ଆଜିର ରାଶିଫଳ

ମେଷ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅଧିକତା ରହିବ। ଉନ୍ନତି ପାଇଁ ସୁଯୋଗ ପାଇବେ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ସନ୍ତାନ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା। ପ୍ରେମ ସଂପର୍କ ନିବିଡ଼ ହେବ। ବୃଷ: କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ଲାଗି ମାର୍ଗ ବାହାର…

ଓଡ଼ିଶା ଛୁଇଁଲା ମୌସୁମୀ

ସାରା ରାଜ୍ୟରେ ଲଗାତାର ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଯାହାର ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ଏଠାରେ ସର୍ବାଧିକ ୫୫.୫ମିମି ବର୍ଷା ରେକର୍ଡ କରାଯାଇଛି। ଏହାସହିତ ଦାରିଙ୍ଗିବାଡ଼ିରେ ୪୩,…

ରାଜସ୍ଥାନରେ ଭୂକମ୍ପ ଝଟକା

ଗତକାଲି ବିଳମ୍ବିତ ରାତିରେ ରାଜସ୍ଥାନର ସିକରରେ  ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରେକର୍ଡ କରାଯାଇଥିଲା । ଭୂକମ୍ପ ମନିଟରିଂ ସେଣ୍ଟର ଅନୁଯାୟୀ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ, ଯାହା ଆରାମଦାୟକ ଖବର ।କୁହାଯାଉଛି ଯେ ଶନିବାର ରାତି…

ହଠାତ୍ ବିମାନରେ ଲାଗିଲା ନିଆଁ

ଅନେକ ସମୟରେ ବିମାନରେ ମଧ୍ୟ ନିଆଁ ଲାଗିବା ଘଟଣା ଦେଖାଯାଇଛି । ଆଜି ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଆମେରିକାର ଲସ୍ ଆଞ୍ଜେଲସ୍ ବିମାନ ବନ୍ଦରରେ ଏକ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏୟାରପୋର୍ଟରୁ ଟେକ୍ ଅଫ୍ କରୁଥିବା ଏକ ବିମାନରେ ହଠାତ୍ ନିଆଁ ଲାଗିଯାଇଛି । ଏୟାର…

ଖୁବ୍‌ଶୀଘ୍ର ଦେଶରେ ଆରମ୍ଭ ହେବ ସାଟେଲାଇଟ୍‌ଭିତ୍ତିକ ଟୋଲ୍‌ ସଂଗ୍ରହ

ଖୁବଶୀଘ୍ର ସରକାର ଦେଶରେ ସାଟେଲେଇଟଭିତ୍ତିକ ଟୋଲ ସଂଗ୍ରହ ବ୍ୟବସ୍ଥା କରିବେ  । ପ୍ରଥମେ ବାଣିଜ୍ୟିକ ଯାନଗୁଡ଼ିକ ପାଇଁ ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ପରେ ଘରୋଇ କାର , ଜିପ୍, ଏବଂ ଭ୍ୟାନଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ଏହାକୁ ଲାଗୁ କରାଯିବ । ଦୁଇ ବର୍ଷ ମଧ୍ୟରେ  ଦେଶବ୍ୟାପୀ ଟୋଲ…

ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ପାଇଁ ବିଭିନ୍ନ ଦେଶର ନେତାଙ୍କ ଭାରତ ଗସ୍ତ

୨୦୨୪ ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ୯ ଜୁନ ୨୦୨୪ରେ ଅନୁଷ୍ଠିତ ହେବ । ଏହି ଅବସରରେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗର ଅଞ୍ଚଳର ନେତାମାନଙ୍କୁ ବିଶିଷ୍ଟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଶ୍ରୀଲଙ୍କା…

ବିଜେପିରେ ସାମିଲ ହେଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ

ବିଜେଡିକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ନିର୍ବାଚନ ହାରିବା ପରେ ଦଳର ଜଣେ ବରିଷ୍ଠ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଜି ଦଳ ଛାଡ଼ି ପଦ୍ମ ଧରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ୨୦୨୪ ନିର୍ବାଚନରେ ବିଜେଡିର…

ନବୀନ ନିବାସରେ ବିଜେଡି ନେତାଙ୍କ ଭିଡ

ନିର୍ବାଚନରେ ପରାଜୟ ପରେ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି। କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ। ଏଥିପାଇଁ ନବୀନ ନିବାସରେ ପହଞ୍ଚିସାରିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରତାପ ଦେବ, କଳିକେଶ ସିଂହଦେଓ…

ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ଘଟଣା

ପୁରୀ ଶ୍ରୀମନ୍ଦିରରେ ଲାଗିଥିବା ଲାଇଟ୍ ପାଇଁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ରାତିରେ ବହୁ ଦୂରକୁ ସ୍ପଷ୍ଟ ଭାବେ ଜଣାପଡ଼ୁଥିଲା । ମାତ୍ର ଗତ ୪ ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏହି ସବୁ ଲାଇଟଗୁଡ଼ିକୁ ଖୋଲି ନିଆଯାଇଥିବା ଅଭିଯୋଗ ହୋଇଥିଲା । ପରିକ୍ରମା ପ୍ରକଳ୍ପ…

ଏୟାର ଇଣ୍ଡିଆ ସହ ଭିସ୍ତାରା ମିଶ୍ରଣକୁ ଅନୁମୋଦନ

ଏୟାର ଇଣ୍ଡିଆ ସହ ଭିସ୍ତାରା ମିଶ୍ରଣକୁ ଜାତୀୟ କମ୍ପାନୀ ଆଇନ ଟ୍ରିବୁନାଲ (ଏନ୍‌ସିଏଲଟି) ଅନୁମୋଦନ ଦେଇଛି। ଫଳରେ ଉଭୟ ଟାଟା ଗ୍ରୁପ୍‌ ବିମାନସେବା ସଂସ୍ଥାର ମିଶ୍ରଣ ଆଉ ଏକ ପାଦ ଆଗକୁ ଯାଇଛି। ୨୦୨୨ ନଭେମ୍ବରରେ ପ୍ରଥମେ ଏହି ମିଶ୍ରଣ ନେଇ ଘୋଷଣା ହୋଇଥିଲା। ଭିସ୍ତାରାର ୪୯% ଅଂଶଧନ ସିଙ୍ଗାପୁର…