ରିଲିଜ୍‌ ହେଲା ବହୁ ପ୍ରତିକ୍ଷିତ ”କଳ୍‌କୀ ୨୮୯୮ ଏଡି”

ଆସିଛି ବହୁ ପ୍ରତିକ୍ଷିତ ସିନେମା କଳ୍‌କୀ ୨୮୯୮ ଏଡି। ପ୍ରଥମ ଶୋ’ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ଗୁରୁବାର ଭୋରୁ ଭୋରୁ ବହୁ ସହରରେ ପ୍ରଥମ ଶୋ’ ଆରମ୍ଭ ହୋଇଯାଇଥିଲା ବେଳେ ଦିନ ଗଡ଼ିବା ସହିତ ସିନେମାର ପ୍ରଶଂସା ବଢ଼ିବାରେ ଲାଗିଛି।ସିନେମାରେ ପ୍ରମୁଖ ଭୂମିକାରେ ପ୍ରଭାସ, ଅମିତାଭ…

ଅସୁସ୍ଥ ଅଛନ୍ତି ଲାଲକୃଷ୍ଣ ଆଡଭାନୀ

ବରିଷ୍ଠ ଭାଜପା ନେତା ତଥା ଭାରତ ରତ୍ନ ଲାଲ କୃଷ୍ଣ ଆଡଭାନୀ ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ବର୍ତ୍ତମାନ ୟୁରୋଲୋଜିରେ ପୀଡିତ ଅଛନ୍ତି। ତାଙ୍କୁ ୟୁରୋଲୋଜି ପ୍ରଫେସର ଡା.ଆମ୍ଲେଶ ସେଥ୍‌ ଚିକିତ୍ସା କରୁଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଏମ୍ସ କହିଛି। ତାଙ୍କୁ…

ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ କି ମନୋଜ ଆହୁଜା?

ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ କି ମନୋଜ ଆହୁଜା? କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡର ଓଡିଶାକୁ ଫେରାଇଦେବା ପରେ ବଢିଛି ଚର୍ଚ୍ଚା । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ଓଡିଶା ଫେରାଇ ଆଣିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ…

୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା  ଆରମ୍ଭ

୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା  ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୧,୭୮,୯୭୬ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। କଳାରେ ୧,୦୯,୮୫୪ ଛାତ୍ରୀଛାତ୍ର ଥିବାବେଳେ ବିଜ୍ଞାନରେ ୪୫,୬୧୪, ବାଣିଜ୍ୟରେ ୧୭,୧୫୬, ଶାସ୍ତ୍ରୀରେ ୩,୫୭୪, ସେଲ୍‌ଫ ଫାଇନାନ୍ସିଂରେ ୨,୬୨୬ ଏବଂ…

ଆଜି ଭାରତ-ଇଂଲଣ୍ଡ ଟକ୍କର

ଆଜି ଦ୍ଵିତୀୟ ସେମିରେ ଭାରତ-ଇଂଲଣ୍ଡ ମଧ୍ୟରେ ଟକ୍କର ହେବ।  ୨୦୨୨ ଟି୨୦ ବିଶ୍ବକପ୍‌ ସେମିଫାଇନାଲରେ ଆଡିଲେଡ୍‌ ପରାଜୟ କଥା ଭାରତ ଭୁଲିନାହିଁ। ଭାରତକୁ ୧୦ ୱିକେଟ୍‌ରେ ଇଂଲଣ୍ଡ ପରାସ୍ତ କରିଥିଲା। ଏହାର ପ୍ରତିଶୋଧ ନେବା ସହ ୩ୟ ଥର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଫାଇନାଲ ଖେଳିବା ଲକ୍ଷ୍ୟରେ ରୋହିତ…

ଚାଇନାକୁ ଝଟକା

ମାଳଦ୍ୱୀପର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କର ପ୍ରଥମ ଚାଇନା ଗସ୍ତରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିକଟରେ ଭାରତ ଗସ୍ତ ଏବଂ ତାଙ୍କ ଦେଶର ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି ପାଇଁ ଭାରତର ମହତ୍ତ୍ୱ ବିଷୟରେ କହିଛନ୍ତି। ୧୫ ତମ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ଡାଲିଆନରେ ପହଞ୍ଚିଥିବା…

ଶ୍ରୀମନ୍ଦିରକୁ ବିଜେ କରିବ ଫୁଲୁରୀ ତେଲ

ମହାପ୍ରଭୁଙ୍କ ଅନବସର ସେବା ପାଇଁ ଶ୍ରୀମନ୍ଦିରକୁ ବିଜେ କରିବ ଫୁଲୁରୀ ତେଲ। ବଡ଼ ଓଡ଼ିଆ ମଠ ମହନ୍ତ ଏହି ତେଲ ପ୍ରସ୍ତୁତ କରି ମହାପ୍ରଭୁଙ୍କ ସେବା ପାଇଁ ପହଁଚାଇବେ। ହେରାପଞ୍ଚମୀରୁ ଆରମ୍ଭ ହୋଇଯାଏ ପର ବର୍ଷ ପାଇଁ ଠାକୁରଙ୍କ ଫୁଲୁରୀ ତେଲ ପ୍ରସ୍ତୁତି...24 ପ୍ରକାର ଉପାଦାନରେ ତିୁଆରି ହୋଇଥାଏ…

ଆଜିର ରାଶିଫଳ

ମେଷ: ଅନେକ ଶୁଭଫଳ ପାଇବେ । ମନର ଆଶା ପୂରଣ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ନିଜର…

ବିଜୁଳି ଘଡଘଡି ସହ ପ୍ରବଳ ବରଷିବ

ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା। ମାଲକାନଗିରି  ଓ କୋରାପୁଟରେ ଅତିପ୍ରବଳ ବର୍ଷା ସହ ଗଜପତି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ ବିଭାଗ।୨୯ ତାରିଖ ଯାଏ ପ୍ରବଳ…

ଅଭିନୟ ଠାରୁ ଦୂରରେ ଥାଇ ମଧ୍ୟ ରେଖାଙ୍କ ପାଖରେ ଟଙ୍କାର ଅଭାବ ନାହିଁ,

ଅଭିନୟ ଠାରୁ ଦୂରରେ ଥାଇ ଭାରତୀୟ ସିନେମାର ସବୁଠାରୁ ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ପାଖରେ ଟଙ୍କାର ଅଭାବ ନାହିଁ, ଆଉ ତାଙ୍କର ବିଳାସମୟ ଜୀବନରୁ ଏହା ଜଣାପଡେ | ତେବେ କୌଣସି ଚଳଚ୍ଚିତ୍ର ନକରି ତାଙ୍କ ଘରର ଖର୍ଚ୍ଚ କିପରି ଚାଲିଛି ଆଜି ଆମେ ଆପଣଙ୍କୁ କହିବୁ | ରେଖା ଖୁବ୍ କମ୍…