ଏକମ୍ର କାନନ ନିକଟରେ ଥିବା ପ୍ରାୟ ୮୦ଟି ଘର ଉପରେ ବୁଲିଲା ବୁଲଡୋଜର ଓ JCB,

ସାଲିଆସାହିରେ ପୁଣି ଉଚ୍ଛେଦ । ବୁଲିଲା ବୁଲଡୋଜର ଓ JCB । ଭଙ୍ଗା ଚାଲିଛି ଗୋଟେ ପରେ ଗୋଟେ ଘର । ଭୁବନେଶ୍ବର ଏକାମ୍ରକାନନରୁ ଶିଖରଚଣ୍ଡି ଯାଏଁ ବଡ଼ଧରଣର ଉଚ୍ଛେଦ । ୨୦୦ ଫୁଟିଆ ପ୍ରଶସ୍ତ ରାସ୍ତା ନିର୍ମାଣ ପାଇଁ ଆଜି ଏକ ବଡ଼ ଧରଣର ଏନଫୋର୍ସମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ପୋଲିସ…

ପରିବାରର ସଦସ୍ୟଙ୍କ ସହିତ ପାରିବାରିକ ବିବାଦ ଏବଂ ଯୁକ୍ତିତର୍କ ମଧ୍ୟରେ କଟିବ ଆଜିର ଦିନ

ମେଷ: ପରିବାରର ସଦସ୍ୟଙ୍କ ସହିତ ପାରିବାରିକ ବିବାଦ ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି । ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଋତୁକାଳୀନ ଅସୁସ୍ଥତା ସମ୍ଭବ, ତେଣୁ ଆପଣଙ୍କ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ବୃଷ: ସହଭାଗୀତା ବ୍ୟବସାୟରେ ଗୁରୁତ୍ୱପୂର୍ଣ୍ଣ ଲାଭର…

ଆରଡିସି ତଦନ୍ତରେ ଜଳଜଳ ହୋଇ ଦିଶିଲା ବ୍ୟାଙ୍କ ଆଉ ପ୍ରଶାସନର ଅବହେଳା,ବିଜୁଳି ବେଗରେ ତାଙ୍କ ପାଇଁ ସବୁ ମୌଳିକ ସୁବିଧା…

ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେଲା ଓଡ଼ିଶା । ଆରଡିସି ତଦନ୍ତରେ ଜଳଜଳ ହୋଇ ଦିଶିଲା ବ୍ୟାଙ୍କ ଆଉ ପ୍ରଶାସନର ଅବହେଳା । ଏହା ପରେ ପ୍ରଶାସନର ନିଦ ଭାଙ୍ଗିଲା । କଙ୍କାଳ ଝଡ଼ ପରେ କେନ୍ଦୁଝରର ଜିତୁ ମୁଣ୍ଡାଙ୍କ ମୁଣ୍ଡରେ ଅଜାଡ଼ି ହେଉଛି ସରକାରୀ ଯୋଜନା । ବିଜୁଳି ବେଗରେ ତାଙ୍କ ପାଇଁ ସବୁ ମୌଳିକ…

ଆଇପିଏଲ୍‌ ୨୦୨୬ର ୪୩ତମ ମ୍ୟାଚ୍‌ : ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌) ୨୦୨୬ର ୪୩ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଅକ୍ଷର ପଟେଲଙ୍କ ନେତୃତ୍ବରେ…

ପାକିସ୍ତାନ ମାଧ୍ୟମରେ ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ପ୍ରସ୍ତାବ ଦେଲା ଇରାନ,ନିଷ୍ପତ୍ତି ନେବେ ଟ୍ରମ୍ପ

ପାକିସ୍ତାନ ମାଧ୍ୟମରେ ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ପ୍ରସ୍ତାବ ଦେଲା ଇରାନ । ରୁଷ, ଓମାନ ଏବଂ ପାକିସ୍ତାନ ସହ ଆଲୋଚନା ପରେ ଇରାନ ଏହି ପ୍ରସ୍ତାବ ଆମେରିକାକୁ ପଠାଇଛି । ଏହା ଉପରେ ଆଗାମୀ ପର୍ଯ୍ୟାୟ ଆଲୋଚନା ହେବ କି ନାହିଁ, ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଷ୍ପତ୍ତି ନେବେ ।…

