ଆମେରିକାରେ ଗୁଳିକାଣ୍ଡ

ଗତକାଲି ଆମେରିକାରେ ଟେକ୍ସାସ୍‌ର ରାଉଣ୍ଡ ରକ୍‌ ପାର୍କ ଓ ମିସିଗାନ୍‌ର ୱାଟର ପାର୍କରେ ଗଣ-ଗୁଳିକାଣ୍ଡ ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ‌ବେଳେ ତିନି ଶିଶୁଙ୍କ ସହ ୧୬ ଆହତ ହୋଇଛନ୍ତି। ଗତକାଲି ସଂଧ୍ୟାରେ ଟେକ୍ସାସ୍‌ ରାଉଣ୍ଡ୍‌ ରକ୍‌ ପାର୍କରେ ଏକ ଉତ୍ସବ ଆୟୋଜିତ ହୋଇଥିଲା।…

ଆଜି ଭାରତ-ଆମେରିକା ସୁରକ୍ଷା ବୈଠକ

ଭାରତ-ଆମେରିକାର ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ)ସ୍ତରୀୟ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଦୁଇଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।‌ ବୈଠକରେ ଦ୍ବିପାକ୍ଷିକ ବୈଷୟିକ-ସାମରିକ ସମ୍ବନ୍ଧ ଦୃଢ଼ କରିବା ନେଇ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା ହେବ।…

ଅସହ୍ୟ ହେଲାଣି ଗୁଳୁଗୁଳି

ରାଜ୍ୟରେ  ତାତି ସାଙ୍ଗକୁ ଅସହ୍ୟ ହେଲାଣି ଗୁଳୁଗୁଳି। ପଶ୍ଚିମ ଓଡ଼ିଶାରେ ହିଟ୍‌ଓ୍ବେଭ୍‌ ଜାରି ରହିଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି। ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଏହିଭଳି ଗୁଳୁଗୁଳି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋନରମା…

୫ ମୁଣ୍ଡ ନେଲାଣି ଡିପଥେରିଆ

ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଡିପଥେରିଆ ପୁଣି ମୁଣ୍ଡ ନେଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଡିପଥେରିଆରେ ୧୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଛି।ଅନ୍ୟ ୧୦ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବାବେଳେ ୩ଜଣ ହସ୍ପିଟାଲରେ…

୧୯ ରୁ ବର୍ଷା

ରାଜ୍ୟରେ ତାତି ବଢିବା ସହ ଗୁଳୁଗୁଳି ବି ବଢୁଛି । ତାତି ସହ ଗୁଳୁଗୁଳି ରାଜ୍ୟରେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଆଭ୍ୟନ୍ତରୀଣ ଅଂଚଳ ସହ ଉପକୂଳରେ ସର୍ବାଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଗତକାଲି ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହ ୯ଟି ସହରର…

୮ ଇସ୍ରାଏଲ୍ ସୈନିକ ମୃତ

ଇସ୍ରାଏଲର ୮ ସୈନିକ ପ୍ରାଣ ହରାଇଛନ୍ତି। ଦକ୍ଷିଣ ଗାଜାର ରାଫାରେ ଏକ ଆଇଇଡି ବିସ୍ଫୋରଣରେ ଏହି ଘଟଣା ଘଟିଛି ।ଗତ ଜାନୁଆରୀ ପରଠାରୁ ରାଫାରେ ଇସ୍ରାଏଲ ବିରୋଧରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ଭୟଙ୍କର। ବିସ୍ଫୋରଣରେ ପ୍ରାଣ ହରାଇଥିବା ଇସ୍ରାଏଲ ସୈନିକଙ୍କ ମଧ୍ୟରେ ଅଛନ୍ତି…

ଏଣିକି କଳିଙ୍ଗ ଷ୍ଟାଡିୟମ ଭିତରକୁ ଯାଇପାରିବେ ସାମ୍ବାଦିକ

ଏବେ ସାମ୍ବାଦିକ ମାନେ ପରିଚୟପତ୍ର ଦେଖାଇ କଳିଙ୍ଗ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ  । ପୂର୍ବରୁ କେବଳ ବଡ଼ ବଡ଼ ଇଭେଣ୍ଟ ଅଥବା କୌଣସି କାର୍ଯ୍ୟକ୍ରମ ସମୟରେ ହିଁ ସାମ୍ବାଦିକ ମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଥିଲା ।କଳିଙ୍ଗ ଷ୍ଟାଡିୟମରେ ମଧ୍ୟରେ କ୍ରୀଡା ସମ୍ବନ୍ଧୀୟ ଅଧିକ…

ଆଜିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ କାମ କରିବା ଲାଗି ଶାରୀରିକ ଓ ମାନସିକ ରୂପେ ନିଜକୁ ପ୍ରସ୍ତୁତ ରଖନ୍ତୁ। ଧନଲାଭର ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ‌ ବୃଷ: ବଡ଼ ଭାଇଭଉଣୀଙ୍କର ପୂରା ସହଯୋଗ ପାଇବେ। ଆର୍ଥିକ ଚିନ୍ତା ଦୂର ହେବ। ବିବାହିତଙ୍କ ଲାଗି…

“ମୋଦୀ କା ପରିବାର” ଟ୍ୟାଗ୍ ଲାଇନ୍ ହଟାଇବାକୁ ସମର୍ଥକଙ୍କୁ ଅନୁରୋଧ କରିଛନ୍ତି ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି ଯେ ନିର୍ବାଚନ ପ୍ରଚାର ମାଧ୍ୟମରେ ସମଗ୍ର ଭାରତରେ ଲୋକମାନେ ମୋ ପ୍ରତି ସ୍ନେହର ଚିହ୍ନ ସ୍ୱରୂପ ନିଜ ସୋସିଆଲ ମିଡିଆରେ ‘ମୋଦୀ କା ପରିବାର’ ଯୋଡ଼ିଛନ୍ତି। ମୁଁ ଏଥିରୁ ବହୁତ ଶକ୍ତି ପାଇଥିଲି । ଭାରତର ଜନତା କ୍ରମାଗତ ତୃତୀୟ ଥର ପାଇଁ…

ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୮ ଜିଲ୍ଲାକୁ ସତର୍କ ଘଣ୍ଟି!

ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, ଗଞ୍ଜାମ ଏବଂ ନୂଆପଡ଼ା ଭଳି…