ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ । ସୈଭାଗ୍ୟବସତଃ କାହାର କିଛି କ୍ଷତି ହୋଇନାହିଁ । ଏସ୍ସିବି ମେଡିକାଲ ହେମାଟୋଲୋଜି ବିଭାଗ ରୋଗୀ ପାଇଖାନାରେ ଅଘଟଣ । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ । କେବଳ ନୂଆ ଘର ଚିନ୍ତାରେ ଅଧିକାରୀ, ହେଲେ ପୁରୁଣା ଘର ରକ୍ଷଣାବେକ୍ଷଣ କରାଯାଉ ନଥିବା ଅଭିଯୋଗ ହୋଇଛି । ଦୂରବସ୍ଥା ଯୋଗୁ ସିଲିଂ ଖସିପଡ଼ିଛି । ଜଣା ନପଡ଼ିବ ଲାଗି ଉକ୍ତ ସ୍ଥାନକୁ କପଡା ମାରି ଘେରି ଦିଆଯାଇଛି ।ଯଦିଓ ଏହି ଘଟଣାରେ କାହାରି କିଛି ହୋଇନାହିଁ କିନ୍ତୁ ରୋଗୀ ବାଥ୍ ରୁମ୍ରେ ଥିଲେ ହୁଏତ ବଡ଼ ଘଟଣା ହୋଇଥାନ୍ତା । ନିକଟରେ ପୁରୁଣା ମେଡିସିନ୍ ୱାର୍ଡରୁ ଆଗରୁ ଛାତରୁ କଂକ୍ରିଟ ଅତଡ଼ା ଖସିଥିଲ। । କେତେବେଳେ ପୁଣି ରୋଗୀ ଷ୍ଟ୍ରେଚରରୁ ଖସି ପଡ଼ିବା ଭଳି ଅଘଟଣ ମଧ୍ୟ ଘଟିଥିଲା ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