Browsing Tag

#odisha

ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ

ମେଟ୍ରୋ ଟିଭି ଓଡିଶା,୧୭/୧: ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ। ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଟି ତେଲ ଟ୍ୟାଙ୍କର ଭସ୍ମୀଭୂତ ହୋଇଛି। ନିଆଁର ପ୍ରକୋପ ଏତେ ବ୍ୟାପକ ଥିଲା ଯେ ଆବୁଧାବି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ନୂଆ ନିର୍ମାଣ ସ୍ଥଳ

ତିନି ମିନିଟରେ ୫କୋଟି ନେଲେ ସମନ୍ଥା

ମେଟ୍ରୋ ଟିଭି ଓଡିଶା,୧୭/୧: ଚର୍ଚ୍ଚାରେ ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ । ନିଜର ଆଇଟମ ଗୀତରେ ନାଚି ବକ୍ସ ଅଫିସରେ ଧମାଲ କରିଦେଇଛନ୍ତି ସେ । ନିଜର ଜଲୱା ଓ ହଟ୍ ଡାନ୍ସରେ ଦର୍ଶକଙ୍କ ମନକୁ ମୋହିତ କରିଦେଇଛନ୍ତି । ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ର ପରେ ବଢ଼ିଛି ତାଙ୍କ ଦାମ୍। ପୁଷ୍ପା

ସରକାରଙ୍କୁ ସବୁ ସମ୍ପତ୍ତି ଦାନ କଲେ ଡାକ୍ତର

ମେଟ୍ରୋ ଟିଭି ଓଡିଶା,୧୭/୧: ହିମାଚଳର ବୃଦ୍ଧା ଏବେ ଚର୍ଚ୍ଚାରେ ସେ ନିଜ ସବୁ ସମ୍ପତ୍ତି ସରକାରଙ୍କୁ ଦାନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବୃଦ୍ଧା ଜଣକ ନିଜର ୫କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦାନ କରି ଦେଇଛନ୍ତି । ଗତବର୍ଷ ସେ ନିଜ ସ୍ତ୍ରୀକୁ ହରାଇଥିଲେ । ତାଙ୍କ ସ୍ତ୍ରୀର ଶେଷ

ଅଧିନାୟକ ପଦ ଛାଡିବା ପରେ ଅନୁଷ୍କାଙ୍କ ଭାବବିହୁଳ ପୋଷ୍ଟ

ମେଟ୍ରୋ ଟିଭି ଓଡିଶା,୧୭/୧: ଭାରତର ଦିନିକିଆ ଏବଂ ଟି -୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଶନିବାର ସନ୍ଧ୍ୟାରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଓ ଇନସ୍ତାଗ୍ରାମ ଜରିଆରେ ଏହି ନିଷ୍ପତ୍ତିକୁ ଜଣାଇଥିଲେ । ତାଙ୍କର ଏଭଳି ନିଷ୍ପତ୍ତିରେ ଫ୍ୟାନ ମାନେ ଚକିତ

ପଞ୍ଜାବ ନିର୍ବାଚନ ଘୁଞ୍ଚିଲା

ମେଟ୍ରୋ ଟିଭି ଓଡିଶା,୧୭/୧: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚିଲା । ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିବେଦନ

ଆରପାରିରେ ସୁପରମମ୍ ଟାଇଗର କଲାରୱାଲି

ମେଟ୍ରୋ ଟିଭି ଓଡିଶା,୧୭/୧: ପେଞ୍ଚ ଟାଇଗର ରିଜର୍ଭ୍ର ସୁପରମମ୍ କଲାରୱାଲି ବୃଦ୍ଧାବସ୍ଥା ହେତୁ ରବିବାର ଦେହାନ୍ତ କରିଛି । ସେ ୨୦୦୮ରୁ ୨୦୧୮ ମଧ୍ୟରେ ୨୯ଟି ଛୁଆ ଜନ୍ମ ଦେଇଥିବାରୁ ସୁପରମମ୍ ଟ୍ୟାଗ୍ ଅର୍ଜନ କରିଥିଲା । ୨୯ଟିଛୁଆ ମଧରୁ ୨୫ଜଣ ଛୁଆ ବଞ୍ଚିଯାଇଥିଲେ । ଏହି ବାଷର ବୟସ ମାତ୍ର

ଆରପାରିରେ କଥକ ସମ୍ରାଟ ବିରଜୁ ମହାରାଜ

ମେଟ୍ରୋ ଟିଭି ଓଡିଶା,୧୭/୧: ସୁନାମଧନ୍ୟ କଥକ ନୃତ୍ୟ ଶିଳ୍ପୀ ବିରଜୁ ମହାରାଜଙ୍କର ୮୩ ବର୍ଷରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତ ଖବର ପାଇ ନୃତ୍ୟଶିଳ୍ପୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଦେଶରେ ବିରଜୁ ମାହାରାଜଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ବିରଜୁ ମହାରାଜଙ୍କ ପ୍ରକୃତ

ପରଲୋକରେ ଶାନ୍ତି ଦେବୀ

ମେଟ୍ରୋ ଟିଭି ଓଡିଶା,୧୭/୧: ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରବିବାର ତାଙ୍କୁ ସାମାନ୍ୟ ଜ୍ବର ହୋଇଥିବାବେଳେ ବିଳମ୍ବିତ ରାତିରେ ହଠାତ୍

ଆଜିଠୁ ନାମାଙ୍କନ ଦାଖଲ

ମେଟ୍ରୋ ଟିଭି ଓଡିଶା,୧୭/୧: ସରଗରମ ହେବ ପଞ୍ଚାୟତ ନିର୍ବାଚନ ପରିବେଶ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗ୍ରାମାଂଚଳ ରାଜନୀତି । ଭୋଟ୍ ପାଇଁ ଆଜିଠୁ ହେବ ନାମାଙ୍କନ ଦାଖଲ । ଏହା ମଧ୍ୟରେ ଚାଲିଛି ଦଳ ଅଦଳ ବଦଳ ପର୍ବ । ଯେଉଁ ଆଶାୟୀ ପ୍ରାର୍ଥୀମାନେ ନିଜ

ରାଜ୍ୟରେ ୨୭.୯୭ ପ୍ରତିଶତ ରହିଛି ପଜିଟିଭ ରେଟ୍‌

ମେଟ୍ରୋ ଟିଭି ଓଡିଶା,୧୭/୧: ରାଜ୍ୟରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