ବନ୍ଦ ହୋଇଯିବ କି ବିଏସଏନଏଲ ସିମ କାର୍ଡ଼?

ବିଏସଏନଏଲ ସିମ୍ ବ୍ୟବହାରକାରୀମାନଙ୍କ ପାଇଁ ବଡ଼ ଖବର । ବନ୍ଦ ହୋଇଯିବ ଆପଣଙ୍କ ସିମ୍ । କ୍ରମାଗତ ଭାବରେ ସିମ୍ ବ୍ୟବହାରକାରୀମାନଙ୍କୁ ସିମ ବନ୍ଦ ହେବା ନେଇ ମେସେଜ ଆସୁଛି। ଯେଉଁଥିପାଇଁ ଲୋକମାନେ ବହୁତ ଚିନ୍ତିତ ହୋଇପଡ଼ିଛନ୍ତି।କେବଳ ଏତିକି ନୁହେଁ, ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍…

ଜିଡିପିରେ ଭାରତର ସ୍ଥାନ ୧୨୯

ଜିଡିପିରେ ଭାରତର ସ୍ଥାନ ବିଶ୍ବରେ ୧୨୯। କ୍ରୟ ଶକ୍ତି ସମତା (ପିପିପି) ମୂଲ୍ୟରେ ହୋଇଥିବା ଏକ ହିସାବରୁ ଏହା ଜଣାଯାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ ଏପ୍ରିଲ ୨୦୨୪ ତଥ୍ୟ ଆଧାରରେ ୟର୍ଣ୍ଣଷ୍ଟ ଆଣ୍ଡ୍‌ ୟଙ୍ଗ ଏହା କହିଛି। ବିଶ୍ବର ଅର୍ଥନୀତିର ଆକାର ଦୃଷ୍ଟିରୁ…

ଋଷିଙ୍କ ଦଳ ପରାଜିତ ହେବ?

ଜୁଲାଇ ୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ନେତୃତ୍ୱରେ ଶାସକ କଞ୍ଜରଭେଟିବ୍ ପାର୍ଟି ଏଥର ପୋଛି ହୋଇଯିବ। ଏହା ମଧ୍ୟ ସୁନାକଙ୍କ ପାର୍ଟି ପାଇଁ ଏକ ଗମ୍ଭୀର ଚିତ୍ର ଉପସ୍ଥାପନ କରିଛି। ସଦ୍ୟତମ ସର୍ବେକ୍ଷଣରେ କିର ଷ୍ଟାର୍ମରଙ୍କ ଲେବର ପାର୍ଟିକୁ…

ଏନ.ସି.ଇ.ଆର.ଟି.ର ସର୍ବ ଭାରତୀୟ ଚୟନ ପରୀକ୍ଷା

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଏନ.ସି.ଇ.ଆର୍.ଟି.ର ବିଭିନ୍ନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ଵର, ଭୋପାଳ, ଆଜ୍ ମେର, ମୈସୂର ଓ ଶିଲଂରେ ବି.ଇଡି, ଏମ.ଇଡି, ବିଏ.ବି.ଇଡି, ବି.ଏସ୍.ସି.ବି.ଇଡି, ଏମ୍.ଏସସି.ଇଡି ଆଦି ଉନ୍ନତମାନର ଶିକ୍ଷାଭିତ୍ତିକ ପାଠପଢ଼ାପାଇଁ ଆସନ୍ତା…

ସ୍ବାସ୍ଥ୍ୟ ସମସ୍ୟାରୁ ଦୂର କରେ ଜିରା

ଜିରା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରିଥାଏ ତାହା ନୁହେଁ, ଏଥିରେ ଭରି ରହିଥିବା ବହୁ ଔଷଧୀୟ ଗୁଣ ଅନେକ ରୋଗରୁ ମଧ୍ୟ ଆମକୁ ମୁକ୍ତି ଦେଇଥାଏ। ବିଶେଷକରି ଗ୍ୟାସ୍‌ ହୋଇ ପେଟ ଫୁଲିଥିଲେ କିମ୍ବା ଆମ୍ବିଳା ହେକୁଟି ହେଉଥିଲେ କିଛି ଜିରାକୁ ଚୋବାଇ ଉଷୁମ ପାଣି ପିଇଦେଲେ ବେଶ୍‌ ଆରାମ ମିଳିଥାଏ।…

