ଆଜିର ରାଶିଫଳ

ମେଷ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅଧିକତା ରହିବ। ଉନ୍ନତି ପାଇଁ ସୁଯୋଗ ପାଇବେ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ସନ୍ତାନ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା। ପ୍ରେମ ସଂପର୍କ ନିବିଡ଼ ହେବ। ବୃଷ: କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ଲାଗି ମାର୍ଗ ବାହାର…

୬ ମାସ ଛୁଟିରେ ସୁଜାତା

ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ରାଉତ କାର୍ତିକେୟନ ଛଅ ମାସ ଛୁଟିରେ ଗଲେ । ନଭେମ୍ବର ୨୬ ତରିଖ ଯାଏଁ ସୁଜାତା ଛୁଟିରେ ରହିବେ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି କାରଣ ଦର୍ଶାଇ ସେ ଛୁଟିରେ ରହିଥିବା ଜଣାପଡିଛି।ଗତ ସାଧାରଣ ନିର୍ବାଚନ ସମୟରେ ମିଶନ ଶକ୍ତି ବିଭାଗର ମୁଖ୍ୟ ଥିବା ସୁଜାତା ନିଜର…

ଏନଡିଏ ବୈଠକରେ ଓଡିଶା କଥା ଉଠାଇଲେ ମୋଦୀ

ଏନଡିଏ ବୈଠକରେ ଓଡିଶା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବିଧାନ ଭବନରେ ମହାପ୍ରଭୁଙ୍କୁ ମନେ ପକାଇବା ସହିତ ପ୍ରଭୁ ଜଗନ୍ନାଥଙ୍କୁ ଗରିବଙ୍କ ଦେବତା ବୋଲି କହିଛନ୍ତି ମୋଦୀ । ଖାଲି ସେତିକି ନୁହେଁ ଏଥର ଓଡିଶାରେ ଯେଉଁଭଳି କ୍ରାନ୍ତି ଦେଖିବାକୁ ମିଳିଲା, ତାକୁ ଦେଖି ଆଗାମୀ ୨୫ ବର୍ଷ…

ଟାଟାର ନୂଆ ଏସି

ସାଧାରଣତଃ ଟାଟା ଲୋକଙ୍କ ପ୍ରଥମ ପସନ୍ଦ ହୋଇଥାଏ। ଯଦି ଆପଣ ମଧ୍ୟ ଏକ ନୂଆ ଏସି କିଣିବାକୁ ଭାବୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଏଥିରେ ଆକର୍ଷଣୀୟ ଫିଚର୍‌ ସହ ମୂଲ୍ୟ ମଧ୍ୟ ବହୁତ କମ୍ ରହିଛି। ତେବେ ଆସନ୍ତୁ ଜାଣିବା ଏହି ଏସି ବିଷୟରେ, ଯାହା ବର୍ତ୍ତମାନ ଟାଟାର…

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବାକୁ ଅପେକ୍ଷା

ଓଡ଼ିଶାରେ ଭାଜପା ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ଦଳର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସମ୍ପ୍ରତି ରାଜ୍ୟରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭାହେବା ପରେ ସରକାର ଗଠନ କରିବାକୁ ଯାଉଛି। ତେଣୁ ଶ୍ରୀମନ୍ଦିର…

ପେଟରେ ଚର୍ବି ବଢ଼ୁଥିଲେ

ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ମୁଖ୍ୟତଃ ଦାୟୀ। ତେଣୁ ପେଟରେ ଚର୍ବି ନ ହେବା ଲାଗି ସନ୍ତୁଳିତ ଖାଦ୍ୟାଭ୍ୟାସ ସହିତ ଠିକ୍‌ ସମୟରେ ଖାଇବା, ଶୋଇବା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।ଖାଦ୍ୟ ତାଲିକାରେ ଫାଇବରଯୁକ୍ତ ଖାଦ୍ୟର ପରିମାଣ ବୃଦ୍ଧି କରନ୍ତୁ। ଏପରି କରିବା ଦ୍ୱାରା ପେଟ ଅଧିକ…

ଆରବିଆଇର ବଡ଼ ପଦକ୍ଷେପ

ଦୈନନ୍ଦିନ ଜୀବନରେ ଅନେକ ଲୋକଙ୍କ ଆକାଉଣ୍ଟରୁ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଗାଏବ୍ ହୋଇଯାଉଛି । ସାଇବର ସେଲରେ ଅଭିଯୋଗ କଲେ ମଧ୍ୟ ଚୋରକୁ ଧରିବା ମୁସ୍କିଲ ହୋଇପଡ଼ୁଛି । ତେଣୁ ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି…

ନେହାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ତାଙ୍କ ସ୍ବାମୀ

କଣ୍ଠଶିଳ୍ପୀ ନେହା କକଡ ତାଙ୍କର ୩୬ତମ ଜନ୍ମଦିବସ ପାଳନ କରିଛନ୍ତି। ପ୍ରଶଂସକ ଓ ଇଣ୍ଡଷ୍ଟ୍ରିର ଅନେକ କଳାକାର ନେହାଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।ଏହି ଅବସରରେ ନେତାଙ୍କ ପତି ରୋହନପ୍ରୀତ ସିଂହ ପତ୍ନୀଙ୍କ ଉପରେ ପ୍ରେମ ଓଜାଡ଼ି ଦେଇଛନ୍ତି। ସେ ନେହାଙ୍କର ନିଜର…

ସରକାର ବଦଳିଛି, କିନ୍ତୁ ବିରୋଧୀ ମଧ୍ୟ ସେହି ତୁଳନାରେ ବେଶ୍ ସଶକ୍ତ

ଏଥର ସରକାର ବଦଳିଛି, କିନ୍ତୁ ବିରୋଧୀ ମଧ୍ୟ ସେହି ତୁଳନାରେ ବେଶ୍ ସଶକ୍ତ । ୨୦୧୪ ଓ ୨୦୧୯ରେ ବିଜେଡି ୧୦୦ରୁ ଅଧିକ ଆସନ ଜିତି ମଜଭୁତ ସରକାର ଗଢ଼ିଥିଲା । କିନ୍ତୁ ସେହି ତୁଳନାରେ ଦୁର୍ବଳ ଥିଲା ବିରୋଧୀ ବିଜେପି ଓ କଂଗ୍ରେସ । ୨୦୧୪ରେ ଯେଉଁଠି କଂଗ୍ରେସ ୧୬ ଆସନ ଥିବା ବେଳେ ବିଜେପି ୧୦ ଆସନ…

ଲୋକ ଜନଶକ୍ତି ପାର୍ଟି ର ସଂସଦୀୟ ଦଳ ନେତା ହେଲେ ଚିରାଗ ପାସୱାନ

ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ  । ଏଥିପାଇଁ ଆଜି ଏନଡିଏର ବୈଠକ ଡକାଯାଇଛି । ଏନଡିଏ ବୈଠକରେ ମନ୍ତ୍ରୀମଣ୍ଡଳର ରୂପରେଖ କଣ ରହିବ ଏବଂ କାହାକୁ କେଉଁ ବିଭାଗ ମିଳିବ ସେନେଇ ଆଲୋଚନା ହୋଇପାରେ । ତେବେ ଏହି ଏନଡିଏ ବୈଠକ ପୂର୍ବରୁ ଲୋକ ଜନଶକ୍ତି ପାର୍ଟି…