Browsing Tag

#odisha

ପୁରୀ ଏମାର ମଠ ପରିସରରୁ ମିଳିଲା ପୁରାତନ ସିଂହ ମୂର୍ତ୍ତି

ମେଟ୍ରୋ ଟିଭି ଓଡିଶା (୧୬.୫.୨୦୨୨) ଆଜି ପୁରୀ ଏମାର ମଠ ପରିସରରୁ ପୁରାତନ ସିଂହ ମୂର୍ତ୍ତି ମିଳିଛି। ମାଟି ଖନନ ବେଳେ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି ଉଦ୍ଧାର କରାଯାଇଛି। ଖନନ ବେଳେ ବିରଳ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ନେଇ ସୂଚନା ମିଳିଛି। ଜିପିଆରଏସ୍‍ ହୋଇ ନଥିବାରୁ