ନଦୀଗର୍ଭକୁ ଖସିଲା ପର୍ଯ୍ୟଟକ ଟେମ୍ପୋ,୧୪ ମୃତ

ରୁଦ୍ରପୟାଗ :ଉତ୍ତରାଖଣ୍ଡର ରୁଦ୍ରପୟାଗ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ।   ୧୨ ଜଣ ଆହତ ‌ହୋଇଛନ୍ତି। ୨୬ ଜଣ ଯାତ୍ରୀ ଏକ ଟେମ୍ପୋ ଟ୍ରାଭେଲର‌ରେ ଯାତ୍ରା କରୁଥିବା ବେଳେ ସେମାନଙ୍କ ଗାଡ଼ି ରୁଦ୍ରପ୍ରୟାଗ ଜିଲ୍ଲାର ରାଇତୋଲି ଅଞ୍ଚଳରେ ଏକ ଗଭୀର…

ମନକୁ ଛୁଇଁଲା କଲ୍‌କି

ବହୁ ପ୍ରତୀକ୍ଷିତ ତେଲୁଗୁ ଫିଲ୍ମ ‘କଲ୍‌କି ୨୮୯୮ ଏଡି’ର ଟ୍ରେଲର୍‌ ଲଞ୍ଚ୍‌‌ ହୋଇଯାଇଛି। ଏଥିରେ ଟାଇଟଲ୍‌ ରୋଲ୍‌ରେ ସାଉଥ୍ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କୁ ଦେଖିବାକୁ ମିଳିବ। ତାଙ୍କ ସହ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ, ଦକ୍ଷ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ଏଥିରେ ଅଭିନୟ କରୁଛନ୍ତି।…

କ୍ରୋଏସିଆ ବିଜୟ ସହ ଅଭିଯାନ ଆରମ୍ଭ

ୟୁରୋ କପ୍-୨୦୨୪ରେ ଦମଦାର ଏଣ୍ଟ୍ରି କରିଛି ସ୍ପେନ୍ । ପ୍ରଥମାର୍ଦ୍ଧରେ ଅଧିନାୟକ ଆଲଭାରୋ ମୋରାଟା, ଫାବିଆନ୍ ରୁଇଜ ଏବଂ ଡାନି କାରଭାଜାଲଙ୍କ ବଳରେ ଭଲ ଲିଡ ପାଇଥିଲା ସ୍ପେନ । ଫଳରେ ଏହି ମ୍ୟାଚକୁ ଏକତରଫା ଭାବରେ ୩-୦ରେ ହାସଲ କରିଛି । ତେବେ କ୍ରୋଏସିଆ ବିପକ୍ଷରେ ଦମଦାର ବିଜୟ ହାସଲ କରିବା…

ଇତିହାସ ରଚିଲା ଭାରତୀୟ ରେଳବାଇ

ଦେଶର ଲାଇଫଲାଇନ୍ କୁହାଯାଉଥିବା ଭାରତୀୟ ରେଳବାଇ ପୁଣି ଏକ ଇତିହାସ ରଚିଛି । ଶନିବାର ରେଳ ମନ୍ତ୍ରଣାଳୟ ‘ଲିମକା ବୁକ୍ ଅଫ୍ ରେକର୍ଡସ’ରେ ନିଜ ନାଁ ରେକର୍ଡ କରିଛି । ଭାରତୀୟ ରେଳବାଇ ସବୁଠାରୁ ବଡ଼ ପବ୍ଲିକ ସର୍ଭିସ ଇଭେଣ୍ଟ ଆୟୋଜିତ କରି ଏହି ରେକର୍ଡ କରିବାରେ ସଫଳ ହୋଇଛି । ଚଳିତ ବର୍ଷ…

 ସରୁନି ମଣିପୁରବାସୀଙ୍କ ଦୁର୍ଦ୍ଦଶା

କଠୁଆ ଆତଙ୍କବାଦୀ ଆକ୍ରମଣ ପରେ ବିଜେପି ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ବନ୍ଧୁକ ପାଇଁ ନୂତନ ଲାଇସେନ୍ସ ପ୍ରଦାନ କରିବାକୁ ସରକାରଙ୍କୁ ଦାବି କରିଛନ୍ତି। ଏହି ନେତାମାନେ ପୂର୍ବରୁ ପ୍ରଦାନ କରାଯାଇଥିବା ଲାଇସେନ୍ସ ନବୀକରଣ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ। ଜାମ୍ମୁରେ…