ଓଡ଼ିଶାରେ ବିଜେପି ସରକାର ଆସିଲେ ଗ୍ରାମାଞ୍ଚଳ ଓ ସହରୀ ଜୀବନ ହେବ ସୁଖମୟ

ସହରୀ ଜୀବନ ଓ ସୁଶାସନ ପ୍ରସଙ୍ଗକୁ ନେଇ ବିଜେପି କରିଛି ସାମ୍ବାଦିକ ସମ୍ମିଳନୀ। ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ୨୩୮ଟି ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଏଯାଏଁ ୨୨ ଟି ପ୍ରତିଶ୍ରୁତି ପୂରଣ କରିସାରିଲେଣି। ଏଥିରେ…

ବାଲେଶ୍ୱର ଲୋକସଭା ଆସନ ପାଇଁ ସ୍ୱାଧୀନ ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଖାରବେଳ ସ୍ୱାଇଁ

ଶେଷରେ ବାଲେଶ୍ୱର ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଖାରବେଳ ସ୍ୱାଇଁ । ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସେ ଦାବି କରିଛନ୍ତି ଯେ ୪ ହଜାର ଭୋଟରେ ସେ ବିଜୟୀ ହେବେ । ଖାରବେଳ ସ୍ୱାଇଁ ବିଜେପିରୁ ଟିକେଟ୍ ପାଇଁ ଦାବି…

ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରଭୁ ଜଗନ୍ନାଥ ମା ମାଣିକେଶ୍ୱରୀଙ୍କୁ ପ୍ରଣାମ କରି ସମ୍ବୋଧନ ଆରମ୍ଭ କଲେ । କହିଲେ କଂଗ୍ରେସର ଏତେ ବର୍ଷର ଶାସନ ପରେ ବି ଗରୀବି କମିନି । ତିନି ତଲାକ ପ୍ରଥା ଦେଶରୁ ବିଜେପି ହଟାଇଛି ।ଓଡିଶାରେ ବିଜେପି ସରକାର କଲେ ଗରିବୀ ହଟିବ ।…

ବିଜେଡିରେ ସାମିଲ ହେଲେ ଅପରାଜିତାଙ୍କ ବିଶ୍ୱସ୍ତ ଅଖିଳ ପଟ୍ଟନାୟକ

ଳିତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଦଳ ଡିଆଁ ଜାରି ରହିଛି। ଏହି କ୍ରମରେ ବୁଧବାର ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା ନେତା ତଥା ଅଭିନେତା ଅଖିଳ ପଟ୍ଟନାୟକ ଶଙ୍ଖ ଫୁଙ୍କିଛନ୍ତି। ସେ ଭୁବନେଶ୍ୱରର ଏମ୍‌ପି ପ୍ରାର୍ଥୀ ଅପରାଜିତା…

ପଦ୍ମପୁରରେ ପାଣ୍ଡିଆନଙ୍କ ପ୍ରଚାର ,ବିଜେପିକୁ କଲେ ଟାର୍ଗେଟ

ପଦ୍ମପୁରରେ ବିଜେଡି ପ୍ରାର୍ଥୀଙ୍କ ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଏତେ ସଂଖ୍ୟାରେ ଜନସମାବେଶ ଦେଖି ବିରୋଧୀ ଦଳର ସାଂସଦ ପ୍ରାର୍ଥୀଙ୍କ ନିନ୍ଦ ଭାଙ୍ଗିଯାଇଛି । ପଦ୍ମପୁରରେ ବିକାଶ ମୂଳକ କାମର ହିସାବ ଦେବା ସହ ବିରୋଧୀଙ୍କୁ ଟାର୍ଗେଟ…

Xiaomi, Redmi ଏବଂ Pocoରେ ଭୟଙ୍କର ଭାଇରସ

ସାଇବର ସିକ୍ୟୁରିଟୀ ଫର୍ମ ସାଓମୀର ଏହି ସ୍ମାର୍ଟଫୋନରେ ୨୦ ପ୍ରକାର ଭୟଙ୍କର ଲୁପ ଖୋଜି ବାହାର କରିଛନ୍ତି । ଯାହାର କାରଣ ଜୁଜର୍ସଙ୍କ ପର୍ସନାଲ ଡାଟା ହ୍ୟାକର୍ସଙ୍କ ହାତରେ ଲାଗିପାରେ । ସାଓମୀ, ରେଡମୀ ଏବଂ ପୋକୋ ଡିଭାଇସ ଆପ୍ଲିକେସନ ଏବଂ ସିଷ୍ଟମର ଆର୍ବଟରୀ ଫାଇଲ୍ସରେ ଏହି ୨୦ ଭୟଙ୍କର ଭାଇରସ…

ଅଡୁଆରେ ଅନୁଭବ

ବର୍ତ୍ତମାନ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି । ତାଙ୍କ ନାଁରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ ହୋଇଛି । ଏହି ମାମଲା ବର୍ଷାଙ୍କ ପକ୍ଷରୁ ପୁରୀଘାଟ ଥାନାରେ ହୋଇଥିଲା । ଏହି ଘରୋଇ ହିଂସା ମାମଲା…

ଭାରୀ ଉପକାରୀ ଦେଶୀ ଘିଅ

ଦେଶୀ ଘିଅ ନିୟମିତ ଭାବେ ଖାଇବା ଦ୍ୱାରା ଶରୀର ଓଜନ କ୍ଷିପ୍ର ଗତିରେ ବଢ଼ିବା ସହ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।  ହେଲେ ଆମର ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ, ଘିଅ ଖାଇଲେ ମୋଟାପଣ ଦୂର ହେବା ସହ ଏହା ପାଚନ ତନ୍ତ୍ରକୁ ମଧ୍ୟ ଠିକ ରଖିଥାଏ। ତେବେ ଆସନ୍ତୁ…

ଜାହ୍ନବୀଙ୍କୁ ନେଇ ଏକ ଗୁଜବ!

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଉଭୟ ବିଭିନ୍ନ ପାର୍ଟି ଓ ଇଭେଣ୍ଟରେ ଏକାଠି ଯୋଗ ଦେଉଥିବାର…

DRDOରେ ଚାକିରି କରିବାକୁ ଚାହୁଁଛନ୍ତି କି ?

ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି କରିପାରିବେ। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ଫିଟର୍, ଟର୍ନର, ମେସିନ୍, ୱେଲଡର୍, କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ।ଏହି ନିଯୁକ୍ତି ମାଧ୍ୟମରେ DRDOରେ…