NVS ଅଣ-ଶିକ୍ଷକ ପଦର ଅନଲାଇନ୍ ଆବେଦନ

ଏନଭିଏସ ଅଣ-ଶିକ୍ଷକ ପଦର ଅନଲାଇନ୍ ପଞ୍ଜିକରଣ ଅବଧି ପୁଣି ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଥିବା ବେଳେ ସେହିଦିନ ମେ ୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା । ତେବେ ଏହା ମଧ୍ୟରେ ଏନଭିଏସ ତରଫରୁ ପୁଣି ଏକ ସୂଚନା ଜାରି କରି ଉକ୍ତ…

କେ.ଏଲ ରାହୁଲଙ୍କ ଉପରେ ରାଗି ଉଠିଲେ

ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମ୍ୟାଚରେ ଲକ୍ଷ୍ନୌ ଟିମ୍‌କୁ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୧୦ ୱିକେଟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।…

ଆମେରିକାକୁ ଗାଳି କଲା ରୁଷିଆ

ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି। ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରରେ ଭାରତ ବିରୋଧରେ ନିରନ୍ତର ଭିତ୍ତିହୀନ ଅଭିଯୋଗ କରିଥିବାରୁ ସେ ଆମେରିକାକୁ ନିନ୍ଦା କରିଛନ୍ତି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଏହି…

ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବ- ମୋଦି ଗ୍ୟରେଣ୍ଟି

ମୋଦି ଗ୍ୟରେଣ୍ଟି: ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବା ଓ ସମ୍ମାନଜନକ ଜୀବନଯାପନ ପାଇଁ ସହାୟତା କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ। ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ମିଶନରେ କାର୍ୟ୍ୟ କରିବ ବୋଲି ସଂକଳ୍ପପତ୍ରରେ ଉଲ୍ଲେଖ କରିଛି। ଗରିବ…

ବିଜେଡିକୁ ଭାଙ୍ଗିବାକୁ ଚାହୁଁଛି ବିଜେପି – ଭି. କେ ପାଣ୍ଡିଆନ

ସାମ୍ୱାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ଭି. କେ ପାଣ୍ଡିଆନ । ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ୍‌ କହିଛନ୍ତି ବିଜେଡିକୁ ଭାଙ୍ଗିବାକୁ ଚାହୁଁଛି ବିଜେପି । ବିଜେପିର ଟାର୍ଗେଟରେ ରହିଛି ୪୦ ରୁ୫୦ ଆସନ । ବିଜେପି ବିଜେଡିକୁ ଭାଙ୍ଗି ସରକାର କରିବାକୁ ଚାହୁଁଛନ୍ତି ବିଜେପି ନେତା।…

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ପୁରୀ ଲୋକସଭା କ୍ଷେତ୍ରରେ ଆଜି ପ୍ରଚାର କରିବେ ବିଜେପିର ଷ୍ଟାର କ୍ୟାମ୍ପେନର ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ସୂଚନା ଅନୁସାରେ ମଧ୍ୟାହ୍ନ ୧୨ଟା ୧୦ ମିନିଟରେ ଗଡକରୀ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଯାଇ ପୁରୀ ତାଳବଣିଆ…

ଆଜି ଗଞ୍ଜାମରେ ପ୍ରଚାର କରିବେ ନବୀନ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଗୋପାଳପୁର ଓ ଆସ୍କାରେ ପ୍ରଚାର କରିବେ । ଜନସଭାକୁ ସମ୍ବୋଧିତ କରି ଭୋଟ୍ ମାଗିବେ ନବୀନ । ସୂଚନା ଅନୁସାରେ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଦିନ ୧୦ଟା ୧୦ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।…

ଆଜିର ରାଶିଫଳ

ମେଷ: ଦୀର୍ଘ ଦିନରୁ ଅଟକିଥିବା କାମ ସଂପୂର୍ଣ୍ଣ ହେବ। ସମାଜରେ ଆପଣଙ୍କ କାମକୁ ସମ୍ମାନିତ କରାଯିବ। ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ‌ ବୃଷ: କୌଣସି କାମ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। ଆୟ ସହିତ ଖର୍ଚ୍ଚର ଭାରସାମ୍ୟ ବନାନ୍ତୁ। ସାଙ୍ଗସାଥୀ ସହିତ…

ଟ୍ବିନ୍‌ ସିଟିରେ ବର୍ଷା ସମ୍ଭାବନା

ଆଜି ନୂଆପଡ଼ା ଓ ବଲାଙ୍ଗୀରରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି। ଏହା ସହ ୧୭ଟି ସହରରେ ୩୮ ଡିଗ୍ରି ଉପରେ ତାପମାତ୍ରା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ର ରେକର୍ଡ କରିଛି। ଏହା ଛଡ଼ା ୪ଟି ଜିଲ୍ଲାର ବିଭିନ୍ନ ଜାଗାରେ ବର୍ଷା ହୋଇଛି।…

୨୧ରୁ ୨୧ ଆସନ ଜିତିବ ବିଜେପି- ରାଜନାଥ ସିଂ

ରାୟଗଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି,  ଏଥର ଓଡ଼ିଶାର ମାହୋଲ ବଦଳୁଥିବାର ଦେଖୁଛି । ପୂର୍ବରୁ ପଚାରୁଥିଲୁ କେତେ ଆସନରେ ଜିତିବୁ, ଲୋକ ୭ରୁ ୮ ଆସନ ବୋଲି କହୁଥିଲେ । କିନ୍ତୁ ଏବେ ବିଜେପି…