Browsing Tag

#odisha

କୋଭିଡ ଆକ୍ରାନ୍ତଙ୍କୁ ବାକ୍ସରେ ରଖୁଛି ଚୀନ୍‌

ମେଟ୍ରୋ ଟିଭି ଓଡିଶା,୧୩/୧: ଚୀନର ବିଭିନ୍ନ ବିଭାଗରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଦ୍ରୁତ ସଂକ୍ରମଣକୁ କମାଇବା ପାଇ ଚୀନର ଏକ ଅମାନୁଷିକ ପନ୍ଥା ସାମ୍ନାକୁ ଆସିଛି । ଯାହାକୁ ନେଇ ଆନ୍ତର୍ଜାତିକ ସ୍ତରରେ ଉଦ୍‌ବେଗ ପ୍ରକାଶ କରାଯାଇଛି । ଏହି କରୋନା

ଆଜି ପ୍ରଧାନମନ୍ତ୍ରୀଙ୍କ ସମସ୍ତ ରାଜ୍ୟ ସହ କୋଭିଡ ସମୀକ୍ଷା ବୈଠକ

ମେଟ୍ରୋ ଟିଭି ଓଡିଶା,୧୩/୧: କୋଭିଡର କାୟା ବିସ୍ତାର ହେବାରେ ଲାଗିଲାଣି । ଏହି ସଂକ୍ରମଣକୁ ରୋକିବା ପାଇ ଆଜି ଅପରାହ୍ନ ସାଢେ ୪ଟାରେ ପ୍ରଧାନମନ୍ତ୍ରୀ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମୋଡରେ ବୈଠକ କରି କୋଭିଡର ସମୀକ୍ଷା କରିବେ । ଦେଶରେ କୋଭିଡ ସ୍ଥିତି, ଡାକ୍ତରଖାନା

୩ୟ ଟେଷ୍ଟ ବୁମରାଙ୍କ ଚମତ୍କାର ପ୍ରଦର୍ଶନରେ ଭାରତ ଆଗୁଆ

ମେଟ୍ରୋ ଟିଭି ଓଡିଶା,୧୩/୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ତଥା ୩ୟ ଟେଷ୍ଟ ମ୍ୟାଚ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି । ୧୩ରନର ଅଗ୍ରଣୀ ହାସଲ କରି ୨ୟ ଇନିଂସରେ ବ୍ୟାଟିଂ କରି ୧୭ ଓଭର ୨ ଓୱେକଟ ହରାଇ ୫୭ରନ କରିଛି ଭାରତ ।କୋହଲି ୧୪ ଓ ପୂଜାରା ୯ରନରେ

ମିହିରଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଉ

ମେଟ୍ରୋ ଟିଭି ଓଡିଶା,୧୩/୧: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବର୍ଷୀୟାନ୍ କଳାକାର ମିହିର ଦାସଙ୍କ ଦେହାନ୍ତ ପରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯାଉ ବୋଲି ଦାବି କରାଯାଉଛି । ଏହା ସହ କଟକର ଏକ ରାସ୍ତାକୁ ତାଙ୍କ ନାମରେ ନାମକ କରିବାକୁ କହିଛନ୍ତି ଅଭିନେତା ଶ୍ରୀତମ ଦାସ ।ଗତକାଲି

ରକେଟ ବିଶେଷଜ୍ଞ ଏସ୍ ସୋମନାଥ ହେଲେ ଇସ୍ରୋ ମୁଖ୍ୟ

ମେଟ୍ରୋ ଟିଭି ଓଡିଶା,୧୩/୧: ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍ ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହୋଇଛନ୍ତି । ସେ ଜଣେ ରକେଟ ବିଶେଷଜ୍ଞ ଓ ଏୟାରସ୍ପେସ ଇଂଜିନିୟର ।ଏହା ପୂର୍ବରୁ ସେ ତିରୁବନନ୍ତପୁରମସ୍ଥିତ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ

