Browsing Tag

#odisha

ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ

ମେଟ୍ରୋ ଟିଭି ଓଡିଶା,୪/୨ : ଆଜିଠୁ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ। ଚୀନର ବେଜିଂରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଲିମ୍ପିକ୍ସ କ୍ରୀଡା-୨୦୨୨। ୯୧ଟି ଦେଶରୁ ପାଖାପାଖି ୩ ହଜାର କ୍ରୀଡାବିତ ବିଭିନ୍ନ କ୍ରୀଡ଼ାରେ ଭାଗ ନେଇଛନ୍ତି। ଆସନ୍ତା ୨୦ ତାରିଖରେ କ୍ରୀଡ଼ା ଉଦଯାପିତ ହେବ। ଚୀନ୍

ଚନ୍ଦନ କାଠ ଚୋରି କରି ବନ୍ଧା ହେଲେ ନକଲି ପୁଷ୍ପା

ମେଟ୍ରୋ ଟିଭି ଓଡିଶା,୪/୨ : କର୍ଣ୍ଣାଟକର ଚନ୍ଦନ ଡାକୁ ବିରପାନାଙ୍କ ମୃତ୍ୟୁ ପରେ ଏବେବି ଚନ୍ଦର କାଠ ଚୋରା ଚାଲାଣ ଲାଗିରହିଛି । ଏଭଳି ଏକ ଘଟଣା ପୋଲିସ ନଜରକୁ ଆସିଛି ଜଣେ ନକଲି ପୁଷ୍ପାକୁ ଚନ୍ଦନ କାଠ ଚୋରି କାରବାରରେ ଗିରଫ କରାଯାଇଛି । ଏହି ନକଲ ପୁଷ୍ପା ହେଉଛନ୍ତି ୟାଶିନ ଇନାୟତୁଲ୍ଲା ।

ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ସମ୍ଭାବନା

ମେଟ୍ରୋ ଟିଭି ଓଡିଶା,୪/୨ : ପଶ୍ଚିମାଝଡ ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ଘଡଘଡି ସହ କୁଆପଥର ବର୍ଷାବେହବାର ସମ୍ଭାବନା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ରାଜଧାନୀରେ ସକାଳେ କୋହଲା ପାଗ ସାଙ୍ଗକୁ ପବନ ମଧ୍ୟ ବହୁଛି । ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହେଲାଣି ।

ସ୍ଥଗିତ ହେଲା ଚଳିତ ବର୍ଷ ନିଟ୍ ପିଜି ପରୀକ୍ଷା

ମେଟ୍ରୋ ଟିଭି ଓଡିଶା,୪/୨ : ଚଳିତବର୍ଷ ନିଟ୍ ପିଜି-୨୦୨୨ ପରୀକ୍ଷା ସ୍ଥଗିତ। ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ନେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା କରିବାକୁ ସ୍ଥିର

ଆଜି ବିଶ୍ୱ କର୍କଟ ଦିବସ

ମେଟ୍ରୋ ଟିଭି ଓଡିଶା,୪/୨ : ପ୍ରତିବର୍ଷ ଫେବ୍ରୁଆରୀ ୪ତାରିଖରେ ପାଳନ ହୁଏ ବିଶ୍ୱ କର୍କଟ ଦିବସ । ସମଗ୍ର ବିଶ୍ୱରେ କର୍କଟ ଭଳି ବ୍ୟଙ୍କର ରୋଗକୁ ନିରାକରଣ କରିବାକୁ ଏହି ଦିବଦରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ସବୁ ଅନୁଷ୍ଠିତ କରାଯାଏ । ପାଶ୍ଚାତ୍ୟ ଦେଶ ଆମେରିକାରେ ପୁରୁଷଙ୍କୁ ହେଉଥିବା

