ରାଜ୍ୟବ୍ୟାପୀ ନର୍ସିଂ କର୍ମଚାରୀ ସମସ୍ତ ମେଡିକାଲ ସେବା ଉପରେ ରୋକ ଲଗାଇଛନ୍ତି
କାର୍ଯ୍ୟବନ୍ଦ ଆନ୍ଦୋଳନରେ ନର୍ସିଂ କର୍ମଚାରୀ ସଂଘ। ଶୁକ୍ରବାରଠାରୁ ରାଜ୍ୟବ୍ୟାପୀ ନର୍ସିଂ କର୍ମଚାରୀ ସମସ୍ତ ମେଡିକାଲ ସେବା ଉପରେ ରୋକ ଲଗାଇଛନ୍ତି। ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଜାରି ରଖିଛନ୍ତି ସମସ୍ତ ନର୍ସିଂ କର୍ମଚାରୀ। ଏହାକୁ ନେଇ କଟକ ଏସସିବି ମେଡିକାଲରେ ପ୍ରଭାବିତ ହୋଇଛି…