Browsing Tag

#odisha

ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ର ଅର୍ଥ ଗଣତି ଆରମ୍ଭ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ର ଅର୍ଥ ଗଣତି ଆରମ୍ଭ ହୋଇଛି। ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତି। ମାଁଙ୍କ ପୂଜାର୍ଚ୍ଚନା ପରେ ୬ ମାସ ବ୍ୟବଧାନରେ ଆଜି ରାଜସ୍ୱ ବିଭାଗ…

ବିଜେପିର ନୂଆ ସାରଥୀ ହେବେ ନୀତିନ ନବୀନ: ପ୍ରଥମ ଯୁବ ସଭାପତି ଭାବେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ

ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ସଭାପତି ଚୟନ ପାଇଁ ଦଳୀୟ ସ୍ତରରେ ପ୍ରକ୍ରିୟା ଜୋରଦାର ହୋଇଛି । ସୋମବାର ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ନାମାଙ୍କନ ପ୍ରକ୍ରିୟାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । ଦଳର ପରବର୍ତ୍ତୀ

ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବଢିବ ରାତି ତାପମାତ୍ରା

ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବଢିବ ରାତି ତାପମାତ୍ରା। ଶୀତ, କୁହୁଡ଼ି ସାଙ୍ଗକୁ ଖରାତାତିକୁ ଅନୁଭବ କରିବେ ଲୋକେ। ଏବେ ବି ଥଣ୍ଡା ପ୍ରକୋପ ଜାରି ରହିଛି। ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରେକର୍ଡ ହୋଇଛି। ତେବେ ସୋମବାର ଓ ବୁଧବାର ରାତିରୁ ଉତ୍ତର-ପଶ୍ଚିମ ଭାରତକୁ ଅତି…

ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ ଟି ବିଦେଶାଗତ ପକ୍ଷୀ

ବନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ଶୀତକାଳୀନ ଚିଲିକା ପକ୍ଷୀ ଗଣନା ରିପୋର୍ଟ । ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ ଟି ବିଦେଶାଗତ ପକ୍ଷୀ । ସେହିପରି ଚିଲିକାରେ ୯୦ ପ୍ରଜାତିର ୨୧ ହଜାର ୯୪୩ ଟି ସ୍ଥାନୀୟ ପକ୍ଷୀଙ୍କୁ ଠାବ କରାଯାଇଛି । ୨୦୨୬ ପକ୍ଷୀ ଗଣନା…

ଆଜିଠାରୁ ଆରମ୍ଭ ହେବ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା,ପ୍ରାର୍ଥୀ ପତ୍ର ଦାଖଲ କରିବେ ନୀତିନ ନବୀନ

ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ । ଆଜି ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ, ସନ୍ଧ୍ୟା ୫ଟାରୁ ୬ଟା…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆପଣଙ୍କ ସାମନାରେ ଯାହା କଠିନ ମାମଲା ଅଛି ତାର କଥାବର୍ତ୍ତା କରନ୍ତୁ ସମାଧାନ ହୋଇଯିବ। ବନ୍ଧୁ ସହିତ ରାତ୍ରିଭୋଜନ ପାଇଁ ଯାଇପାରନ୍ତି । ଯେତେ ଖଟିବେ ସେତେ ଲାଭ ପାଇବେ।‌ ବୃଷ: ପ୍ରେମ ଭାବରେ ନିଜ କାମ କରିବାର ଅଛି। ଅନ୍ୟମାନଙ୍କ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ । ନିଜ…

ଆସନ୍ତୁ ଜାଣିବା ମାୟଲଜିଆର ଲକ୍ଷଣ କଣ ଏବଂ ଏହାର ପ୍ରତିକାର

ଆପଣ ବିନା କୌଣସି କାରଣରେ ଶରୀରରେ ଯନ୍ତ୍ରଣା ଅନୁଭବ କରିଛନ୍ତି କି? ଯଦି କିଛି ଭାରୀ କାମ କରୁଛନ୍ତି, ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ତେବେ ଏହି ପ୍ରକାରର ମାଂସପେଶୀ ଯନ୍ତ୍ରଣାକୁ ମାୟାଲଜିଆ କୁହାଯାଏ। କେତେବେଳେ ଏହି ଯନ୍ତ୍ରଣା ହାଲୁକା ହୋଇଥାଏ ତ ଆଉ କେତେବେଳେ ଏହା ଏତେ…

୧୯ ବର୍ଷରୁ କମ୍‌ ବିଶ୍ବକପ : ବାଂଲାଦେଶ କୁ ହରାଇ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିିଛି ଭାରତ

ଅଭିଜ୍ଞାନ କୁଣ୍ଡୁ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ବକପରେ ଭାରତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିିଛି। ଶନିବାର ଗ୍ରୁପ୍‌ ‘ବି’ର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ୧୮ ରନରେ ବାଂଲାଦେଶକୁ ପରାସ୍ତ କରିଛି।…

ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଅନେକ ନିଷ୍ପତ୍ତି ହୋଇଛି। ଆଦର୍ଶ ଗୁରୁକୁଳ ପାଇଁ ନୂଆ ସଂସ୍ଥା ସହ ବୁଝାମଣା ହେବ। ମାଟିତୋଟାରେ ଚିହ୍ନଟ ୧୭ ଏକର ଜମିରେ ଗୁରୁକୂଳ ନିର୍ମିତ ହେବ। ରତ୍ନଭଣ୍ଡାର ଗଣତି ମଣତି ପାଇଁ ପ୍ରସ୍ତୁତ ଚିଠା ମାର୍ଗଦର୍ଶିକାକୁ କମିଟି…

ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ କମିବ ଶୀତ ପ୍ରକୋପ

ପଶ୍ଚିମାଝଡ଼ ପ୍ରଭାବରେ ରବିବାରଠାରୁ ରାଜ୍ୟର କିଛି ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଏବଂ କେନ୍ଦୁଝର ଜିଲାର କେତେକ ସ୍ଥାନରେ ତାପମାତ୍ରା ବଢ଼ିଛି। ଆଗକୁ ଆହୁରି ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି, ଶୀତ ପ୍ରକୋପ କମିବ।…