ଆଜି ଘଷିପୁରା ନାମାଙ୍କନ ଭରିବେ ସୌମ୍ୟରଞ୍ଜନ ପଟ୍ଟନାୟକ

ଆଜି ଘଷିପୁରା ଆସନ ପାଇଁ ନାମାଙ୍କନ ଭରିବେ ସୌମ୍ୟରଞ୍ଜନ ପଟ୍ଟନାୟକ । ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜ ପ୍ରାର୍ଥିପତ୍ର ଦାଖଲ କରିବେ । ଆନନ୍ଦପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । କିଛିଦିନ ତଳେ ଜନସଭା କରି ସ୍ୱାଧୀନ ଭାବେ ଲଢିବାକୁ ଘୋଷଣା କରିଥିଲେ ଖଣ୍ଡପଡା…

ହ୍ୱାଟସଆପରେ ଫଟୋ-ଭିଡିଓ ପାଇଁ ଆସିଲା ଖାସ୍ ଫିଚର

ହ୍ୱାଟସଆପ୍ ବ୍ୟବହାର କରୁଥିବା ସମସ୍ତ ୟୁଜର୍ସଙ୍କ ପାଇଁ ଆସିଛି ଏକ ଖୁସି ଖବର । ୟୁଜର୍ସଙ୍କ ସୁବିଧା ପାଇଁ ହ୍ୱାଟସଆପର ମୂଳ କମ୍ପାନୀ ମେଟା ପକ୍ଷରୁ ନିୟମିତ ବ୍ୟବଧାନରେ ନୂଆ ନୂଆ ଫିଚର ଯୋଡ଼ା ଯାଉଥିବା ବେଳେ ଏହା ମଧ୍ୟରେ କମ୍ପାନୀ ଏକେ ଖାସ୍ ଫିଚରର ଟେଷ୍ଟିଂ କରୁଛି । ଏହି ନୂଆ ଫିଚର…

ସିନେ ଦୁନିଆରୁ ଦୂରେଇ ଗଲେ ଶାହରୁଖ?

ବଲିଉଡ ଷ୍ଟାର ଆଇପିଏଲରେ ନିଜ ନିଜ ଦଳକୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମରେ ଦେଖାଯାଇଛି । ଆଇପିଏଲରେ ସେମାନଙ୍କ ଉପସ୍ଥିତି ମଧ୍ୟ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କୋଲକାତା ନାଇଟ ରାଇଡର୍ସର ବଲିଉଡର କିଙ୍ଗ ଖାନ୍ ଶାହରୁଖ ପହଞ୍ଚିଥିବା ବେଳେ ସେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି । ତେବେ…

ଇତିହାସ ରଚିଲେ ଧୋନୀ

ବିଜୟ ସହ ଚେନ୍ନାଇ ଷଷ୍ଠ ସ୍ଥାନରୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛି । ତେବେ ଏହି ମ୍ୟାଚରେ ଏକ ଇତିହାସ ସୃଷ୍ଟି କରିଛନ୍ତି ଦଳର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ପଞ୍ଜାବ ବିପକ୍ଷ ମ୍ୟାଚରେ ଧୋନୀ ପ୍ରଥମ ବଲରେ ନିଜ ୱିକେଟ ହରାଇ ପାଭିଲିୟନ୍ ଫେରିଛନ୍ତି । କିନ୍ତୁ ୱିକେଟ କିପର ଭାବରେ ଏକ…

୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁ, ବଡଠାକୁର ଏବଂ ମାଆ ସୁଭଦ୍ରାଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ନୀତିକୁ କରାଯାଇଥାଏ । ଏଥି ଲାଗି ପ୍ରାୟ ୪ ଘଣ୍ଟା ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ବନ୍ଦ କରାଯିବାର ସୂଚନା ରହିଛି । ଏହି ନୀତି ପାଇଁ ସନ୍ଧ୍ୟା…

ବ୍ୟାନ ହେଲା ଅଲ ଜଜିରା

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ  ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ କତାରର ଗ୍ଲୋବାଲ ନ୍ୟୁଜ ଚ୍ୟାନେଲ ଅଲ ଜଜିରାର ସ୍ଥାନୀୟ ଶାଖା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅଲ ଜଜିରାକୁ ଏକ…

ଆଜି ଦକ୍ଷିଣ ଓଡ଼ିଶାରେ ମୋଦୀଙ୍କ ପାୱାର ସୋ

ଆଜି ଦକ୍ଷିଣ ଓଡ଼ିଶାରେ ମୋଦୀଙ୍କ ପାୱାର ସୋ । ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ରବିବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ…

ଖସିବ ତାପମାତ୍ରା

ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ସହ ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ମେ ୭ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଯାଜପୁର,…

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ନବୀନ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଖରିଆର ଓ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଦୁଇଟି ଜନସଭା କରିବାର…

ଆଜିର ରାଶିଫଳ

ମେଷ: ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ପ୍ରେମ ଜୀବନ ଭଲ ରହିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ‌ ବୃଷ: ପରିବାର ଲୋକ ଆପଣଙ୍କୁ କିଛି ମାଗିବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ…