ଇଭିଏମ୍କୁ ନେଇ ବଡ଼ ଏଲନ ମସ୍କଙ୍କ ବଡ଼ ବୟାନ -AI ସହାୟତାରେ ଇଭିଏମ୍କୁ ହ୍ୟାକ୍ କରାଯାଇପାରିବ
ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ଟେସ୍ଲା ଏବଂ ସ୍ପେଶ୍ଏକ୍ସ ଭଳି କମ୍ପାନୀର ମାଲିକ ଏଲନ ମସ୍କ ଇଲେକ୍ଟୋନିକ୍ ଭୋଟିଂ ମେଶିନ(ଇଭିଏମ୍)କୁ ନେଇ ବଡ଼ ବୟାନ ଦେଇଛନ୍ତି। ଇଭିଏମ୍କୁ ଏଆଇ(ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ)ସହାୟତାରେ ହ୍ୟାକ୍ କରିଦିଆଯାଇପାରେ। ଏଣୁ ତାକୁ ହଟାଇ ଦେବା…