Trending
- ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ,୧୫ ଜଣଙ୍କ ଜୀବନ ଯାଇଥିବା ଆଶଙ୍କା
- ସପ୍ତାହକୁ ୨ ଦିନ ଘରେ ରହି କାମ କରିବେ କର୍ମଚାରୀ , ଦିଲ୍ଲୀ ମୁଖ୍ୟମନ୍ତ୍ରୀ କଲେ ଘୋଷଣା
- ଡାକ୍ତରଖାନାକୁ ଆସିବା ବେଳେ ସୌମ୍ୟ ନିଶ୍ଚଳ ଥିଲେ ପଲ୍ସ ଓ ବିପି ନନ୍ ରେକର୍ଡେବଲ ଥିଲା,ହାତଗୋଡ଼ ବନ୍ଧା ଅବସ୍ଥାରେ ଅଣାଯାଇଥିଲା – ଡାକ୍ତର
- ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ
- ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା,ଏୟାର ଇଣ୍ଡିଆ ଜୁନ୍ ମାସରୁ ତିନି ମାସ ପାଇଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ
- ମେ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ୫ ଦେଶ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱୀଡେନ,ନରୱେ ଏବଂ ଇଟାଲୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ତୈଲ ସଂକଟକୁ ସାମାନ୍ୟ ମୁକାବିଲା ପାଇଁ ନିଜର କାରକେଡ ଗାଡ଼ି ସଂଖ୍ୟା ହ୍ରାସ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପେଟ୍ରୋଲ ଏବଂ ଡିଜେଲର ଦରଦାମ ବୃଦ୍ଧିକୁ ନେଇ ଚେତବାନୀ ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର
- ବଡ଼ଦାଣ୍ଡରେ ୮ଟି ଅସ୍ଥାୟୀ ହସ୍ପିଟାଲ ଖୋଲାଯିବ ,ରୋଗୀଙ୍କ ଭିଡ଼ କମାଇବା ନେଇ ପ୍ରଥମ କରି TRIAGE,
- ତାଲିମ ବିମାନ କ୍ରାସ୍ ଲ୍ୟାଣ୍ଡିଂ,ପାଇଲଟ୍ ସୁରକ୍ଷିତ
Browsing Tag
#odisha
ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ
ମେଟ୍ରୋ ଟିଭି ଓଡିଶା(୧୨.୫.୨୦୨୨ )
ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶା ପାଇଁ ଖାଲି ହେଉଥିବା ୩ ଆସନ ପାଇଁ ଅନୁଷ୍ଠିତ ହେବ ଏହି ନିର୍ବାଚନ । ଏଥି ପାଇଁ ଜୁନ ୧୦ରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ!-->!-->!-->…
ବ୍ରଜରାଜନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ
ମେଟ୍ରୋ ଟିଭି ଓଡିଶା(୧୨.୫.୨୦୨୨ )
ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିସାରିଛି ନିର୍ବାଚନୀ ବିଗୁଲ । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ବ୍ରଜରାଜନଗର ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ!-->!-->!-->…
ଅସାନି’କୁ ନେଇ ତାଜା ସୂଚନା ଦେଲେ ଏସଆରସି, ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା ନାହିଁ
ମେଟ୍ରୋ ଟିଭି ଓଡିଶା(୧୧.୫.୨୦୨୨ )
ବାତ୍ୟା “ଅସାନି’ର ପ୍ରଭାବ ଓଡ଼ିଶା ଉପରେ କିଛି ରହିବ ନାହିଁ । ଆଉ କିଛି ସମୟ ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁବ ଓଡ଼ିଶା । ଭିଷଣ ବାତ୍ୟାର ରୂପ ନେଇଥିବା “ଅସାନି’ଆସନ୍ତା କାଲି ବାତ୍ୟାରେ ପରିଣତ ହେବ । ଏହା ପ୍ରଭାବରେ ଆସନ୍ତାକାଲି ଓଡ଼ିଶାର!-->!-->!-->…
ଆନ୍ଧ୍ର ମୁହଁ ବାତ୍ୟା ‘ଅସାନି’:୧୩ରୁ ଓଡ଼ିଶାରେ ବଦଳିବ ପାଗ
ଆନ୍ଧ୍ର ମୁହଁ ବାତ୍ୟା ‘ଅସାନି’:୧୩ରୁ ଓଡ଼ିଶାରେ ବଦଳିବ ପାଗ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ଟ୍ୱିଟ୍ କରି ବର୍ଷିଲେ ଅପରାଜିତା
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ଟ୍ୱିଟ୍ କରି ବର୍ଷିଲେ ଅପରାଜିତା
ରଣନୀତି ଅବତୀର୍ଣ୍ଣ ହୋଇଛନ୍ତି ଅଳକା-ରାଧାରାଣୀ-କିଶୋର
ରଣନୀତି ଅବତୀର୍ଣ୍ଣ ହୋଇଛନ୍ତି ଅଳକା-ରାଧାରାଣୀ-କିଶୋର