କରିସ୍ମା କପୁରଙ୍କ ଦୁଇ ସନ୍ତାନଙ୍କୁ ମିଳିଛି ପ୍ରାରମ୍ଭିକ ବିଜୟ,ସଞ୍ଜୟଙ୍କ କୌଣସି ବି ସମ୍ପତ୍ତି ବିକ୍ରି କିମ୍ବା…

ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ପୂର୍ବତନ ସ୍ୱାମୀ ତଥା ଶିଳ୍ପପତି ସଞ୍ଜୟ କପୁରଙ୍କ ସମ୍ପତ୍ତି ହସ୍ତାନ୍ତର ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ । ସଞ୍ଜୟ କପୁରଙ୍କ ୩୦ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନେଇ ଚାଲିଛି ମହାଲଢ଼େଇ । କରିସ୍ମା କପୁରଙ୍କ ଦୁଇ…

ବଢିଲା କ୍ଷୀର ଦାମ୍,ଲିଟର ପିଛା ୧ଟଙ୍କା ବୃଦ୍ଧି

ଗ୍ରାହକଙ୍କୁ ଝଟକା । ବଢିଲା କ୍ଷୀର ଦାମ୍ । ଓମଫେଡ୍ ପକ୍ଷରୁ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ କ୍ଷୀର କ୍ରୟ ମୂଲ୍ୟରେ ଲିଟର ପିଛା ୧ଟଙ୍କା ବୃଦ୍ଧି କରାଯାଇଛି । ଏହି ନୂତନ ଦର ଆଜିଠୁ ଲାଗୁ ହେବ । ଯାହାଦ୍ବାରା ଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ ଟଙ୍କା ୫ ପଇସା ପାଉଥିଲେ ଏଣିକି…

ଆସନ୍ତାକାଲି ପଶ୍ଚିମବଙ୍ଗର ୧୫ ବୁଥରେ ହେବ ସାନି ମତଦାନ

ପଶ୍ଚିମବଙ୍ଗର ୧୫ ବୁଥରେ ହେବ ସାନି ମତଦାନ। ନିର୍ବାଚନ ଆୟୋଗ ଶୁକ୍ରବାର ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ସିଟ୍ର ୧୫ ବୁଥରେ ପୁନଃ ଭୋଟିଂ ପାଇଁ ଆଦେଶ ଦେଇଛନ୍ତି। ଏହି ସାନି ମତଦାନ ଶନିବାର ସକାଳ ୭ଟାରୁ ଆରମ୍ଭ ହେବ। ସାନି ମତଦାନ ହେବାକୁ ଥିବା ବୁଥ ଗୁଡ଼ିକରେ ମତଦାନରେ ଘୋଟାଲା ହୋଇଥିବା…

୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୩୦୭୧ଟଙ୍କା ୫୦ ପଇସାକୁ ବୃଦ୍ଧି

ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ମେ’ ୪ ତାରିଖରେ ଘୋଷଣା କରାଯିବ। ଏହା ପୂର୍ବରୁ ସାଧାରଣ ଲୋକ ବିଶେଷକରି ବ୍ୟବସାୟ, ମୁଦ୍ରାସ୍ଫୀତି ଦ୍ୱାରା ଆଉ ଏକ ଆଘାତ ପାଇଛନ୍ତି। ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି, ଯାହା…

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ,ଉପାନ୍ତ ରାୟଗଡ଼ା ଜିଲ୍ଲା ପାଇଁ ୨୭୪ଟି ପକ୍କା ସଡକ…

ରାୟଗଡାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ  ।  ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ଯୋଜନା ଆରମ୍ଭ ହୋଇଛି ।  ଏହି ଯୋଜନାରେ ଓଡିଶାରେ ୮୨୭ଟି ପ୍ରଧାନମନ୍ତ୍ରୀ…