ମୁମ୍ବାଇକୁ ହରାଇଲା ଚେନ୍ନାଇ
ମୁମ୍ବାଇକୁ ହରାଇଲା ଚେନ୍ନାଇ । ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ୧୦୫ ରନ୍ ଫରକ ପଡ଼ିଲା ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପଡ଼ିଆରେ ଚେନ୍ନାଇ ସୁପର୍ କିଙ୍ଗ୍ସଠାରୁ ହାରିଯାଇଛି। ଚେନ୍ନାଇ ସୁପର୍ କିଙ୍ଗ୍ସର ୨୦୬ ରନ୍ ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୮୬ ରନ୍ରେ ସୀମିତ ରହିଯାଇଥିଲା। ରୋହିତ…