ଶ୍ରୀଅଲାରନାଥଙ୍କ ଚନ୍ଦନବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ପୀଠରେ ଅନବସରର ପଞ୍ଚମ ଦିନରେ ମହାପ୍ରଭୁ ଶ୍ରୀଅଲାରନାଥଙ୍କୁ ଚନ୍ଦନବେଶ କରାଯାଇଛି। ଗୁରୁବାର ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪ଟା ୧୫ମିନିଟ୍ରେ ମଙ୍ଗଳ ଆଳତୀ ହୋଇଥିଲା । ଏହା ପରେ ତଡପ ଲାଗି, ଅବକାଶ ବେଶ ଏବଂ ଗୋପାଳବଲ୍ଲଭ ଶେଷ…