଶୀଘ୍ର ଓଡ଼ିଶା ଆସନ ପାଇଁ ଉଭୟ ଦଳ ନିଜର ପ୍ରାର୍ଥି ଘୋଷଣା କରିପାରନ୍ତି । ତେବେ ବର୍ତ୍ତମାନ ସବୁଠୁ ଚର୍ଚ୍ଚାରେ ରହିଛି ଓଡ଼ିଶାର ସମ୍ବଲପୁର…

ଏକାଠି ହେଲେ ମଲାଇକା ଅରବାଜ

ମଲାଇକା ଆରୋରା ଏବଂ ଅରବାଜ ଖାନଙ୍କ ଛାଡପତ୍ର ହେବାର ଅନେକ ବର୍ଷ ବିତିଗଲାଣି। ଅରବାଜ ତାଙ୍କ ଜୀବନରେ ବହୁତ ଆଗକୁ ଆସିଛନ୍ତି। ସେ ବର୍ତ୍ତମାନ ଶୁରାଙ୍କୁ ବିବାହ କରିଛନ୍ତି। ପୁଅ ଅରହାନ କାରଣରୁ, ମଲାଇକା ଏବଂ ଅରବାଜ ପ୍ରାୟତଃ ଏକାଠି ଦେଖାଯାଇଥାନ୍ତି। କିନ୍ତୁ ଶୁରାଙ୍କ ସହ ବିବାହ ପରେ ଦୁହେଁ…

ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା SI

ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା ଏସଆଇ । ସହିଦ ନଗର ଥାନା ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଥିଲା ଭିଜିଲାନ୍ସ । ଜବତ ଗାଡ଼ିକୁ ଛାଡ଼ିବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ପ୍ରିୟବ୍ରତ ପ୍ରଧାନ ।ସୂତ୍ରରୁ ପ୍ରକାଶ ସହିଦ ନଗର ଥାନା ପରିସରରେ ଜବତ…

ଅଜୟ ରାୟ କିଏ ?

୧୯୬୯ ଅକ୍ଟୋବର ୭ରେ ବାରାଣାସୀରେ ଜନ୍ମଗ୍ରହଣ କରିଥିଲେ କଂଗ୍ରେସ ନେତା ଅଜୟ ରାୟ । ବିଜେପି ଛାତ୍ର ଶାଖା ABVP ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ କୋଲକାତା ଅସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୯ ଥର CPI  ବିଧାୟକ…

ଆମାଜନରେ ମହଙ୍ଗା ହେବ ଶପିଂ

ଆମାଜନ ଇଣ୍ଡିଆ ନିଜ ବିକ୍ରେତାଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ ଏହା ଶିପିଙ୍ଗ୍‌, ରେଫରାଲ ଏବଂ ବୈଷୟିକ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ଏହା ବର୍ଦ୍ଧିତ ଶୁଳ୍କ ଉତ୍ପଦର ମୂଲ୍ୟ ଅନୁଯାୟୀ ନିର୍ଦ୍ଧାରିତ କରାଯିବ । କହିରଖୁଛୁ ଏହି ବର୍ଦ୍ଧିତ ଫି ହିଁ…