ଆମେରିକାରେ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ହାମିଲଟନ ହଲ୍‌ରେ ବିକ୍ଷୋଭକାରୀ ଛାତ୍ରୀଛାତ୍ରମାନେ ଜବରଦସ୍ତ ପଶି ପାଲେଷ୍ଟାଇନ୍‌ ସମର୍ଥିତ ବ୍ୟାନର…

ରୁଷ୍‌ରୁ ବଢ଼ୁଛି ତେଲ ଦର

ୟୁକ୍ରେନ ଉପରେ ରୁଷ୍‌ ସାମରିକ ଆକ୍ରମଣ ୨୦୨୨ ଫେବ୍ରୁଆରିରୁ ଆରମ୍ଭ କରିବା ପରଠାରୁ ଭାରତ ଏହି ଦେଶରୁ ଅଧିକ ତେଲ ଆମଦାନି କରୁଛି। ଏପ୍ରିଲ ମାସରେ ଭାରତ ସବୁଠୁ ଅଧିକ ତେଲ ରୁଷ୍‌ରୁ କିଣିଥିବାବେଳେ ଏହା ପଛକୁ ଇରାକ ଓ ସାଉଦି ଆରବ ରହିଛନ୍ତି। ଭାରତ ବିଶ୍ବର ତୃତୀୟ ବୃହତ୍ ତେଲ ବ୍ୟବହାରକାରୀ ଏବଂ…

୨୪ଟି ବିମାନବନ୍ଦରରେ ହାଇଆଲର୍ଟ

ଟେରରାଇଜର୍ସ ୧୧୧’ର ପ୍ରତିନିଧିତ୍ୱ କରୁଥିବା ଏବଂ ରକ୍ତାକ୍ତ ଆକ୍ରମଣର ଧମକ ଦେଉଥିବା ଏକ ଗୋଷ୍ଠୀର ବିସ୍ଫୋରକ ଇ-ମେଲ୍ ସୁରକ୍ଷା ଅଧିକାରୀଙ୍କ ନିଦ ହଜାଇ ଦେଇଛି। ଏଥିପାଇଁ ଦେଶର ୨୪ଟି ବିମାନବନ୍ଦର ଓ ଟର୍ମିନାଲକୁ ହାଇ ଆଲର୍ଟରେ ରଖାଯିବା ସହ ସ୍କ୍ରିନିଂ ଏବଂ ସୁରକ୍ଷା ବଳୟକୁ କଡ଼ାକଡ଼ି…

ଆକାଶରୁ ନିଆଁ ବର୍ଷା

ସକାଳୁ ସକାଳୁ ଆକାଶରୁ ନିଆଁ ବର୍ଷା ହୋଇଥିଲା। ସାଢ଼େ ୮ଟା ବେଳକୁ ବାରିପଦା ସହରର ପାରଦ ୩୮ ଡିଗ୍ରି ଡେଇଁଯାଇଥିଲା। କେବଳ ବାରିପଦା ନୁହେଁ, ବାଲେଶ୍ବର, ଭୁବନେଶ୍ବର, ତାଳଚେର, କେନ୍ଦୁଝର, କଟକ ସହରରେ ମଧ୍ୟ ସମାନ ଅବସ୍ଥା ଉପୁଜିଥିଲା। ଦିନର ତାପମାତ୍ରା ହୁ ହୁ ହୋଇ ବଢ଼ିବା ସହ ଦେହହାତ ଜାଳି…

ଭୁବନେଶ୍ୱରରେ ତାତି ଟପିଲା ୪୫ ଡିଗ୍ରୀ ,ଆଜି ଓ ଆସନ୍ତାକାଲି ପାଇଁ ରେଡ ଆଲର୍ଟ

ଡହ ଡହ ତାତିରେ ଫୁଟୁଛି ସାରା ରାଜ୍ୟ । ଦିନ ସାଢେ ୨ଟା ସୁଦ୍ଧା ବାଲେଶ୍ୱରରେ ୪୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୫.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ରେଡ…

ବିଜେପି ଛାଡିବା ପରେ ଅପରାଜିତାଙ୍କ ଉପରେ ବର୍ଷିଲେ କାଳୁ ଖଣ୍ଡାୟତରାୟ

ବିଜେପି ଛାଡିଲେ କାଳୁ ଖଣ୍ଡାୟତରାୟ । ସ୍ୱାଧୀନ ଭାବରେ ଲଢିବାକୁ କଲେ ଘୋଷଣା । ଖୋର୍ଦ୍ଧାରୁ ଟିକେଟ ନପାଇ ଅସନ୍ତୁଷ୍ଟ ଥିଲେ କାଳୁ ଖଣ୍ଡାୟତରାୟ । ଏପରିକି ଭୁବନେଶ୍ୱର ସାଂସଦ ୨ କୋଟି ଟଙ୍କା ନେଇ ପ୍ରଶାନ୍ତଙ୍କୁ ଟିକେଟ ଦେଇଥିବା ଅଭିଯୋଗ ଆଣିଥିଲେ କାଳୁ । ଟିକେଟ ନ ମିଳିବାରୁ ମଳିପଡାରେ…

୩ ଦିନ ମଧ୍ୟରେ ରିପୋର୍ଟ ଦିଅ, ପ୍ରଜ୍ୱଳଙ୍କ ଉପରେ ଖପ୍ପା ମହିଳା କମିଶନ

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ତଥା ଜେଡିଏସ ସଭାପତି ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ଉପରେ ମହିଳାଙ୍କ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ସହ ଜବରଦସ୍ତି କରିବା ଅଭିଯୋଗକୁ ନେଇ ବିବାଦ ଜାରି ରହିଛି। ଏହି ସମୟରେ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ)…

ଭାଜପାକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ କାଳୁଙ୍କ ସମେତ ୧୦୦ରୁ ଅଧିକ କର୍ମୀ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଆସନ୍ତା ୨ରେ ଭାଜପା ଭୁବନେଶ୍ବର ଲୋକ ସଭା ଓ ଖୋର୍ଦ୍ଧା ବିଧାନସଭା ପ୍ରାର୍ଥୀ ନାମାଙ୍କନ ଦାଖଲ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ନେଇ…

ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ବୈଠକ

ଆଜି ବସିବ ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ବୈଠକ। ଆଜି ଲୋକ ସେବା ଭବନରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ସମେତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଓ ରାଜ୍ୟର ବିଭିନ୍ନ ବିଭାଗର…

ସୁରଙ୍କ ମୁହଁରେ ନବୀନଙ୍କ ପ୍ରଶଂସା

ସୁରେଶ ରାଉତରାୟଙ୍କ ମୁହଁରେ ନବୀନଙ୍କ ପ୍ରଶଂସା । ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି । କହିଛନ୍ତି, ଦୁଇ ଜଣ ରାଜ୍ୟର ବିକାଶ କାମକୁ ଆଗକୁ ନେଇଛନ୍ତି ।ବିକାଶ କାମ ଆହୁରି ଆଗକୁ ବଢାଇବାକୁ ହେଲେ ଯୋଡି…