Browsing Tag

#odisha

ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇଲା ଚେନ୍ନାଇ ସୁପରକିଙ୍ଗ୍ସ

ରୋମାଞ୍ଚକର ମ୍ୟାଚରେ CSKକୁ ୧୦ ରନରେ ହରାଇଲା SRH । ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ଜିତିନେଇଛି ଏସଆରଏଚ୍ । ଏସଆରଏଚ ୧୦ ରନରେ ଜିତିଛି । ଟସ୍ ଜିତି CSK ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଭିଷେକ ଏବଂ କ୍ଲାସେନଙ୍କ…

ବିମାନଗୁଡ଼ିକର ନବକଳେବର କରୁଛି ଏୟାର ଇଣ୍ଡିଆ,ଡିଜାଇନରେ ପ୍ରମୁଖ ପରିବର୍ତ୍ତନ

ଯାତ୍ରୀଙ୍କୁ ଆଧୁନିକ ସୁବିଧା ଦେବାକୁ ବିମାନରେ ପରିବର୍ତ୍ତନ କରୁଛି ଏୟାର ଇଣ୍ଡିଆ । ଭିତର ଏବଂ ବାହାର ଡିଜାଇନ ପରିବର୍ତ୍ତନ କରାଯାଉଛି । ସିଟ୍ ସାଇଜ ବୃଦ୍ଧି କରାଯାଇଥିବା ବେଳେ, ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି । ଡ୍ରିମ୍ ଲାଇନର ବିମାନଗୁଡ଼ିକର ନବକଳେବର କରୁଛି…

ପୁଣି ମା’ ହେବାକୁ ଯାଉଛନ୍ତି ବଲିଉଡର ‘ମସ୍ତାନୀ’ ଦୀପିକା ପାଦୁକୋଣ,ଝିଅ ହାତରେ ଧରାଇ ଦେଲେ ଖୁସି ଖବର

ପୁଣି ମା’ ହେବାକୁ ଯାଉଛନ୍ତି ବଲିଉଡର ‘ମସ୍ତାନୀ’। ଝିଅ ହାତରେ ଧରାଇ ଦେଲେ ଖୁସି ଖବର। ସୁନ୍ଦରୀ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋଣ ତାଙ୍କର ଦ୍ୱିତୀୟ ସନ୍ତାନର ଅପେକ୍ଷାରେ ଅଛନ୍ତି। ତାଙ୍କ ଝିଅ ଦୁଆ ବଡ଼ ଭଉଣୀ ହେବାକୁ ଯାଉଛନ୍ତି। ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଖୁସି…

ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା

ପଶ୍ଚିମବଙ୍ଗରେ ବିଧାନସଭା  ନିର୍ବାଚନ ପ୍ରଚାର କରୁଥିବା ବେଳେ ଝାରଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ରାସ୍ତା କଡ଼ରେ ଥିବା ଏକ ଝାଲମୁଢ଼ି ଦୋକାନରେ ଅଟକି ଯାଇଥିଲେ। ମୋଦୀଙ୍କ ଗାଡ଼ି ରାସ୍ତାରେ ଅଟକିବା ଦେଖି ଲୋକଙ୍କ ଭିଡ଼ ଜମି ଯାଇଥିଲା। ଦୋକାନକୁ ଯାଇ ମୋଦୀ ଝାଲମୁଢ଼ି…

ହର୍ମୁଜ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଗୁଳିମାଡ଼,ସାମ୍ନାକୁ ଆସିଲା ଅଡ଼ିଓ ରେକର୍ଡିଂ

ହର୍ମୁଜ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଇରାନୀ ନୌସେନାରେ ଗୁଳିମାଡ଼କୁ ନେଇ ଏକ ନୂଆ ଏବଂ ବିବାଦୀୟ ମୋଡ଼ ନେଇଛି । ଆକ୍ରମଣ ହୋଇଥିବା ଟ୍ୟାଙ୍କର ସାମମାର ହେରାଲ୍ଡରୁ ଏକ ଅଡ଼ିଓ ରେକର୍ଡିଂ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଅଧିକାରୀ ଇରାନୀ ନୌସେନାର ପ୍ରତିଶ୍ରୁତି ଉଲ୍ଲଂଘନ…

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ,ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରା

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ସଜେଇ ହେଉଛି  ନରେନ୍ଦ୍ର ପୋଖରୀ । ସଜେଇ ହେଉଛି ନନ୍ଦା, ଭଦ୍ରା ଚାପ। ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କର ଦୁଇ ଦୁଇଟି ଅନନ୍ୟ ପରମ୍ପରା ଗୋଟିଏ ଦିନରେ ହେବ । ମହାପ୍ରଭୁଙ୍କ ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ଏବଂ ଅନ୍ୟଟି…

ରାଜ୍ୟରେ କଲବଲ କରୁଛି ତାତି,ଆଗାମୀ ସପ୍ତାହରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା

ରାଜ୍ୟରେ କଲବଲ କରୁଛି ତାତି । ଆଗାମୀ ସପ୍ତାହରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି ।  ଆସନ୍ତା ପାଞ୍ଚ ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆଜି ୩ ଜିଲ୍ଲା ସୁନ୍ଦରଗଡ ସମ୍ବଲପୁର…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ୪ ଦିନ ସ୍କୁଲ ଛୁଟି ଘୋଷଣା

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ତାପମାତ୍ରା ୪୩ ଡିଗ୍ରୀ ଟପିଥିବା ବେଳେ, ଏହା ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ…

ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ

ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ। ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ । ଜବରଦଖଲ ଥିବା ୬୧ ଏକର ଜମିକୁ ନିଜ ହେପାଜତକୁ ନେଇଛି। ଭଙ୍ଗା ଆରମ୍ଭରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ଜେସିବି ଆଗରେ ଶୋଇ ପ୍ରତିବାଦ କରିଥିଲେ। ଏପରିକି ଦୀର୍ଘ ସମୟ ଧରି…

କିପରି କଟିବ ଆଜିର ଦିନ

ମେଷ: ଆଜି ଏକ ଶୁଭ ଏବଂ ଫଳପ୍ରଦ ଦିନ ହେବ । ଆପଣ କାର୍ଯ୍ୟରେ ସଫଳତା ପାଇବେ ଏବଂ ଆର୍ଥିକ ଲାଭ ପାଇବେ । ଚାକିରି କରୁଥିବା ଲୋକଙ୍କ ପାଇଁ, ସ୍ଥାନ ପରିବର୍ତ୍ତନ ଏବଂ ଆୟ ବୃଦ୍ଧିର ସୁଯୋଗ ମିଳିବ । ବୈବାହିକ ଜୀବନ ନିକଟତର ଏବଂ ସୁସଙ୍ଗତ ହେବ । ଆପଣ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ,…