ଚୀନ୍‌କୁ ଭାରତୀୟ ଆର୍ମିର ଚେତାବନୀ

ମେଟ୍ରୋ ଟିଭି ଓଡିଶା,୧୨/୧: ଆର୍ମି ଚିଫ୍ ଜେନେରାଲ୍ ଏମଏମ୍ ନରବଣେ ଚୀନକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଚୀନ ସହତ ଏଲଏସିରେ ଆଶିଂକ ସୌନୟ ପ୍ରତ୍ୟାହାର ହେବା ସହ ବିପଦ ମଧ୍ୟ ଅଛି । ନରବଣେ କହିଛନ୍ତି, ସଂଘର୍ଷ ହେଉଛି ଅନ୍ତିମ ଉପାୟ। ଚେଷ୍ଟା କଲେ ନିହାତି ବିଜୟୀ ହୋଇ ଫେରିବୁ।

ଚର୍ଚ୍ଚାରେ ଅର୍ଜୁନ-ମଲାଇକା ବ୍ରେକ୍‌ଅପ୍ ?

ମେଟ୍ରୋ ଟିଭି ଓଡିଶା,୧୨/୧: ବଲିଉଡର ଲଭ ବାର୍ଡ ତଥା ବିବାଦୀୟ ପ୍ରେମିକା ପ୍ରେମିକ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବ୍ରେକଅପ ହୋଇଛି । ବୟସରେ ବହୁତ ତଫାତ ଥିଲେ ମଧ୍ୟ ଦୁହେଁ ଏମିତି ପ୍ରେମ ଡୋରରେ ବାନ୍ଧି ହେଲେ ଯେ ଯେମିତି ଜନ୍ମ ଜନ୍ମର ସାଥୀ । କାହାକୁ ଖାତିର କରି ନଥିଲେ କି

ପୁଣି ସଲମାନଙ୍କୁ ଟାର୍ଗେଟ୍ କଲେ କେଆରକେ

ମେଟ୍ରୋ ଟିଭି ଓଡିଶା,୧୨/୧: ବଲିଉଡ ସୁପରଷ୍ଟାରଙ୍କ ସହ କମଲ ରସିଦ ଖାନଙ୍କ ବିବାଦ ସର୍ବଦା ରହିଆସିଛି। ସେଲ୍ଫ କ୍ଲେମ୍ କ୍ରିଟିକ୍ କମଲ ରସିଦ ଖାନ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଏବଂ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଫିଲ୍ମ ଏବଂ ଅଭିନେତାମାନଙ୍କ ଉପରେ ମନ୍ତବ୍ୟ ଜାରି ରଖିଛନ୍ତି। ଅତୀତରେ ସଲମାନ

ଏବେ ମହଙ୍ଗା ହେବ ବୁଲେଟ

ମେଟ୍ରୋ ଟିଭି ଓଡିଶା,୧୨/୧: କମ୍ପାନୀ ରୟାଲ ଏନ୍ଫିଲ୍ଡ ଏବେ ଭାରତରେ ତାର କିଛି ୨ ଚକିଆ ମଡେଲର ଦାମ ବୃଦ୍ଧି କରିଛି । Classic 350, Meteor 350 , Himalayan motorcycles ମଡେଲର ଦାମ ବୃଦ୍ଧି ହୋଇଛି । ଏହି ନୂଆ ଦାମ ଜାନୁଆରୀରୁ ଲାଗୁ ମଧ୍ୟ କରି ଦିଆଯାଇଛି । କିନ୍ତୁ ରୟାଲ

ଶ୍ରୀଲଙ୍କାରେ ପରିବା ଦର ଆକାଶଛୁଆଁ

ମେଟ୍ରୋ ଟିଭି ଓଡିଶା,୧୨/୧: ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି। ଖାଦ୍ୟପଦାର୍ଥ ଦାମ୍ ଆକାଶଛୁଆଁ ହେଲାଣି । ଆଳୁର କିଲୋ ପିଛା ଦାମ୍ ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ କଞ୍ଚା ଲଙ୍କା ୭୦୦ ଟଙ୍କାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। କିଛି ଦିନ ପୂର୍ବେ ଶ୍ରୀଲଙ୍କାରେ ୧୦୦ ଗ୍ରାମ ଲଙ୍କାର ଦାମ୍