ଓଡିଶାକୁ ମୋଦିଙ୍କ ରେଳ ଅନୁଦାନ

ମେଟ୍ରୋ ଟିଭି ଓଡିଶା,୩/୨ : ଓଡ଼ିଶାକୁ ସର୍ବାଧିକ ରେଳ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ୯୭୨୩ କୋଟି ଦେଇଛନ୍ତି । ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅଧିକ

ନିଖୋଜ ହେଲେ ସମିତିସଭ୍ୟ ପ୍ରାର୍ଥୀ

ମେଟ୍ରୋ ଟିଭି ଓଡିଶା,୩/୨ : ଦିନକୁ ଦିନ ପଚାଂୟତ ନିର୍ବାଚନ ପାଇଁ ବଢିଚାଲିଛି ଲୋକଙ୍କ ମଧ୍ୟରେ ଆଗ୍ରହ । ଏଭଳି ସ୍ଥଳେ ଢେଙ୍କାନାଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ସୂଚନା ଅନୁସାରେ ନୁଆଗାଁ ପଚାଂୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା

ନେଟେନିଜେନ୍ସ ମାନେ କ୍ରିପ୍ଟୋ ଟ୍ୟାକ୍ସ ହ୍ରାସ କରିବାକୁ ଦାବି କରୁଛନ୍ତି

ମେଟ୍ରୋ ଟିଭି ଓଡିଶା,୩/୨ : ବଜେଟ୍ ୨୦୨୨ ଅଧିବେଶନରେ ସମ୍ପ୍ରତି ଘୋଷଣା ପରେ 'କ୍ରିପ୍ଟୋ ଟ୍ୟାକ୍ସ ହ୍ରାସ' କରୁଥିବା ହେତୁ ନେଟେନିଜେନ୍ସ ଟିକସ ହ୍ରାସ କରିବାକୁ ଦାବି କରୁଛନ୍ତି । ବଜେଟ୍ ୨୦୨୨ ଘୋଷଣା କ୍ରିପ୍ଟୋକରେନ୍ସି ଉପରେ ଟିକସ ପାଇଁ ଅନେକ ଫ୍ଲାକ୍ ପାଇଲା ।ଏକ ୩୦% ଟ୍ୟାକ୍ସ ନିଶ୍ଚିତ

୧୩୦ କୋଟି ବଜେଟରେ ଆସିବ ଶୋ ନାଗିନ୍ ,ନଜର ଆସିବେ ତେଜସ୍ୱୀ ପ୍ରକାଶ

pic credit-bollywood life ମେଟ୍ରୋ ଟିଭି ଓଡିଶା,୩/୨ : କଲର୍ସର ସବୁଠୁ ବଡ଼ ଶୋ’ ଟିଭି ସିରିୟଲ ନାଗିନ୍ ପୁଣିଥରେ ପରଦାକୁ ଆସିବାକୁ ପ୍ରସ୍ତୁତ ହେଲାଣି। ଏହି ଶୋ’ର ଟିଜର ସାମ୍ନାକୁ ଆସିଛି, ଯାହା ଫ୍ୟାନ୍ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥରକ ନାଗିନ୍ ପ୍ରତିଶୋଧ ନେବାକୁ ନୁହେଁ, ବରଂ

ଜନ୍ମ ନେଲା ଅଦ୍ଭୁତ ବାଛୁରୀ

ମେଟ୍ରୋ ଟିଭି ଓଡିଶା,୩/୨ : ଏହି ଦୁନିଆ ଅଦ୍ଭୁତ ଆଉ ବିସ୍ମୟ । ଇଶ୍ୱରଙ୍କର ଏହି ସୃଷ୍ଟି ବିଚିତ୍ର । ଏହି ବିଚିତ୍ର ସୃଷ୍ଟିରେ କିଛି ବି ଅସମ୍ଭବ ନୁହେଁ । ଦୁନିଆରେ ବହୁ୍ନ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥାଏ ଏବଂ ଏହି ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ ହୋଇଥାଏ ।