ଚୈତ୍ର ନବରାତ୍ରି ମାଆ କାତ୍ୟାୟନୀଙ୍କ ପୂଜା

ନବରାତ୍ରିର ଷଷ୍ଠ ଦିନରେ ମାଆ କାତ୍ୟାୟନୀଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ମାଆ ଦେବତାମାନଙ୍କ ଜ୍ୟୋତିରୁ ଜନ୍ମ ହୋଇଥିଲେ। ମାଆ କାତ୍ୟାୟନୀଙ୍କ ରୂପ ଐଶ୍ୱରୀୟ ଏବଂ ତାଙ୍କର ଆଶୀର୍ବାଦ ସବୁବେଳେ ତାଙ୍କ ଭକ୍ତମାନଙ୍କ ଉପରେ ରହିଥାଏ। ତେବେ ଭକ୍ତମାନେ ନବରାତ୍ରିର ଷଷ୍ଠ ଦିନରେ କ’ଣ କରିବା…

ଡକ୍ଟରେଟ ଡିଗ୍ରୀ ପାଇଲେ ଅଭିନେତା ରାମଚରଣ

ତେଲଗୁ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଚେନ୍ନାଇ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଲିଟରେଚରରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ୩୯ବର୍ଷ ବୟସରେ ସେ ଏହି ଡିଗ୍ରୀ ହାସଲ କରିଛନ୍ତି। ଏନେଇ ରାମ ଚରଣଙ୍କ ସ୍ତ୍ରୀ ଉପାସନା କୋନିଡେଲା ସୋସିଆଲ…

ଏଚଡି ଫଟୋ-ଭିଡିଓ ପଠାଇବା ହେବ ସୁବିଧା

ଫଟୋ ଏବଂ ଭିଡିଓ ଗୁଡ଼ିକର ଗୁଣବତ୍ତା ଖରାପ ହେବାକୁ କେହି ଚାହୁଁ ନାହାନ୍ତି। ଏଥିପାଇଁ ଗୋଟିଏ ପରେ ଗୋଟିଏ ସୋସିଆଲ ମିଡିଆ ପ୍ଲାଟଫର୍ମ ଏଚଡି ଗୁଣବତ୍ତା ଫଟୋ ଏବଂ ଭିଡିଓ ପଠାଇବାକୁ ବିକଳ୍ପ ଦେଉଛନ୍ତି।ହ୍ବାଟସ୍ ଆପ୍ ଏଚଡି ଫଟୋ ଏବଂ ଭିଡିଓ ପଠାଇବାକୁ ବିକଳ୍ପ ଦେଇଛି । ଏହା ପରେ ହ୍ବାଟସ୍ ଆପ୍…

NIT ରେ ଚାକିରି ଖୋଜୁଛନ୍ତି କି?

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପାଠ ପଢିବା ସ୍ୱପ୍ନ ପୂରଣ ହୋଇନାହିଁ, ତେବେ ଏଠାରେ କାମ କରିବାର ସ୍ୱପ୍ନ ପୂରଣ କରିପାରିବେ । ଏଥିପାଇଁ ଏନଆଇଟି ଦୁର୍ଗାପୁର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏସନ ପ୍ରଫେସର ଏବଂ ପ୍ରଫେସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ…

ପୁଣି ଫେରିଲା ତାତି

ରାଜ୍ୟରେ ଆଜିଠୁ ତାତି ବଢି ବୋଲି ରେକର୍ଡ କରାଯାଇଛି । ତେବେ ଏହାରି ମଧ୍ୟରେ ଆଜି ସବୁଠାରୁ ଉତ୍ତପ୍ତ ସହର ହେଉଛି ପାରଳାଖେମୁଣ୍ଡି । ପାରଳାଖେମୁଣ୍ଡିର ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ କରାଯାଇଛି ।ସୂଚନାନୁଯାୟୀ, ବାରିପଦାରେ ୩୯ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୮.୬ ଡଗ୍ରୀ ରହିଛି ।…

ଭାଜପାର ସଂକଳ୍ପ ପତ୍ର

ନିର୍ବାଚନ ପାଇଁ ଆଜି ସଂକଳ୍ପ ପତ୍ର ଜାରି କଲା ଭାଜପା। ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୋଦିଙ୍କ ସହ ଭାଜପା ସଭାପତି ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଅଛନ୍ତି।ସଂକଳ୍ପ ପତ୍ର ଉନ୍ମୋଚନ…

ବିଫଳ ହେଲା ଇରାନର ଆକ୍ରମଣ

ଇସ୍ରାଏଲ୍ ଅଞ୍ଚଳରେ ଇରାନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଘନ ଘନ ଆକ୍ରମଣ କରିବା ପରେ ସମଗ୍ର ଇସ୍ରାଏଲ୍ ଉପରେ ଏୟାର ରେଡ୍ ସାଇରନ୍ ଉଠିଥିଲା। ଗତ ବର୍ଷ ହମାସ୍ ଅପରେସନ୍ ‘ଅଲ୍-ଆକସା ଫ୍ଲଡ’ ଆରମ୍ଭ କରି ଏରିଲ୍ ଏବଂ ଗ୍ରାଉଣ୍ଡ ଆଟାକ୍ କରିବା ସମୟରେ ସମାନ ବିମାନ ଆକ୍ରମଣ…

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି।  ସାରା ରାଜ୍ୟରେ  ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ…

ପଞ୍ଜାବକୁ ୧୪୭ ରନରେ ରୋକିଲା ରାଜସ୍ଥାନ ରୟାଲ୍ସ

ପଞ୍ଜାବ କିଙ୍ଗ୍ସକୁ ରୋମାଞ୍ଚକ ଭାବେ ଗୋଟିଏ ବଲ୍ ପୂର୍ବରୁ ୩ ୱିକେଟ୍‌ରେ ହରାଇଦେଇଛି ରାଜସ୍ଥାନ ରୟାଲ୍ସ। ତା’ ସହିତ ଚଳିତ ଆଇପିଏଲ୍‌ରେ ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ବିଜୟ ପାଇ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଛି। ପଞ୍ଜାବ ଘରୋଇ ମାଟିରେ ୩ଟିରୁ…

ଇରାନ ଜବତ କରିଥିବା ଇସ୍ରାଏଲ ଜାହାଜରେ ୧୭ ଭାରତୀୟ

ପୁଣି ଏକ ଯୁଦ୍ଧ ଆଶଙ୍କା ଦେଖାଦେଇଛି । ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦରେ ଫସିଛନ୍ତି ୧୭ ଭାରତୀୟ।  ୟୁଏଇ ଉପକୂଳରୁ ଇରାନ ନୌସେନା ଇସ୍ରାଏଲ ସହ ଜଡ଼ିତ ଗୋଟିଏ ପଣ୍ୟବାହୀ ଜାହାଜକୁ ଜବତ କରିଛନ୍ତି। ଏହାକୁ ସେମାନେ ନିଜ ଅଧୀନରେ ଥିବା ଜଳ ସୀମାକୁ ନେଇ ଯାଇଛନ୍ତି। ଏହି ଜାହାଜରେ…