Browsing Tag

#odisha

ଏବେ ବଜାର କୁ ଆସିବ ଭୋଲ୍ଟରନ୍ . ଭିଏମ ୧୦୦ ଇଲେକ୍ଟ୍ରିକ ସାଇକେଲ

ମେଟ୍ରୋ ଟିଭି ଓଡିଶା,୨୩/୧ : ଦିନକୁ ଦିନ ବଢୁଥିବା ପେଟ୍ରୋଲର ଦାମକୁ ଦେଖି ସବୁ ଏବେ ଇଲେକ୍ଟ୍ରିକ ବାଇକର ବ୍ୟବହାର କରୁଛନ୍ତି । ସାଧାରଣ ଲୋକ ମଧ୍ୟ ଏହି ବାଇକ ପ୍ରତି ଆଗ୍ରହୀ ହେଉଛନ୍ତି । ଖର୍ଚ୍ଚ ମଧ୍ୟ କମ୍ ରହୁଥିବାରୁ ଏହାକୁ କିଣିବା ପାଇ ଲୋକ ମାନେ ବେଶି ପସନ୍ଦ କରୁଛନ୍ତି । ଏବେ

ଶବକୁ ଘେରି ରହିଥିଲା ୧୦୦ରୁ ଅଧିକ ସାପ

ମେଟ୍ରୋ ଟିଭି ଓଡିଶା,୨୩/୧ : ବିଚିତ୍ର ଦୁନିଆରେ ବିଚିତ୍ର ଘଟଣା ସବୁ ଦେଖିବାକୁ ମିଳେ । ଆମେରିକାର ମାରୟଲ୍ୟାଣ୍ଡରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ । ଏଠାରେ ଜଣେ ବ୍ୟକ୍ତିଙ୍କ ଘରକୁ ୧୦୦ ରୁ ଅଧିକ ସାପ ଘେରି ଯାଇଥିଲେ ।

ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ

ମେଟ୍ରୋ ଟିଭି ଓଡିଶା,୨୩/୧ : ଆଗକୁ ଅଛି ଆଇପିଏଲ । କରୋନାର କଟକଣା ଲାଗି ଏ ବର୍ଷ ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ । ଏନେଇ ସୂଚନା ପ୍ରଦାନ କରିଛି ବିସିସିଆଇ । ଚଳିତବର୍ଷର ଆଇପିଏଲ ମ୍ୟାଚ ୨୦୨୨ରେ ଖେଳାଯିବ । ବିନା ଦର୍ଶକରେ ହେବ ଏହି ମ୍ୟାଚ । image credit-jagran josh

ପୁଷ୍ପାର ଡାଇଲଗ କହି ଚର୍ଚ୍ଚାରେ ଡେଭିଡ ୱାର୍ଣ୍ଣର

image credit-hindustan times ମେଟ୍ରୋ ଟିଭି ଓଡିଶା,୨୩/୧ : ସାଉଥ ଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ଏବେ ସମଗ୍ର ବିଶ୍ୱରେ ଧମାଲ କରିବାରେ ଲାଗିଛି । ପୁଷ୍ପା; ଦ ରାଇଜ ଫିଲ୍ମର ଜବରଦସ୍ତ ଡାଇଲଗ ଏବେ ଛୋଟ ବଡଙ୍କ ମୁହଁରେ । ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି ଏହି ଫିଲ୍ମ ପୁଷ୍ପା ।

ବିବାହ ବନ୍ଧନରେ ବାନ୍ଧି ହେବ ରାହୁଲ-ଆଥିୟା

image credit-hindustan times ମେଟ୍ରୋ ଟିଭି ଓଡିଶା,୨୩/୧ : ବି ଟାଉନରେ ଏବେ ଚାଲିଛି ବିବାହର ଋତୁ । ପ୍ରାୟ ସମସ୍ତ କଳାକାର ଏବେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ତେବେ ବଲିଉଡ ସୁପରଷ୍ଟାର ସୁନିଲ ସେଟ୍ଟୀଙ୍କ ଝିଅ ମଧ୍ୟ ବିବାହ କରିବାକୁ ଯାଉଛନ୍ତି । ସେ କିକ୍ରେଟର କେ.ଏଲ

ଆସିଲା ଭାଇଜାନଙ୍କ ନୂଆ ମ୍ୟୁଜିକ ଭିଡିଓ ମେଁ ଚଲା

image credit-amarujala ମେଟ୍ରୋ ଟିଭି ଓଡିଶା,୨୩/୧ : ନୂଆ ବର୍ଷରେ ଆସିଲା ଭାଇଜାନଙ୍କ ନୂଆ ଗୀତ ମେଁ ଚଲା । ଏହି ମ୍ୟୁଜିକ ଭିଡିଓରେ ଭାଇଜାନ ମୁଣ୍ଡରେ ଗାମୁଛା ପିନ୍ଧି ଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାକୁ ସଲମାନ ସୋସିଆଲ୍ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ

ମେଟ୍ରୋ ଟିଭି ଓଡିଶା,୨୩/୧ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ । ଦେଶର ମହାନ୍ ସୁପୁତ୍ର ନେତାଜୀଙ୍କ ପରାକ୍ରମ ଆଗରେ ମଥାନଥ କରୁଛି ଦେଶ । ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ଗ୍ରାନାଇଟ୍

ମା ହେଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ

ମେଟ୍ରୋ ଟିଭି ଓଡିଶା,୨୨/୧ : ଲୋକପ୍ରିୟ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ ନିକଟରେ ମାତା ପିତା ବନିଛନ୍ତି। ଫଳରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିଭାବକ କ୍ଲବ୍ ସାମିଲ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ମା’ ବନିଥିବା ନେଇ

ଦିନିକିଆରେ ଭାରତର ପରାଜୟ ସହ ସିରିଜ୍ ହାତଛଡା

ମେଟ୍ରୋ ଟିଭି ଓଡିଶା,୨୨/୧ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ଆଶା ବି ହରାଇଛି ଭାରତ । ଦିନିକିଆରେ ହୋଇଥିବା ୨ୟ ମ୍ୟାଚରେ ୭ୱିକେଟରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଫଳରେ ଟେଷ୍ଟ ସିରିଜ୍ ୨-୧ରେ ହାରିବା ସହ ୩ ଟିକିଆ ଦିନିକିଆ ସିରିଜ୍କୁ ୦-୨ରେ

ଆଜିଠୁ ହେବ ମନୋନୟନପତ୍ର ଯାଞ୍ଚ

ମେଟ୍ରୋ ଟିଭି ଓଡିଶା,୨୨/୧ : ସରିଲା ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ । କାଲି ଶେଷ ଦିନରେ ବହୁ ପ୍ରାର୍ଥୀ ମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କୋଭିଡ କଟକଣା ଭିତରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଦାଖଲ କରିଛନ୍ତି