ଆଜି ଦେଶ ପାଳୁଛି ବନ୍ଧୁତ୍ୱ ଦିବସ। ତେବେ ଅଗଷ୍ଟ ମାସର ପ୍ରଥମ ରବିବାର ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ। ସେହିପରି ଭାରତ ଭଳି ଅନେକ ଦେଶ ଅଛି ଯେଉଁ ଦେଶ ମାନଙ୍କରେ ସ୍ୱତନ୍ତ୍ର ଢଙ୍ଗରେ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ବନ୍ଧୁତ୍ୱର ପବିତ୍ର ସମ୍ପର୍କ ଅନ୍ୟ ସମସ୍ତ ସମ୍ପର୍କ ଠାରୁ ବହୁ ଉଚ୍ଚରେ। ସେହିପରି କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ୱ ହେଉଛି ସମସ୍ତଙ୍କ ପାଇଁ ଉଦାହରଣ। ତେବେ ଆଜିର ଯୁବପିଢିମାନେ ବନ୍ଦୁତ୍ୱ ଦିବସକୁ କେବଳ ସୋସିଆଲ ମିଡିଆ ଜରିଆରେ ପାଳନ କରୁଛନ୍ତି। ପୂର୍ବରୁ ସାଙ୍ଗ ସାଙ୍ଗକୁ ଫ୍ରେଣ୍ଡସିପ ବ୍ୟାଣ୍ଡ ଦେଇ ବନ୍ଧୁତ୍ୱ ଦିବସ ପାଳନ କରୁଥିବା ବେଳେ ବର୍ତ୍ତମାନ ସମୟରେ କେବଳ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଆଉ ପୂର୍ବ ପରି ସାଙ୍ଗ ସାଙ୍ଗଙ୍କ ମଧ୍ୟରେ ଥିବା ସେହି ନିବିଡ଼ତା ଦେଖିବାକୁ ମିଳୁନାହିଁ। କିନ୍ତୁ ଏହା ପରେ ମଧ୍ୟ ଏପରି କିଛି ଯୁବ ପିଢି ଅଛନ୍ତି ଯେଉଁମାନେ ବନ୍ଧୁତ୍ୱର ଏହି ପବିତ୍ର ଦିନକୁ ଅତି ନିଆରା ଢଙ୍ଗରେ ପାଳିଥାନ୍ତି।
Trending
- ସରିଲା ନୂଆପଡ଼ା ବିଧାନସଭା ନିର୍ବାଚନ : ୭୯.୦୨ ପ୍ରତିଶତ ମତଦାନ
- ନୂଆପଡ଼ା ଉପନିର୍ବାଚନ : ଦିନ ୧୧ଟା ସୁଦ୍ଧା ୩୨.୫୧ ପ୍ରତିଶତ ମତଦାନ
- ଭୁଟାନ ମାଟିରୁ ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
- ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ
- ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ – ଚାରି ଡ଼ାକ୍ତରଙ୍କ ଲୋମଟାଙ୍କୁରା କାର୍ଯ୍ୟ
- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ
- ଆଜି ଭୋଟ ଦେଉଛନ୍ତି ନୂଆପଡାବାସୀ , ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
- ଲାଲକିଲ୍ଲାରେ ଶକ୍ତିଶାଳୀ ବିସ୍ଫୋରଣ, 8 ମୃତ ଅନେକ ଲୋକ ଆହତ
- ବିହାର ବିଧାନସଭାର ନିର୍ବାଚନ : ମହିଳା ମତଦାତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ
- ନିରବ ଅବଧି ସମୟରେ ନୂଆପଡ଼ାରେ ନିୟମର ଉଲ୍ଲଂଘନ କରିଛି ବିଜେପି – ନବୀନ
Next Post