ସେଲ୍ସ ବିଭାଗର କର୍ମଚାରୀଙ୍କ ପାଇଁ ଲାଗୁ
ଆର୍ଥିକ ସଂକଟ ଦେଇ ଗତି କରୁଥିବା ବାଇଜୁସ୍ ଏହାର କର୍ମଚାରୀମାନଙ୍କୁ ଏପ୍ରିଲ ମାସର ଦରମା ଠିକ୍ ସମୟରେ ଦେଇଛି। ପ୍ରାୟ ୪ ମାସ ପରେ କର୍ମଚାରୀମାନେ ଠିକ୍ ସମୟରେ ବେତନ ପାଇଛନ୍ତି। କିନ୍ତୁ ଦରମା ପାଇଁ କମ୍ପାନି ନୂଆ ଫର୍ମୁଲା ଲାଗୁ କରିଦେଇଛି। ଏଥିରେ ସେଲ୍ସ ବିଭାଗରେ କାର୍ଯ୍ୟରତ…