ଓପିଏସସି ପକ୍ଷରୁ ବିଜ୍ଞପ୍ତି

ପ୍ରଥମେ ମାର୍ଚ୍ଚ ୧୨ରୁ ଏପ୍ରିଲ ୧୬ ମଧ୍ୟରେ ଆବେଦନ ପାଇଁ ସ୍ଥିର ହୋଇଥିଲା । ଏହାପରେ ଅନଲାଇନ୍ ଆବେଦନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ପୁଣି ମେ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିଛି ବୈଷୟିକ ତ୍ରୁଟି କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି । ଅନ୍ୟ…

ସ୍ବାମୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ପୋଷ୍ଟ 

ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪ ବର୍ଷ ବିତିଯାଇଛି। ଏହି ଅବସରରେ ଋଷିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଭେଟେରାନ୍‌ ଅଭିନେତ୍ରୀ ନୀତୁ କପୁର ତାଙ୍କ ସ୍ବାମୀଙ୍କୁ…

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି। କଂଗ୍ରେସ ଛାଡ଼ି ପ୍ରଦୀପ ମାଝି ବିଜେଡିରେ ମିଶିବା ପରେ ଝରିଗାଁ ନିର୍ବାଚନମଣ୍ଡଳୀରେ ଦଳରେ ପୂର୍ବରୁ ରହିଥିବା ଅସନ୍ତୋଷ ଫାଟ ସୃଷ୍ଟି…

ସପୁରୀର ଉପକାରିତା

ଦୈନନ୍ଦିନ ଜୀବନରେ ସୁସ୍ଥକର ଖାଦ୍ୟର ଗୁରୁତ୍ୱ ବେଶ ଅଧିକ ରହିଛି । ଏଥି ମଧ୍ୟରୁ ସପୁରୀର ଖାଇବା ଦ୍ୱାରା ଆମକୁ ଅନେକ ଲାଭ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆମ ଶରୀରର ୭ଟି ଆଶ୍ଚର୍ଯ୍ୟ ଜନକ ଫାଇଦା ହୋଇଥାଏ । ସପୁରୀରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଭରପୁର ରହିଛି । ଏହାକୁ ଖାଇବା ଦ୍ୱାରା…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ ନଗଦ ୩୦ ହଜାର ଟଙ୍କା ଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ୍‌ ଏବଂ ଫିକ୍ସ ଆକାରରେ ଟଙ୍କା ରହିଛି। ଏହାଛଡ଼ା…

କମିଲା ଏଲପିଜି ସିଲିଣ୍ଡରର ଦାମ୍‌

ଏଲପିଜି ସିଲିଣ୍ଡରର ଦାମ୍‌ ୧୯ ଟଙ୍କା ହ୍ରାସ ପାଇଛି। ଏହାଫଳରେ ଏବେ ସେଠାରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍‌ ୧୭୪୫ ଟଙ୍କାକୁ କମିଛି। ଏହା ବ୍ୟବସାୟୀମାନଙ୍କୁ କିଛିଟା ଆଶ୍ବସ୍ତି ଦେଇଛି।ଅଏଲ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲର ୱେବସାଇଟ୍ ମୁତାବକ, ମେ ପହିଲାରୁ ରାଜଧାନୀ ଦିଲ୍ଲୀରେ ୯…

ଆଜିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରସିଦ୍ଧି ମିଳିବ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ବୃଷ: ଆପଣଙ୍କର ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ବ୍ୟବସାୟରେ କୌଣସି…

ହ୍ୱାଟ୍ସଆପରେ ମେଟା ଏଆଇର ବ୍ୟବହାର କରିବାର ପୁରା ପ୍ରୋସେସ ଜାଣନ୍ତୁ!

ହ୍ୱାଟ୍ସଆପର ପ୍ୟାରେଣ୍ଟ କମ୍ପାନୀ ମେଟା ଏଆଇର ଅନେକ ଅପସନ ପ୍ରସ୍ତୁତ କରିଛିି । ଏହି ଟେକ୍ନୋଲୋଜୀ ଉପଲବ୍ଧ ମଧ୍ୟ କରୁଛି । ଏହାରି ସାହାଯ୍ୟରେ ଆପଣ ଏଅଇ ବ୍ୟବହାର କରିପାରିବେ ଯେତେବେଳେ କି ହ୍ୱାଟ୍ସଆପ, ଏଆଇର ଇନଷ୍ଟାଗ୍ରାମ ଏବଂ ଏହାକୁ ଆପରେ ବ୍ୟବହାର କରିବା ଲାଗି ସୁବିଧା ଦେଇଥାଏ ।…

୩ ମାସ ବନ୍ଦ ରହିବ ଭିତରକନିକା

ମେ’ ପହିଲାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ବନ୍ଦ । କୁମ୍ଭୀର ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଜାତୀୟ ଉଦ୍ୟାନ । କୁମ୍ଭୀରମାନଙ୍କ ମିଳନ ପର୍ବ ଏବଂ ଅଣ୍ଡା ଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ…

 ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା

ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ ଅଧିନାୟକତ୍ୱ ଅଧୀନରେ ପଡ଼ିଆକୁ ଓହ୍ଲାଇବ।ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହିପରି ଅନେକ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି, ଯେଉଁମାନେ ଆଜିକାଲି ଭାରତରେ ଖେଳାଯାଉଥିବା ଆଇପିଏଲ…