କାଳବୈଶାଖୀ ବର୍ଷା ପ୍ରଭାବରେ ତାତିରେ ହ୍ରାସ

ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ତା’ ମଧ୍ୟରୁ ଦୁଇ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ତେବେ ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା…

ଆଜି ଆମେଥି ଓ ରାୟବରେଲି ଆସନରେ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଆଜି ଘୋଷଣା ହୋଇପାରେ କଂଗ୍ରେସର ଗଡ ଉତ୍ତର ପ୍ରଦେଶର ଆମେଥି ଓ ରାୟବରେଲି ଆସନରେ ପ୍ରାର୍ଥୀଙ୍କ ନାମ । ଏନେଇ ଚାଲିଥିବା ସ୍ସପେନ୍ସ ଉପରୁ ପରଦା ହଟାଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ଆଜି ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି କହିଛନ୍ତି ଜୟରାମ । ଆମେଥି ଓ ରାୟବରେଲି…

ଆଜିର ରାଶିଫଳ

ମେଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ବ୍ୟବସାୟ ସମ୍ବନ୍ଧୀୟ କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ଅବସର ମିଳିବ। ଘରକୁ କୁଣିଆ ଆସିବେ। ବୃଷ: ବ୍ୟବସାୟରେ କୌଣସି ବଡ଼ ସଫଳତା ହାତରେ ଲାଗିବ। ଆପଣଙ୍କର ପୂରା ଧ୍ୟାନ କାର୍ଯ୍ୟ କ୍ଷେତ୍ରରେ…

କୁଆପଥର ମାଡ଼ ଯୋଗୁ ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର ୧୦ ମିନିଟ୍‌ ପରେ ବିମାନଟି ଜରୁରୀ ଅବତରଣ କରିଥିଲା। ଏଥିରେ ପ୍ରାୟ ୧୭୧ ଜଣ ଯାତ୍ରୀ ଥିଲେ। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି…

ବିଜେପିକୁ ଟାର୍ଗେଟ କଲେ ଭୁବନେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ

ପ୍ରେସମିଟ କରି ବିଜେପିକୁ ଟାର୍ଗେଟ କଲେ ଭୁବନେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । କହିଲେ, ବୟୋଜ୍ୟେଷ୍ଠ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରୁଛନ୍ତି। କିନ୍ତୁ ତାଙ୍କୁ ସାଂସଦ କହୁଛନ୍ତି ବୟସ ଅଧିକ ହେଇଗଲାଣି ଘରେ ବସନ୍ତୁ। ଏ ହେଉଛି ତାଙ୍କ ସଂସ୍କାର। ଜିଡିପି ଆଜି…

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି -ଅପରାଜିତା ଷଡଙ୍ଗୀ

ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ ନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ଉପରେ ବର୍ଷିଛନ୍ତି। ବଡ଼ ବାବୁ ଏବଂ ସାନ ବାବୁ ପ୍ରସଙ୍ଗ…

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ସଫଳତାର ସହିତ ପରୀକ୍ଷା ହେଲା Supersonic Missile Assisted Release of Tropedo (SMART) । ଅବଦୁଲ କଲାମ ଦ୍ବୀପରୁ ଆଜି ସକାଳେ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣର ସଫଳତା ନେଇ ସୂଚନା ଦେଇଛି ଡିଆରଡିଓ। SMART ମିସାଇଲରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଟର୍ପେଡ଼ୋକୁ ସଫଳତାର ସହିତ…

ବର୍ଷା ଓ ବିଜୁଳି ଘଡଘଡି ନେଇ ୬ ଜିଲ୍ଲାକୁ ସତର୍କତା: ସେପଟେ କଟକରେ କାଳ ବୈଶାଖୀ ବର୍ଷା

ବର୍ଷା ଓ ବିଜୁଳି ଘଡଘଡି ନେଇ ସତର୍କତା ଜାରି ହୋଇଛି । ରାଜ୍ୟର ୬ ଜିଲ୍ଲାକୁ ସତର୍କତା ସୂଚନା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ, କଟକ, କନ୍ଧମାଳ, ଢେଙ୍କାନାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।ସେହିପରି କଟକରେ ହଠାତ…

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ) କୁ ବୋମା ଧମକ ଦିଆଯାଇଛି। ପୂର୍ବ ଦିଲ୍ଲୀର ମୟୂର ବିହାରର ମଦର ମେରି ସ୍କୁଲରେ ମଧ୍ୟ ବୋମା ଧମକ ଆସିଛି।…