Browsing Tag

#odisha

ବତକ ମାଙ୍କଡର ନିଆରା ପ୍ରେମ

ମେଟ୍ରୋ ଟିଭି ଓଡିଶା,୧୮/୧: କେବଳ ମଣିଷ ମଣିଷ ଭିତରେ ସେହ୍ନ ଶ୍ରଦ୍ଧା ସିମୀତ ନାହିଁ । ବିଭିନ୍ନ ପଶୁ ପକ୍ଷୀ ମଧ୍ୟରେ ସେମାନଙ୍କର ବନ୍ଧୁତା ଦେଖିଲେ ମୁଣ୍ଡ ନଇ ଯାଏ । ବତକ ଆଉ ମାଙ୍କଡ ବନ୍ଧୁତା ଓ ପରସ୍ତର ପ୍ରତି ସେହ୍‌ନ ସଂପର୍କର ଦୃଶ୍ୟ ଅତି ମନଲୋଭା । ଏହି ବନ୍ଧୁତା ସେମାନେ ପ୍ରତି ଦିନ

ଭାଜପା ପ୍ରାର୍ଥୀ ତାଲିକାରେ ୨୫ଜଣ ଅପରାଧି

ମେଟ୍ରୋ ଟିଭି ଓଡିଶା,୧୮/୧: ଉତ୍ତର ପ୍ରଦେଶର ଭାଜପା ପକ୍ଷରୁ ପ୍ରଥମ ଦଫାରେ ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ୨୫ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏଭଳିକି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାରୁ ବିରୋଧି

ଆତଙ୍କବାଦୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ

ମେଟ୍ରୋ ଟିଭି ଓଡିଶା,୧୮/୧: ଭାରତର ସ୍ୱାଧୀନତା ଦିବସ ହେଉ କିମ୍ବା ସାଧାରଣତନ୍ତ୍ର ଦିବସ , ଏହି ସମୟରେ ଆତଙ୍କବାଦୀ ମାନେ କିଛି ବିଶୃଙ୍ଖଳା ସୃଷ୍ଟି କରିବା ଲକ୍ଷ୍ୟରେ ରହିଥାନ୍ତି । ଚଳିତବର୍ଷ ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ

ଏକ ଭିଲେନ୍ ରିଟର୍ଣ୍ଣସ୍‌ରେ ନଜର ଆସିବେ ଜନ୍ ଆବ୍ରାହମ

ମେଟ୍ରୋ ଟିଭି ଓଡିଶା,୧୮/୧: ନିଜର ଦମଦାର ଫିଗର ଜରିଆରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ୪୮ ବର୍ଷୀୟ ଜନ ଆବ୍ରାହମଙ୍କ ଆଗାମୀ ଚଳଚିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିଜର ଆଗାମୀ ଥ୍ରୀଲର ଏକ ଭିଲେନ ରିଟର୍ଣ୍ଣସ୍ ଫିଲ୍ମ ସୁଟିଂ ଶେଷ କରି ଏହାକୁ ଏକ ବିହୀନ ଅନୁଭୂତି ବୋଲି କହିଛନ୍ତି

ବୁମରା ହେବେ କି ଟେଷ୍ଟ ଟିମ୍‌ର ଅଧିନାୟକ

ମେଟ୍ରୋ ଟିଭି ଓଡିଶା,୧୮/୧: ଏବେ ଟେଷ୍ଟ କିକ୍ରେଟର ନୂଆ ଅଧିନାୟକକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିରାଟଙ୍କ ପରେ କିଏ ହେବ ଟେଷ୍ଟ କିକ୍ରେଟର ଅଧିନାୟକ । ଏନେଇ ଦ୍ରୁତଗାମୀ ବୋଲର ଜସପ୍ରୀତ ବୁମରାଙ୍କ ନାଁ ଚର୍ଚ୍ଚା ରେ ଅଛି । ସେ ବି ଏହି ପଦବୀକୁ ଗ୍ରହଣ କରି ଯୋଗ୍ୟ ବିବେଚିତ ହୋଇ

ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେଲେ ସାଉଥ ଷ୍ଟାର ଧନୁଷ

ମେଟ୍ରୋ ଟିଭି ଓଡିଶା,୧୮/୧: ସାଉଥ ସୁପରଷ୍ଟାର୍ ଧନୁଷ ହଠାତ୍ ଏକ ବଡ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି । ଘୋଷଣରେ ସେ ଐଶ୍ୱର୍ଯ୍ୟାଙ୍କ ଠାରି ଛାଡପତ୍ର ନେଇଛନ୍ତି ବୋଲି କହିଛନ୍ତି । ଏହା ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଖବର

ଭୟଙ୍କର ଭୂକମ୍ପରେ ଥରିଲା ଆଫଗାନିସ୍ତାନ

ମେଟ୍ରୋ ଟିଭି ଓଡିଶା,୧୮/୧: ସୋମବାର ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ଫଳରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି । ଆଫଗାନିସ୍ତାନର ପଶ୍ଚିମରେ ଅବସ୍ଥିତ ବାଗିସ୍ ପ୍ରଦେଶରେ ସୋମବାର ଅପରାହ୍ନରେ ୨ଟି ଭୂକମ୍ପର କମ୍ପନ ଯୋଗୁଁ ତୁର୍କମେନିସ୍ତାନନିକଟରେ ଥିବା ସୀମା କମ୍ପିତ ହୋଇଥିଲା । ରିକ୍ଟର

ଦେଶ ଉତ୍ପାଦନ କରିବ ଓମିକ୍ରନ ଟିକା

ମେଟ୍ରୋ ଟିଭି ଓଡିଶା,୧୮/୧: କରେନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ହେଲେଣି । ସ୍ୱାସ୍ଥ୍ୟ ବିଭାଗର ସୂଚନାଅନୁସାରେ ଏହି ଓମିକ୍ରନ ଏତେ ପ୍ରଭାବଶାଳୀ ନଥିଲେ ମଧ୍ୟ ଏହା ପାଇଁ ଭାରତ ସ୍ୱଦେଶୀ ଟିକା ଉତ୍ପାଦନ କରିବାକୁ ଯାଉଛି । ପୂର୍ବରୁ ଭାରତ କୋଭିଡର ସ୍ୱଦେଶୀ ଟିକା ପୁରା

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନ

ମେଟ୍ରୋ ଟିଭି ଓଡିଶା,୧୮/୧: ଆଜି ନାମାଙ୍କନର ଦ୍ୱିତୀୟ ଦିନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ।ଆଜି ବି ପଞ୍ଚାୟତ ବ୍ଲକ ଓ ଜିଲ୍ଲାପ।ଳ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରଥମ ଦିନରେ ୮ହଜାର ୭୭୨ ପ୍ରାର୍ଥିପତ୍ର ଦାଖଲ ହୋଇଛି। ସେଥିରେ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ଫେରାଇଦେଲେ ଅଭିଷେକଙ୍କ ପତ୍ନୀ

ମେଟ୍ରୋ ଟିଭି ଓଡିଶା,୧୭/୧: ବହୁ ଚର୍ଚ୍ଚିତ ଅଭିଷେକ ମହାପାତ୍ର ଙ୍କ ମୃତ୍ୟୁ ପରେ ତାଙ୍କ ସହଧର୍ମିଣୀ ଚିକିତ୍ସା ପାଇଁ ପାଇଥିବା ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଫେରାଇଲେ ପତ୍ନୀ ମୌସୁମୀ ମହାନ୍ତି । ଏହି ଉପଲକ୍ଷେ ଆଜି ମୃତ ଅଭିଷେକ ମହାପାତ୍ର ଙ୍କ ସହଧର୍ମିଣୀ,