ତୃତୀୟ ଦିନରେ ପୁଣି କଳାହାଣ୍ଡିରେ ମୃଦୁ ଭୂମିକମ୍ପ ଅନୁଭୂତ
କଳାହାଣ୍ଡିରେ ପୁଣି ମୃଦୁ ଭୂମିକମ୍ପ ଅନୁଭୂତ। ଶୁକ୍ରବାର ତୃତୀୟ ଦିନରେ ପୁଣି କଳାହାଣ୍ଡିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଏମିତିରେ ଲଗାତାର ଏଭଳି ଭୂକମ୍ପ ଆସିବାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ଲୋକେ। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ୨୧ରେ ଏହି ଭୂମିକମ୍ପ…