ଆଜି ଗଞ୍ଜାମ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ଭି.କେ.ପାଣ୍ଡିଆନ

ଗଞ୍ଜାମରେ ଆଜି ମାରାଥନ ପ୍ରଚାର କରିବେ ବିଜେଡି ନେତା ଭି.କେ.ପାଣ୍ଡିଆନ । ଗୋପାଳପୁରରୁ ହେଲିକପ୍ଟରରେ ସେରଗଡ଼ ଯାଇ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପୁଣି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଖଲିକୋଟରେ ପହଁଚିବେ । ଦିନ ସାଢ଼େ ୧୧ଟାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ପାଣ୍ଡିଆନ…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ , ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନରେ ଭୋଟିଂ

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ସନ୍ଧ୍ୟା ସାଢ଼େ ୬ଟା ଯାଏ ମତଦାନ କରିପାରିବେ ଭୋଟର । ୯୪ ସଂସଦୀୟ କ୍ଷେତ୍ରରେ ନିଜ ମନ ପସନ୍ଦର ନେତା ବାଛିବେ ୧୭ କୋଟି ୨୪ ଲକ୍ଷ ମତଦାତା । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ…

ଆଜିର ରାଶିଫଳ

ମେଷ: ଭବିଷ୍ୟତ ଯୋଜନା ପାଇଁ ନୂଆ କୌଶଳରେ କାମ କରିବେ। ବ୍ୟବସାୟରେ ବଡ଼ ଗୋଷ୍ଠୀ ସହିତ ଯୋଡ଼ିବାର ମଉକା ପାଇବେ। ରାଜନୀତିକ ଲୋକଙ୍କର ସମାଜିକ ପ୍ରତିଷ୍ଠା ବଢ଼ିବ। ବୃଷ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଯାହା ନିଷ୍ପତ୍ତି ନେବେ ଫଳପ୍ରଦ ସାବ୍ୟସ୍ତ ହେବ। ଆର୍ଥିକ ସ୍ଥିତି…

ପୁଣି ବିବାଦରେ ରାହୁଲ ଗାନ୍ଧୀ, କୁଳପତି-ଶିକ୍ଷାବିତମାନେ ଲେଖିଲେ ଖୋଲା ଚିଠି

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ନିକଟରେ ରାହୁଲ ବିଶ୍ୱବିଦ୍ୟାଳୟର ମୁଖ୍ୟ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାକୁ ବିରୋଧ କରି ୧୮୧ ଏକାଡେମିକ କୁଳପତି ତଥା ବହୁ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ସମେତ ବର୍ତ୍ତମାନ ଏକ ଖୋଲା ଚିଠି…

ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୌମ୍ୟ ରଂଜନ ପଟ୍ଟନାୟକ । ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଭରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ନାମାଙ୍କନ ଭରିବା ପୂର୍ବରୁ ପ୍ରଥମେ ମା’ ତାରିଣୀଙ୍କ ମନ୍ଦିର ଯାଇଁ…

ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ, ଘୋଷଣା କଲେ ପାଣ୍ଡିଆନ

ଭବାନୀପାଟଣା ସଭାରୁ ବଡ ଘୋଷଣା କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ମଞ୍ଚ ଉପରୁ ପାଣ୍ଡିଆନ କହିଛନ୍ତି, କଳାହାଣ୍ଡିବାସୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ ଓ ଓଡ଼ିଶା ମଧ୍ୟ ଇତିହାସ ରଚିବ । ଆସନ୍ତା ଜୁନ୍ ୯ ତାରିଖରେ ଓଡ଼ିଶାବାସୀଙ୍କ ପ୍ରିୟ ନବୀନ…

ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି , ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

ଭବାନୀପାଟଣା ପରେ ଖରିଆରରେରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହିତ ସଭା ମଞ୍ଚରୁ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ନବୀନ । ବିରୋଧୀମାନେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବୋଲି କହିବା ସହିତ ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି…

‘ଓଡିଶା ପାଇଁ ମୋଦୀ ଦିଲ୍ଲୀରୁ ଟଙ୍କା ପଠାଉଛି , ହେଲେ ଏଠି ବିଜେଡି ସରକାର ତା’ ଉପରେ ନିଜର ଷ୍ଟିକର ଲଗାଇ ବାହାବା…

ବ୍ରହ୍ମପୁର କନିଷି ଜନସଭାରେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ ନାରା ଦେଇ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପରେ ପରେ ଲୋକଙ୍କୁ କେନ୍ଦ୍ରର ସବୁ ଯୋଜନାକୁ ଗୋଟି ଗୋଟି କରି ଗଣାଇବା ସହ ବିଜେଡି ସରକାର ଉପରେ ବର୍ଷିଛନ୍ତି । କହିଛନ୍ତି ଓଡିଶା ପାଇଁ ଦିଲ୍ଲୀରୁ…

ଘରୋଇ କମ୍ପାନୀ ସଂଖ୍ୟା ବୃଦ୍ଧି 

ଦେଶରେ ଘରୋଇ କମ୍ପାନୀ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶରେ ପ୍ରତିଦିନ ୫୦୦ରୁ ଅଧିକ କମ୍ପାନୀ ଖୋଲୁଛି। ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶରେ ମୋଟ ୨୬ ଲକ୍ଷରୁ ଅଧିକ କମ୍ପାନୀ ଖୋଲାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ୨୬,୬୩,୦୧୬ କମ୍ପାନୀ…

ଇଲୋକ୍ଟ୍ରୋନିକ୍ସ ଡିଭାଇସ ନଷ୍ଟ ହୋଇପାରେ ଆଖି ଦୃଷ୍ଟି ଶକ୍ତି

ମୋବାଇଲ, ଟିଭି, ଲାପଟପ, ଟ୍ୟାବ୍ ଇତ୍ୟାଦିରେ ଆମେ ସବୁବେଳେ ନିଜକୁ ବ୍ୟସ୍ତ ରଖିଥାଉ । ତେବେ ଏହିସବୁ ଉପକରଣ ଆମ ଦୈନନ୍ଦିନ ଜୀବନର ଅନେକ କାମକୁ ସହଜ କରି ଦେଉଥିବା ବେଳେ ଏହାର ଅତ୍ୟଧିକ ବ୍ୟବହାର ବିଭିନ୍ନ ଅସୁବିଧା ମଧ୍ୟ କରିଥାଏ । ଏହାଦ୍ୱାରା ଆମକୁ କେଉଁସବୁ ଅସୁବିଧା ହୋଇଥାଏ, ଆସନ୍ତୁ ଏ…