ଫ୍ଲିପକାର୍ଟ ଫୋନ୍ ପେ ଏଣିକି ଆଇପିଓ ଲଞ୍ଚ୍ କରିବ

ପ୍ରତି ସପ୍ତାହରେ କୌଣସି ନା କୌଣସି କମ୍ପାନୀ ଷ୍ଟକ ମାର୍କେଟରେ ଏହାର ଆଇପିଓ ଲଞ୍ଚ୍ କରୁଛି । ବିର୍ତ୍ତମାନ ଇ-କମର୍ସ ସେକ୍ଟରର ବିଶିଷ୍ଟ କମ୍ପାନୀ ଫ୍ଲିପକାର୍ଟ(Flipkart) ଏବଂ ଡିଜିଟାଲ ପେମେଣ୍ଟ ସେକ୍ଟରର ବଡ଼ କମ୍ପାନୀ ଫୋନ୍ ପେ(PhonePe) ନିଜ ଆଇପିଓ ଲଞ୍ଚ୍ କରିବା ପ୍ରସ୍ତୁତିରେ ଅଛନ୍ତି ।…

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଷ୍ଟାଦଶ ସଂସ୍କରଣ ଜୁନ୍ ୧୫ରୁ ଜୁନ୍ ୨୧, ୨୦୨୪ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ଆଜି ଘୋଷଣା କରିଛନ୍ତି । ମହୋତ୍ସବର ସ୍ଥାନ ମୁମ୍ବାଇର ଏଫଡ଼ି-ଏନ୍ଏଫଡ଼ିସି କମ୍ପ୍ଲେକ୍ସ ଥିବା ବେଳେ…

ଭାରତୀୟ ସେନାରେ ବମ୍ପର ନିଯୁକ୍ତି

ଭାରତର ଯବାନ ଭାବରେ ଦେଶ ସେବା କରିବା ପାଇଁ ଇଚ୍ଛୁକ ଯୁବକମାନଙ୍କ ପାଇଁ ବମ୍ପର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ମାଟ୍ରିକ କିମ୍ବା ଦ୍ୱାଦଶ ପାସ୍ କରିଥିବା ପିଲାମାନଙ୍କ ପାଇଁ ସରକାରୀ ଚାକିରିର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଭାରତୀୟ ସେନାରେ ନିଯୁକ୍ତି ପାଇବାର ଏକ ବଡ଼ ସୁଯୋଗ…

ବ୍ରେନ୍ କ୍ୟାନ୍ସରର ଲକ୍ଷଣ

କ୍ୟାନ୍ସର ବା କର୍କଟ ଏକ ମାରାତ୍ମକ ରୋଗ  । ଯେତେବେଳେ ଲୋକମାନେ କର୍କଟ ରୋଗର ନାମ ଶୁଣନ୍ତି, ସେମାନେ ପ୍ରାୟତଃ ଆଶ୍ଚର୍ଯ୍ୟ ହୋଇଯାଆନ୍ତି  । ମସ୍ତିଷ୍କ ସମେତ ଶରୀରର ବିଭିନ୍ନ ଅଙ୍ଗରେ କର୍କଟ ହୁଏ  । ବ୍ରେନ୍ କ୍ୟାନ୍ସର ହେତୁ ମସ୍ତିଷ୍କ କୋଷଗୁଡ଼ିକ ଅନିୟମିତ ଭାବରେ ବଢ଼ିବାରେ ଲାଗିଥାଏ ।ଯଦି…

ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ

ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ । ଏନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ସେ ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଲୋକସଭା ଓ ରାଜ୍ୟସଭା ପାଇଁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ରାଜନୀତିରୁ…

ଭାରତ-ପାକିସ୍ତାନ ମହାଟକ୍କର

ଭାରତ-ପାକିସ୍ତାନ ମହାଟକ୍କର ଆଜି ସଂଧ୍ୟାରେ ଦେଖିବାକୁ ମିଳିବ । ରୋହିତ ବାହିନୀ ଆଜି ମ୍ୟାଚ ଜିତିବାକୁ ପଡ଼ିଆକୁ ଓହ୍ଲାଇବେ । ଏଥର ରୋହିତ, କୋହଲି ବେଷ୍ଟ ଫର୍ମରେ ଅଛନ୍ତି । ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନ ଏପର୍ଯ୍ୟନ୍ତ ୭ଟି ମୁକାବିଲାରେ ଭେଟାଭେଟି ହୋଇଛନ୍ତି। ଭାରତ…

ଆସିଲା ଫୋନ୍ କଲ୍

ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ପୂର୍ବରୁ  ଓଡ଼ିଶାର ଜୁଏଲ ଓରାମଙ୍କ ପାଖକୁ ଫୋନ୍ କଲ୍ ଆସିଛି। ସେହିପରି ଅଶ୍ବିନୀ ବୈଷ୍ଣବଙ୍କ ପାଖକୁ ମଧ୍ୟ ଫୋନ୍ କଲ୍ ଆସିଛି। ଉଭୟ ଜୁଏଲ୍ ଏବଂ ଅଶ୍ବିନୀ ମୋଦୀଙ୍କ ବାସଭବନକୁ ଯାଇଛନ୍ତି। ଆଜି ମୋଦୀଙ୍କ ସହ ୩୦ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ସମ୍ଭାବିତ…

ମୁଖ୍ୟମନ୍ତ୍ରୀ କିଏ ହେବେ ସଂସଦୀୟ ବୋର୍ଡ ‌ନିଷ୍ପତ୍ତି ନେବ

ସୋମବାର ସଂଧ୍ୟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶପଥ ନେବେ । ତେବେ କିଏ ମୁଖ୍ୟମନ୍ତ୍ରୀ ହେବ ତାଙ୍କ ନାମ ଘୋଷଣା କରିନି ବିଜେପି ।  ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ  ଜନତା ମଇଦାନରେ ଅନୁଷ୍ଠିତ ହେବ ।  ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନେ ଶପଥ ନେବେ। ଓଡ଼ିଶାର…

 ଗାଜାରେ ଇସ୍ରାଏଲୀ ସେନା ୪ ଜଣଙ୍କୁ ଉଦ୍ଧାର

ଗାଜାରେ ଇସ୍ରାଏଲୀ ସେନା ହମାସ କବଜାରେ ଥିବା ୪ ଜଣ ବନ୍ଧକଙ୍କୁ ଉଦ୍ଧାର କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍‌), ଇସ୍ରାଏଲ ସିକ୍ୟୁରିଟି ଅଥୋରିଟି(ଆଇଏସ୍‌ଏ) ଏବଂ ପୋଲିସ ପକ୍ଷରୁ ମିଳିତ ଅପରେଶନ କରାଯାଇ ମଧ୍ୟଗାଜାସ୍ଥିତ ନୁସିରାତ ଅଞ୍ଚଳର ୨ଟି ପୃଥକ୍‌ ସ୍ଥାନରୁ ଏହି ୪ ବନ୍ଧକଙ୍କୁ…

ମୋଦୀଙ୍କ ଶପଥ ଆଜି

ନରେନ୍ଦ୍ର ମୋଦୀ ପୁଣି ହେବେ ପ୍ରଧାନମନ୍ତ୍ରୀ । ଆଜି ନେବେ ଶପଥ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କ ସହିତ ୩୦ ଜଣିଆ କ୍ୟାବିନେଟ ମଧ୍ୟ ଶପଥ ନେବ ବୋଲି ଜଣାପଡ଼ିଛି। କାହାକୁ ମନ୍ତ୍ରୀ କରାଯିବ, ଏନେଇ…