ଆଜି ଶ୍ରୀଜିଉଙ୍କ ରାଜେନ୍ଦ୍ରଭିଷେକ ନୀତି

ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ରାଜେନ୍ଦ୍ରଭିଷେକ ନୀତି । ନୀତି ଶେଷ ହେବା ପରେ ମଦନମୋହନ ଆଜ୍ଞାମାଳ ପାଇ ବଟ ଗଣେଶଙ୍କଠାରେ ଥିବା ଖଟ ଉପରେ ବିଜେ କରିବେ । ଏହାପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଜଗମୋହନର ବିଦ୍ୟୁତ ଆଲୋକ ବନ୍ଦ କରାଯାଇ ଅନ୍ଧାର…

ରାହୁଲ ଗାନ୍ଧୀ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଲେ

ଲୋକସଭା ନିର୍ବାଚନ ସମୟରେ ବିରୋଧୀମାନେ ଇଭିଏମ୍ ପ୍ରସଙ୍ଗକୁ ତୀବ୍ର ଉଠାଇଥିଲେ। ତେବେ ନିର୍ବାଚନ ଫଳାଫଳ କଂଗ୍ରେସ ଏବଂ ଭାରତ ମିଳିତ ସପକ୍ଷରେ ଆସିବା ପରେ ଏହି ପ୍ରସଙ୍ଗ ଅଦୃଶ୍ୟ ହୋଇଯାଇଥିଲା। ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଏହି ପ୍ରସଙ୍ଗ ଉଠାଇଛନ୍ତି।ବ୍ୟବସାୟୀ ଏଲନ୍ ମସ୍କଙ୍କ…

ଶାହରୁଖଙ୍କ ସ୍କୁଲ ଶିକ୍ଷକ ଅସୁସ୍ଥ

ବଲିଉଡ ବାଦଶାହ ଅଭିନେତା ଶାହାରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ଜୀବନରେ ଥରେ ତାଙ୍କୁ ଭେଟିବାକୁ ଚାହାଁନ୍ତି | ତେବେ ଆଜି କଂଗ୍ରେସ ନେତ୍ରୀ ଜରିତା ଲେତଫ୍ଲାଙ୍ଗ ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କୁ ଏକ ନିବେଦନ କରିଛନ୍ତି। ସେ ଶାହରୁଖଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ ନିଜର ଶିକ୍ଷକଙ୍କୁ…

ଓପୋର ନୂତନ ଉତ୍ପାଦ

ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘ଏଫ୨୭ ପ୍ରୋ+୫ଜି’ର ସର୍ବଭାରତୀୟ ଉନ୍ମୋଚନ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଓପୋ ଇଣ୍ଡିଆର ନିର୍ଦ୍ଦେଶକ (ପ୍ରଡକ୍ଟ କମ୍ୟୁନିକେସନ) ସାଭିଓ ଡିସୁଜା କହିଛନ୍ତି, ଓପୋ ଏଫ୨୭ପ୍ରୋ+୫ଜି ଏକମାତ୍ର ସ୍ମାର୍ଟଫୋନ, ଯାହା…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଲରା

କଲରାରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହାର ମୁଖ୍ୟ ଭୂମିକା ଅଛି ବୋଲି ଜଣାପଡ଼ିଛି। ‘କଲରା ଓ ରୋଗ ପ୍ରତିରୋଧକ ଶକ୍ତି’ ବିଷୟକୁ ନେଇ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରି ଏକଥା ଜାଣିପାରିଛନ୍ତି। ଏହାବ୍ୟତୀତ କଲରାରେ…

ପଶ୍ଚିମବଙ୍ଗ ଦାର୍ଜିଲିଂରେ ବଡ ଟ୍ରେନ୍ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ସୋମବାର ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା…

ବିଶ୍ୱ କ୍ରୀଡା ଜଗତରେ ଓଡ଼ିଶାକୁ କ୍ରୀଡା ରାଜଧାନୀ କରିବାକୁ ଲକ୍ଷ୍ୟ

ଆଜି କଳିଙ୍ଗ ଷ୍ଟାଡିୟମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ  । ବୈଠକରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦିପଙ୍କର ମହାପାତ୍ର ଓ ଯୁଗ୍ମ ସଚିବ ଉପସ୍ଥିତ…

ଆଜି ହେଉଛି ବକ୍ରି ଇଦ୍

ଆଜି ହେଉଛି ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ସ୍ୱତନ୍ତ୍ର ଦିନ  । ଦେଶର ଇସଲାମ ସମ୍ପ୍ରଦାୟର ଲୋକେ ଆଜିର ଦିନକୁ ଇଦ ଉଲ୍ ଜୁହା ବା ବକ୍ରି ଇଦ୍ ଭାବେ ପାଳନ କରୁଛନ୍ତି  । ଏହି ଦିନ ଟିକୁ ବଳିଦାନ ଦିବସ ଭାବେ ପାଳନ କରାଯାଇଥାଏ  । ବଳିଦାନର ଏହି ପରମ୍ପରା ହଜରତ ଇବ୍ରାହିମଙ୍କ ସମୟରୁ ଆରମ୍ଭ…

ବଜାରରେ ମହଙ୍ଗା ମାଡ଼

ଦେଶରେ ଲୋକସଭା ନିର୍ବାଚନ ସମେତ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ କେନ୍ଦ୍ର ଓ ରାଜ୍ୟରେ ନୂଆ ସରକାର ଗଠନ ହୋଇସାରିଛି। ଏଭଳି ସ୍ଥିତିରେ ଗତ କିଛିଦିନ ମଧ୍ୟରେ ଦେଶରେ ଅଧିକାଂଶ ଖାଦ୍ୟ ସାମଗ୍ରୀର ଦର ବଢ଼ିଯାଇଛି। ଚାଉଳ ଠାରୁ ଆରମ୍ଭ କରି ଡାଲି, ତେଲ, ଅଟା, ସୁଜି,…